-
IBN ଓଡ଼ିଶା ବ୍ୟୁରୋ
ଆଖି ବନ୍ଦ କରି ଭରସା କରିପାରିବେ ଏହି ୫ଟି ରାଶିର ପ୍ରେମିକାଙ୍କ ଉପରେ, ଏମାନେ ହୋଇଥାନ୍ତି ସବୁଠୁ ଅଧିକ ଭରସାର ପାତ୍ର
ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଅଛି। ପ୍ରତ୍ୟେକ ରାଶିର କିଛି ନା କିଛି ସ୍ୱତନ୍ତ୍ରତା ରହିଛି। ବ୍ୟକ୍ତିର ସ୍ଵଭାଵ ଉପରେ ରାଶିର ବହୁତ ପ୍ରଭାବ ପଡ଼ିଥାଏ। କିଛି…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଜାଣନ୍ତିକି ଆପଣଙ୍କ ଶରୀର ପାଇଁ କେତେ ପରିମାଣର ଭିଟାମିନ-C ଉପଯୁକ୍ତ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ
ଭିଟାମିନ-ସି ବା ଆସ୍କରବିକ ଏସିଡ ଏକ ଆଣ୍ଟି ଆକ୍ସିଡେଣ୍ଟ ହେବା ସହ ଶରୀରର ସରକୁଲେଟରି କ୍ରିୟା ପାଇଁ ଏହା ବିଶେଷ ଆବଶ୍ୟକ ହୋଇଥାଏ । ଏହା ସହ…
Read More » -
ଦେଶ
ଆ ପୋଷାକ ପିନ୍ଧିବା ସମସ୍ତିଙ୍କର ସୌକ୍। ଏନେଇ ଅଧିକାଂଶ ଲୋକମାନେ ନୂଆ ପୋଷାକ କିଣିବା ପରେ ତାକୁ ନଧୋଇ ପିନ୍ଧିଥାନ୍ତି। କ’ଣ ଆପଣ ବି ସେମିତି କରୁଛନ୍ତି କି? ତେବେ ଏହି ସୂଚନା ଆପଣମାନଙ୍କ ପାଇଁ, ଯାହାର ପ୍ରଭାବ ଆପଣମାନଙ୍କ ଉପରେ ଭାରି ପଡିପାରେ। ବାସ୍ତବରେ ଷ୍ଟୋରରୁ କପଡା ଆଣି ପିନ୍ଧିବା ଦ୍ୱାରା ଆପଣ ନୂଆ କପଡାରେ ଥିବା କିଛି କିଟାଣୁ ଏବଂ ଜୀବାଣୁଙ୍କ ସମ୍ପର୍କରେ ଆସିଥାନ୍ତି, ଯାହାଦ୍ୱାରା ସ୍କିନ୍ ଇନଫେକ୍ସନର ଆଶଙ୍କା ବଢିଥାଏ। କେବଳ ଏତିକି ନୁହେଁ ଏହାଦ୍ୱାରା ଅନେକ ସମସ୍ୟା ମଧ୍ୟ ଦେଖାଦେଇପାରେ। ତେବେ ଆସନ୍ତୁ ଜାଣିବା ନୂଆ କପଡା ନଧୋଇ ପିନ୍ଧିବା ଉଚିତ ନୁହେଁ କାହିଁକି। stockଫ୍ୟାକ୍ଟ୍ରିରେ କପଡା ତିଆରି ହେବା ପରେ ଷ୍ଟୋରରେ ପହଞ୍ଚିବା ପୂର୍ବରୁ ତାକୁ ପରିବହନର ବିଭିନ୍ନ ଉପାୟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ୟାକ୍ କରି ପଠାଯାଇଥାଏ। ଏହାଦ୍ୱାରା ନୂଆ କପଡା ଅନେକ ରୋଗଜନକ ଏବଂ କୀଟାଣୁ ସମ୍ପର୍କରେ ଆସିପାରେ। ଆପଣ ମଧ୍ୟ ଏହି ସୂକ୍ଷ୍ମ ଜୀବକୁ ଦେଖି ପାରନ୍ତି ନାହିଁ। ଏହିକାରଣରୁ ଆପଣ ନିଜ ସୁରକ୍ଷା ପାଇଁ ନୂଆ କପଡା ଧୋଇ କରି ପିନ୍ଧନ୍ତୁ। ସେହିଭଳି ବଡ ବଡ ଫ୍ୟାସନ ଷ୍ଟୋରରେ ଲୋକମାନେ ପ୍ରଥମେ ଡ୍ରେସ୍ ଟ୍ରାଏଲ୍ କରି କିଣିଥାନ୍ତି। ଏହିକାରଣରୁ ଯେତେବେଳେ ଆମେମାନେ ସେହି ସବୁ ଷ୍ଟୋରରୁ କପଡା କିଣିଥାଉ ତାହା ଆମେ ସୁନିଶ୍ଚିତ କରିପାରିବା ନାହିଁ କି ଏହି ପୋଷାକ ପୂର୍ବରୁ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛି। ଆଉ ଆମେ ଯେତେବେଳେ ଏହି ପୋଷାକ ପିନ୍ଧିିଥାଉ ସେତେବେଳେ ଆମ ତ୍ୱଚାରେ ର୍ୟାସେସ୍, କୁଣ୍ଡେଇ ହେବା ଏବଂ ଏଲର୍ଜି ହେବାର ସସମ୍ୟା ଦେଖାଯାଇଥାଏ। dress newଏସବୁ ବ୍ୟତୀତ କପଡାକୁ ପ୍ରଥମେ ତିଆରି କରିବା ପାଇଁ ଏବଂ ସେଥିରେ ଏକ ବିଶିଷ୍ଟ ରଙ୍ଗ ଦେବା ପାଇଁ ବିଭିନ୍ନ ପ୍ରକାର ରସାୟନର ଉପଯୋଗ କରାଯାଇଥାଏ। ଯାହା ତ୍ୱଚାର ସଂସ୍ପର୍ଶରେ ଆସିବା ଦ୍ୱାରା କୁଣ୍ଡେଇ ହେବା ଏବଂ ରାସେଜ୍ ହେବାର ଆଶଙ୍କା ରହିଥାଏ।
ନୂଆ ପୋଷାକ ପିନ୍ଧିବା ସମସ୍ତିଙ୍କର ସୌକ୍। ଏନେଇ ଅଧିକାଂଶ ଲୋକମାନେ ନୂଆ ପୋଷାକ କିଣିବା ପରେ ତାକୁ ନଧୋଇ ପିନ୍ଧିଥାନ୍ତି। କ’ଣ ଆପଣ ବି ସେମିତି କରୁଛନ୍ତି…
Read More » -
IBN ଓଡ଼ିଶା ବ୍ୟୁରୋ
ଘରେ ଅଶାନ୍ତି ଆଣିଥାଏ ନଟରାଜ ମୂର୍ତ୍ତି, ଜାଣନ୍ତୁ ଭଗବାନଙ୍କ କେଉଁ ମୂର୍ତ୍ତି ଘରେ ରଖିବା ଅନୁଚିତ
ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ତ୍ୱ ରହିଥାଏ। ଅଧିକାଂଶ ଲୋକ ଘରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ପୂଜା କରିଥାନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଅନେକ ମୂର୍ତ୍ତି…
Read More » -
ମନୋରଞ୍ଜନ
ଚଟପଟା ସ୍ୱାଦରେ ଏକଦମ୍ ଜବରଦସ୍ତ ମସଲା ବାଦାମ ଚାଟ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ
ବର୍ଷା ଋତୁରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଏମିତିରେ ଆପଣ ଘରେ କିଛି ଟେଷ୍ଟି ଆଉ ଚଟପଟା ରେସିପି ବନାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ…
Read More » -
IBN ଓଡ଼ିଶା ବ୍ୟୁରୋ
କେଶକୁ ଜଲଦି ଲମ୍ବା କରିବାକୁ ଚାହୁଁଛନ୍ତି, ତେଲରେ ମିଶାଇ ଲଗାନ୍ତୁ କେବଳ ଏହି ଜିନିଷ
ଲମ୍ବା ଏବଂ ଘନ କେଶ ସମସ୍ତଙ୍କର ଇଚ୍ଛା। କେଶକୁ ଲମ୍ବା କରିବା ପାଇଁ ଆଜିକାଲିର ଯୁବତୀ ବଜାରରେ ମିଳୁଥିବା ଅନେକ ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ପାଦ କଳାପଣ ଦୂର କରିବ ଏହି ପ୍ୟାକ୍, ଜାଣନ୍ତୁ କେମିତି କରିବେ ବ୍ୟବହାର
ଯେକୌଣସି ଋତୁରେ ହେଉ ନା କାହିଁକି ଟ୍ୟାନିଂର ସମସ୍ୟା ଦେଖିବାକୁ ମିଳିଥାଏ। ଟ୍ୟାନିଂ ହାତ, ଗୋଡରେ ବେଶୀ ଦେଖାଯାଏ। ଖରାରେ ଚପଲ ପିନ୍ଧି ଗଲେ ଏପରି ସମସ୍ୟା…
Read More » -
ମନୋରଞ୍ଜନ
ବିବାହ ସମୟ ପାଖେଇ ଆସୁଛି କି ? ତାହେଲେ ନିଶ୍ଚୟ ଫଲୋ କରନ୍ତୁ ଏହି ଡାଏଟ ଟିପ୍ସ ଆଉ ରୁହନ୍ତୁ ପୁରା ଫିଟ ଏବଂ ସୁନ୍ଦର
ଲକଡାଉନ ପାଇଁ ଆଉ କିଛି ପରିବର୍ତ୍ତନ ହେଉ କି ନହେଉ ସମସ୍ତଙ୍କ ଚେହେରାରେ ପରିବର୍ତ୍ତନ ନିଶ୍ଚୟ କରିଛି । ଅଧିକାଂଶ ଲୋକ ଏହି ଲକଡାଉନରେ ନିଜର ଓଜନ…
Read More » -
ମନୋରଞ୍ଜନ
ବିଶ୍ଵକର୍ମା ପୂଜାରେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏକ ୟୁନିକ ସ୍ଵାଦରେ ଭରା ଭେଣ୍ଡି ନଡ଼ିଆ ମସଲା
ଆବଶ୍ୟକୀୟ ସାମଗ୍ରୀ ଭେଣ୍ଡି ନଡ଼ିଆ ଜିରା ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଧନିଆପତ୍ର ଅଦା ରସୁଣ ପିଆଜ ଟମାଟୋ ତେଲ ଲୁଣ ପ୍ରସ୍ତୁତି ପ୍ରଣାଳୀ ଭେଣ୍ଡି ନଡ଼ିଆ…
Read More » -
IBN ଓଡ଼ିଶା ବ୍ୟୁରୋ
ଆପଣ ମଧୁମେହ ଆକ୍ରାନ୍ତ କି ? ତେବେ ଜାଣି ରଖନ୍ତୁ କେଉଁ ସମୟରେ ଓ କିପରି କରିବେ ଟେଷ୍ଟିଙ୍ଗ
ଅନ୍ତରାଷ୍ଟ୍ରୀୟ ଡାଇବେଟିସ ଫେଡେରେସନ ସଂସ୍ଥା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୨.୫ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ୨୦୪୫ ମସିହା ସୁଦ୍ଧା ଏହି ସଂଖ୍ୟା…
Read More »