-
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଆଜିି ହେଉଛି ଆଲୋକର ପର୍ବ ଦୀପାବଳି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବ୍ୟକ୍ତିବିଶେଷ ଏହି ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ଦୀପାବଳିରେ ଦୀପ ଜାଳିବା ବିଧି ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଏ ଅବସରରେ ବାଣ ଫୁଟାଇଥାନ୍ତି। କିଛି ସମୟର ମନୋରଞ୍ଜନ ପାଇଁ ଆମେ ଫୁଟାଉଥିବା ବାଣ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ବାଣର ଧୂଆଁ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଏଥିପାଇଁ ସରକାର ବାଣ ଫୁଟାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ କରିଛନ୍ତି। ତେବେ ଆସନ୍ତୁ ଜାଣିବା ବାଣ ଫୁଟାଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ… ୧.ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୁଏ: ବାଣ ତିଆରିରେ ଗନ୍ ପାଉଡରର ବ୍ୟବହାର କରାଯାଏ। ଯାହା ଜଳିବା ଦ୍ୱାରା ବାୟୁମଣ୍ଡଳରେ ସଲଫର ଡାଇଅକ୍ସାଇଡ୍ର ପରିମାଣ ବୃଦ୍ଧି ପାଏ। ଶ୍ୱାସରୋଗୀଙ୍କ ପାଇଁ ଏହା ବିଷ ସଦୃଶ ହୋଇଥାଏ। ୨.ହୃଦ୍ କର୍କଟ ହେବା ଆଶଙ୍କା ବୃଦ୍ଧିପାଏ: ବାଣରେ ଥିବା ପୋଟାସିୟମ୍ କ୍ଲୋରାଇଡ୍ ଆଲୋକ ସୃଷ୍ଟି କରେ। ଏହା ବାୟୁମଣ୍ଡଳରେ ରାସାୟନିକ ପ୍ରତିକ୍ରିୟା କରିବା ଫଳରେ ଯେଉଁ ଗ୍ୟାସ୍ ସୃଷ୍ଟି କରେ ତାହା ହାର୍ଟରେ କ୍ୟାନ୍ସର ଭଳିି ଭୟଙ୍କର ରୋଗର କାରକ ହୋଇଥାଏ। ୩.ଚକ୍ଷୁ ସମସ୍ୟା ଦେଖାଦିଏ: ଦୀପାବଳିରେ ବାଣରୁ ନିର୍ଗତ ବିଷାକ୍ତ ଧୂଆଁ ଯୋଗୁ ଆଖି ପୋଡ଼ିବା ସହ ଲୁହ ବାହାରିଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଥଣ୍ଡା ପାଣିରେ ବାରମ୍ବାର ଆଖି ଧୋଇବା ଉଚିତ୍। ୪.କାନ ଉପରେ ପଡ଼େ କୁପ୍ରଭାବ: ବେଳେବେଳେ ବାଣ ଫୁଟିବା ଦ୍ୱାରା ବାହାରୁ ଥିବା ଶବ୍ଦ ଏତେ ତୀବ୍ର ହୋଇଥାଏ ଯେ କିଛି ସମୟ ପାଇଁ ଆମକୁ କିଛି ଶୁଣାଯାଇନଥାଏ। ଏଭଳି ବାରମ୍ବାର ହେଲେ କାନ ଖରାପ ହେବା ବା ବଧିରା ହେବା ଭଳି ସମସ୍ୟା ଉପୁଜି ପାରେ। ଏହାସହ ପଢ଼ନ୍ତୁ: ଦୀପାବଳିିରେ ଗର୍ଭବତୀ ମହିଳାମାନେ ଏମିତି ନିଅନ୍ତୁ ନିଜ ଯତ୍ନ, ଗର୍ଭସ୍ଥ ଶିଶୁ ରହିବ ସୁରକ୍ଷିତ ୫.ଗର୍ଭପାତ ହେବା ଆଶଙ୍କା ବଢ଼େ: ଦୀପାବଳିରେ ବାଣରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ପ୍ରଶ୍ୱାସ ମାଧ୍ୟମରେ ଶରୀରକୁ ଯାଇଥାଏ। ଏହା ଦ୍ୱାରା ଗର୍ଭବତୀ ମହିଳାଙ୍କ ସମେତ ଗର୍ଭସ୍ଥ ଶିଶୁ ପ୍ରଭାବିତ ହୋଇଥାନ୍ତି। ସ୍ଥିତି ଗମ୍ଭୀର ହେଲେ ଗର୍ଭପାତର ଆଶଙ୍କା ମଧ୍ୟ ଦେଖାଦେଇଥାଏ।
ମନ୍ଦିର ଗଲେ ଆପଣଙ୍କୁ କେବଳ ମାନସିକ ଶାନ୍ତି ମିଳି ନ ଥାଏ, ବରଂ ଶାରୀରିକ ଲାଭ ମଧ୍ୟ ମିଳିଥାଏ। ଏକ ଗବେଷଣାରୁ ହୋଇଥିବା ଖୁଲାସାରୁ ଜଣାପଡ଼ିଛି, ଯେଉଁମାନେ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଦୀପାବଳିରେ ବାଣ ଫୁଟାଇବାବେଳେ ରୁହନ୍ତୁ ସାବଧାନ, ନଚେତ୍ ଦେଖାଦେଇପାରେ ଏହି ୫ଟି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା
ଆଜିି ହେଉଛି ଆଲୋକର ପର୍ବ ଦୀପାବଳି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବ୍ୟକ୍ତିବିଶେଷ ଏହି ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ଦୀପାବଳିରେ ଦୀପ ଜାଳିବା…
Read More » -
IBN ଓଡ଼ିଶା ବ୍ୟୁରୋ
ଦୀପାବଳି ଅବସରରେ ଶ୍ୱାସ ରୋଗୀମାନେ ଏହି ଏହି ଦିଗ ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦିଅନ୍ତୁ
ଦୀପାବଳି ପାଖେଇ ଆସିଲେ ଭାରତର ପ୍ରାୟ ସବୁ ସ୍ଥାନରେ ଲୋକେ ଜୋରଦାର ବାଣ ଫୁଟାଇବା ଆରମ୍ଭ କରିଦିଅନ୍ତି । ଯାହା ଦ୍ୱାରା ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ ଜିନିଷ, ବର୍ଷସାରା ରହିବନି ଧନର ଅଭାବ
ନିଜ ଭକ୍ତଙ୍କ ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର କରିବା ସହ ଯଶ ଏବଂ କିର୍ତ୍ତୀର ବରଦାନ ମଧ୍ୟ ଦେଇଥାନ୍ତି ମା’ ଲକ୍ଷ୍ମୀ । ଏହା…
Read More » -
ରାଜ୍ୟ
ଦୀପାବଳି ଅବସରରେ ସନ୍ଧ୍ୟାରେ ଘରେ ବନାନ୍ତୁ ଟେଷ୍ଟି ମୁଗ ଡାଲି ଟୀକ୍କା
ସାଧାରଣତଃ ପର୍ବ ପର୍ବାଣି ଅବସରରେ ଘରକୁ ଅତିଥି ଆସିଥାନ୍ତି । ଆମେ ବହୁ ସମୟରେ ହଡ ବଡ଼ ହେଇଯାଉ କି ଆସିଥିବା ଅତିଥି ମାନଙ୍କୁ କଣ କରି…
Read More » -
IBN ଓଡ଼ିଶା ବ୍ୟୁରୋ
ପେଟ, ଜଙ୍ଘ ଏବଂ ପଛଭାଗର ଚର୍ବି କମ୍ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଆସନ
ଅଧିକାଂଶ ଲୋକ ପେଟ, ଜଙ୍ଘ ଏବଂ ପଛଭାଗର ଚର୍ବିକୁ ନେଇ ଚିନ୍ତିତ ରହିଥାନ୍ତି। ବଢୁଥିବା ଚର୍ବି ଯୋଗୁଁ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ମଧ୍ୟ ଲୋକେ ପଛାଉନାହାନ୍ତି।…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ବାପା- ମା ମାନଙ୍କୁ ନିଶ୍ଚିତ ଭ୍ରମଣ କରାନ୍ତୁ ଏହି ସ୍ଥାନ
ସାଧାରଣତଃ ବୃଦ୍ଧାବସ୍ଥା ସମୟରେ ପ୍ରାୟ ଲୋକ ତୀର୍ଥ ସ୍ଥାନ ଭ୍ରମଣ କରିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ସ୍ଥାନ ଗୁଡିକ ସମ୍ବନ୍ଧରେ ଅଧିକ ଜାଣି ନଥିବାରୁ ବହୁ…
Read More » -
IBN ଓଡ଼ିଶା ବ୍ୟୁରୋ
ପର୍ସରେ ରଖନ୍ତୁ ଗୋମତୀ ଚକ୍ର, କେବେ ବି ଖାଲି ହେବନି ଟଙ୍କା
ପ୍ରତ୍ୟେକ ମଣିଷ ଚାହେଁ, କିପରି ତା’ ପାଖରେ ଧନ ସବୁ ବେଳେ ରହିଥାଉ। ଏଥିପାଇଁ ମଣିଷ ବହୁତ ପରିଶ୍ରମ କରିବା ସହ ବାସ୍ତୁ ନିୟମ ମଧ୍ୟ ମାନୁଛି।…
Read More » -
ଦେଶ
ପୋଡି ଯାଇଥିବା ବାସନକୁ ସଫା କରନ୍ତୁ ମିନିଟରେ, ଏହି ଉପାୟକୁ ନିଶ୍ଚୟ ଆପଣେଇ ଦେଖନ୍ତୁ
ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆପଣ ରୋଷେଇ ଘରେ ଗ୍ୟାସରେ କ୍ଷୀର କିମ୍ବର ତରକାରୀ ବସାଇ ଭୁଲି ଯାଇଥାନ୍ତି, ଯାହା ଫଳରେ ତାହା ଜଳିଯାଏ ଏବଂ…
Read More » -
IBN ଓଡ଼ିଶା ବ୍ୟୁରୋ
ଶରୀର ପାଇଁ ଲାଭକାରୀ ହୋଇଥାଏ କୋଳଥ ଡାଲି, ଜାଣନ୍ତୁ କେଉଁ ରୋଗ ପାଇଁ ଅତିଲାଭକାରୀ
ପୃଷ୍ଟିସାର, ଲୌହସାର, କ୍ୟାଲସିୟମରେ ଭରପୁର କୋଳଥ। ଏଥିରେ ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା…
Read More »