-
ରାଜ୍ୟ
ଘରୁ ( ମୂଷା )ବାହାର କରିବାର 3 ସହଜ ଓ ସରଳ ଉପାୟ
ସାଧାରଣତଃ ମୂଷା କୁ ନକରାତ୍ମକ ର ପ୍ରତୀକ କୁହାଯାଏ କାହିଁକି ନା ମୂଷା ଘରକୁ ଅପରିଷ୍କାର କରିଥାଏ । ଯେଉଁ ଘରେ ମୁଷା ଥାଏ ସେହି ଘରେ…
Read More » -
ମନୋରଞ୍ଜନ
ବାଛନ୍ତୁ କୌଣସି 1 ସ୍ଟୋନ ଓ ଜାଣନ୍ତୁ ନିଜର ସମସ୍ୟା ଓ ତା’ର ସମାଧାନ – Personality Test
ଜୋତିଶ ଶାସ୍ତ୍ର ଅନୁସାରେ ଜୀବନରେ ବହୁତ ସମସ୍ୟା ଥାଏ ଓ ତାକୁ ସାମାଧାନ କରୁ କରୁ କରୁ ଜୀବନ ବିତିଯାଏ । ସେଥିପାଇଁ ସେ ତାର ସମସ୍ୟା…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ବଡ ଖୁସି ଖବର, ଏବେ ପ୍ରସବ ସମୟରେ ଆଉ ଜଣାପଡିବ ନାହିଁ କୌଣସି ଯନ୍ତ୍ରଣା
ଗୋଟେ ପିଲା ଜନ୍ମ କଲାବେଳର ଯନ୍ତ୍ରଣା କେବଳ ତାକୁ ଜନ୍ମ କରୁଥିବା ମହିଳା ହିଁ ଜାଣିପାରେ । ତାଙ୍କ ବ୍ୟତୀତ ପ୍ରସବ କରାଉଥିବା ଡକ୍ଟର ଓ ନର୍ସ…
Read More » -
ମନୋରଞ୍ଜନ
ସମସ୍ତ ଝିଅଙ୍କୁ ବାପଘରକୁ ଛାଡ଼ି ଦିନେ ନା ଦିନେ ଶାଶୁଘରକୁ ଯିବାକୁ ପଡିଥାଏ ଏବଂ କୁହନ୍ତି ଯେ ଏଇଠୁ ସେମାନଙ୍କ ଜୀବନର ଏକ ନୁଆ ଆରମ୍ଭ ହୋଇଥାଏ । ସବୁ ଝିଅ ଚାହାଁନ୍ତି ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏବଂ ଶାଶୁଘରେ ସମସ୍ତେ ଖୁସି ରୁହନ୍ତୁ । ଆଜି ଆମେ ସେହି ୬ଟି ନାମର ଝିଅଙ୍କୁ ବିଷୟରେ କହିବୁ ଯେଉଁ ମାନଙ୍କ ବିଷୟରେ କୁହାଯାଏ ଯେ ଶାଶୁଘର ସମସ୍ତଙ୍କ ମନ କିଣିବାରେ ଗୁରୁ ହୋଇଥାନ୍ତି ଏବଂ ସମସ୍ତଙ୍କୁ ଖୁସି ରଖନ୍ତି । A- ଏ ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ମାନନ୍ତି ଯେ A-ଏ ନାମର ଝିଅ ହୃଦୟରୁ ବହୁତ ଭଲ ହୋଇଥାନ୍ତି । କୁହାଯାଏ ଯେ ଏମାନଙ୍କ ଯୋଡ଼ି ସ୍ବର୍ଗରୁ ବନି ଆସିଥାଏ । ଏମାନେ ଶାଶୁଘରେ ବହୁତ ଖୁସି ରୁହନ୍ତି ଏବଂ ସମସ୍ତଙ୍କୁ ଭରପୂର ଖୁସିରେ ରଖନ୍ତି । ଏମାନେ ନିଜ କଥା ମନେଇବା ଜାଣନ୍ତି । ନିଜର ସ୍ବଭାବ, ଭଲପାଇବା ଏବଂ ସ୍ନେହରୁ ଏମାନେ ଶାଶୁଘରେ ସମସ୍ତଙ୍କ ହୃଦୟ ଜିତି ପାରନ୍ତି । ଏମାନଙ୍କୁ ଜୀବନସାଥି ବି ଏମିତି ମିଳିଥାଏ ଜିଏ ପ୍ରତ୍ୟେକ ସମୟରେ ସାଙ୍ଗରେ ରୁହନ୍ତି । ଏହି ନାମର ଝିଅ ଶାଶୁଘରେ ସବୁବେଳେ ରାଜ୍ କରନ୍ତି । D- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ D-ଡି ନାମର ଝିଅ ନିଜ ଜୀବନସାଥି ସହିତ ଶାଶୁଘରର ବହୁତ ଯତ୍ନ ନିଅନ୍ତି ଏବଂ ତାଙ୍କୁ ମାନସମ୍ମାନ ମଧ୍ୟ ଦିଏ । ସ୍ବଭାବରୁ ଲାଜକୁଳୀ ହୋଇ ଥିବାରୁ ସମସ୍ତଙ୍କ ପାଇଁ ଏମାନଙ୍କ ପାଖରୁ ଦୟାର ଭାବନା ଦେଖିବାକୁ ମିଳିଥାଏ ଏହା ଛଡ଼ା ଏମାନେ ନିଜ ସ୍ବାମୀ ଏବଂ ଶାଶୁଘରେ ସମସ୍ତଙ୍କୁ ଖୁସିରେ ରଖନ୍ତି । ଏହି କାରଣ ପାଇଁ ଶାଶୁଘରେ ସମସ୍ତେ ଭଲପାଆନ୍ତି । ଏହି ନାମର ଝିଅଙ୍କୁ ଭଲ ପାଉଥିବା ଭଲ ଜୀବନସାଥି ମିଳିଥାଏ । ଏହି କାରଣ ପାଇଁ ଏମାନେ ଦକ୍ଷ ହୋଇଥିବାରୁ ଶାଶୁଘରେ ଏମାନେ ରାଜ୍ କରନ୍ତି । M- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ M-ଏମ୍ ନାମର ଝିଅ ସ୍ବଭାବରୁ ସରଳ ହୋଇଥାନ୍ତି ଏବଂ ଏମାନେ ସବୁ କାମକୁ ଢଙ୍ଗର ସହିତ କରନ୍ତି ସେଥିପାଇଁ ବାହାଘର ପରେ ଶାଶୁଘର ଲୋକଙ୍କ ହୃଦୟ ଜିତିବା ପାଇଁ ଏମାନେ ବହୁତ ନିପୁଣ ଅଟନ୍ତି । ଶାଶୁଘରେ ସମସ୍ତଙ୍କ ଯତ୍ନ ନିଅନ୍ତି ଏବଂ ସତ କହିବାର ଆଦତ୍ ପାଇଁ ଏମାନେ ଶାଶୁଘରେ ବହୁତ ମାନସମ୍ମାନ ପାଆନ୍ତି ଏବଂ ଶାଶୁଘରେ ତାଙ୍କ କଥା ମାନିବାକୁ ଏମାନଙ୍କ ପାଖରେ କ୍ଷମତା ଥାଏ । ଶାଶୁଘରେ ଏମାନେ ବହୁତ ଗେହ୍ଲାରେ ରହି ଥାନ୍ତି ଆଉ ଏମାନଙ୍କ ଇଜ୍ଜତ କୈାଣସି ମହାରାଣୀ ଠାରୁ କମ୍ ହୋଇ ନଥାଏ । S-ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମ S-ଏସ୍ ରୁ ଆରମ୍ଭ ହୋଇ ଥାଏ ଶାଶୁଘର ଲୋକମାନଙ୍କୁ ସେମାନେ ବହୁତ ଖୁସିରେ ରଖନ୍ତି । ଏହି ନାମର ଝିଅ ମାନଙ୍କର ଆତ୍ମବିଶ୍ବାସ ବହୁ ମାତ୍ରାରେ ଥାଏ ଯେଉଁ କାରଣ ପାଇଁ ଏମାନେ ବହୁତ ଶକ୍ତିଶାଳୀ ରୁହନ୍ତି ଏବଂ ଜଲ୍ଦୀ ଶାଶୁଘର ଲୋକଙ୍କ ହୃଦୟ ଜିତି ଯାଇଥାନ୍ତି । P- ନାମର ଝିଅ । କୁହାଯାଏ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ P-ପି ନାମର ଝିଅ ଶାଶୁଘରେ ମହାରାଣୀଙ୍କ ଭଳି ରହିଥାନ୍ତି । ଏମାନେ ପ୍ରତ୍ୟେକ ପଦକ୍ଷେପରେ ନିଜ ସ୍ବାମୀ ଏବଂ ଶାଶୁଘର ଲୋକଙ୍କୁ ସମ୍ଭାଳିକି ରଖନ୍ତି । ଯେଉଁ ମାନଙ୍କ ଜୀବନରେ P ନାମର ଝିଅ ଆସେ ସେମାନେ ବହୁତ ଭାଗ୍ୟବାନ ବୋଲି ମାନନ୍ତି । ଶାଶୁଘର ଲୋକମାନେ ବି ଏମାନଙ୍କୁ ବହୁତ ଆଦରରେ ରଖନ୍ତି । R ନାମର ଝିଅ । ମାନନ୍ତି ଯେ R-ଆର୍ ଏହି ନାମର ଝିଅ ସମାଜରେ ନିଜର ଗୋଟିଏ ଅଲଗା ପରିଚୟ ବନେଇକି ଚାଲନ୍ତି କିନ୍ତୁ ବାହାଘର ପୁର୍ବରୁ ଏମାନେ ନିଜ ବାପଘର ଏବଂ ସେମାନଙ୍କ ସହ ଜଡ଼ିତ ଲୋକଙ୍କୁ ନେଇ ଚାଲନ୍ତି । ତାଙ୍କର ଏହି ଗୁଣ ଶାଶୁଘର ଲୋକଙ୍କୁ ବହୁତ ପସନ୍ଦ ଆସେ । R ନାମର ଝିଅ ନିଜ ସ୍ବାମୀଙ୍କ ସହିତ ଶାଶୁଘର ଲୋକଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି ।
କୁହାଯାଏ ଜୀବନ ଆମକୁ ବହୁତ ଅଲଗା ଅଲଗା ରାସ୍ତାରେ ନେଇଥାଏ । ଏହି ରାସ୍ତା ମଧ୍ୟରୁ ଆମେ ଯେଉଁ ରାସ୍ତା ବଚି ଥାଉ ସେହି ରାସ୍ତା ଆମ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଶାଶୁଘରେ ରାଜ କରିଥାନ୍ତି ଏହି 6 ନାମର ଝିଅ
ସମସ୍ତ ଝିଅଙ୍କୁ ବାପଘରକୁ ଛାଡ଼ି ଦିନେ ନା ଦିନେ ଶାଶୁଘରକୁ ଯିବାକୁ ପଡିଥାଏ ଏବଂ କୁହନ୍ତି ଯେ ଏଇଠୁ ସେମାନଙ୍କ ଜୀବନର ଏକ ନୁଆ ଆରମ୍ଭ ହୋଇଥାଏ…
Read More » -
IBN ଓଡ଼ିଶା ବ୍ୟୁରୋ
ସ୍ଵାମୀ ସ୍ତ୍ରୀଙ୍କ ଏହି ଭୁଲ ପାଇଁ ସନ୍ତାନ ଏହିଥାଏ ବିକଳାଙ୍ଗ, ଆପଣ ବି କରୁନାହାନ୍ତି ତ
ସନ୍ତାନ ମାନେ ଦୀର୍ଘୟୁ, ସୁସ୍ଥ, ସୁନ୍ଦର, ଧନ ଶାଳି, ଧାର୍ମିକ ହେବ ପାଇଁ ହେଲେ କଣ ସବୁ ନିୟମ ମାନି ବାକୁ ପଡିଥାଏ ଓ କାହିଁକି ସେମାନେ…
Read More » -
IBN ଓଡ଼ିଶା ବ୍ୟୁରୋ
ଏହି କାରଣ ପାଇଁ ପୁରୁଷଙ୍କୁ ଆଲିଙ୍ଗନ କରି ଶୋଇବାକୁ ପସନ୍ଦ କରନ୍ତି ମହିଳାମାନେ
ଯଦି ଆପଣ ଧ୍ୟାନ ଦେଇଥିବେ ତ ଯେତେବେଳେ ବିବାହିତ ଦମ୍ପତି କିମ୍ବା ପ୍ରେମୀ ଯୁଗଳ ଏକା ସହିତ ଶୋଇଥାନ୍ତି ତେବେ ସେମାନେ ସମ୍ବନ୍ଧ କରିବା ପରେ ପ୍ରାୟତଃ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
Jyotish Shastra- ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି ଏହି 3 ନାମର ଝିଅ
ବ୍ୟକ୍ତିଙ୍କ ରାଶି ବ୍ୟତୀତ ତାଙ୍କ ନାମର ପ୍ରଥମ ଅକ୍ଷରରୁ ମଧ୍ୟ ତାଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଜାଣି ହୁଏ । ଆମ ନାମର…
Read More » -
ଦେଶ
ଆମେରିକା ରାଷ୍ଟ୍ରପତିଙ୍କୁ ମିଳିଥାଏ କେତେ ଦରମା ? ଏହା ସହିତ ଦୁନିଆର ସବୁଠୁ Powerful ବ୍ୟକ୍ତିଙ୍କୁ ମିଳିଥାଏ ଆଉ କେଉଁ କେଉଁ ସୁବିଧା
ଆମେରିକା ନିର୍ବାଚନର ଫଳାଫଳ ଆସି ସାରିଛି । ଏଥର ଆମେରିକାରେ ଡେମୋକ୍ରାଟିକ୍ ପ୍ରାର୍ଥୀ ର ଜୋ ବିଡେନ ଡୋନାଲ୍ଡ ଟ୍ରମ୍ପ ଙ୍କୁ ହରାଇ ଆମେରିକାର ନୂତନ ରାଷ୍ଟ୍ରପତି…
Read More » -
ମନୋରଞ୍ଜନ
ପସନ୍ଦ କରନ୍ତୁ ଗୋଟେ ରଙ୍ଗ, ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ
ଆପଣ ଯେଉଁ ୩ ଟି ରଙ୍ଗ ଦେଖୁଛନ୍ତି, ଆପଣ ଏହି ୩ ଟି ରଙ୍ଗ ରୁ ଗୋଟେ ରଙ୍ଗ ଜଲ୍ଦୀ ବାଛନ୍ତୁ । ଆପଣଙ୍କୁ ଯେଉଁ ରଙ୍ଗ…
Read More »