ଦେଶ
-
ଜୀବନରେ ଯେତେବେଳେ ମାନ ସଂମ୍ମାନ ରହେ ନାହିଁ ବା ଧନ ହାନି ହୋଇଥାଏ । ଜୀବନରେ ଶାନ୍ତି ନଥାଏ ଖୁସି ନଥାଏ ଏବଂ ବ୍ୟବସାୟରେ ମଧ୍ୟ ଭଲ ଲାଭ ହୋଇଥାଏ । ସବୁ ବେଳେ ଅସୁବିଧା ଲାଗି ରହିଥାଏ ଓ ଚିନ୍ତାରେ ରହୁଥାଏ । ତେବେ ଆପଣ ସବୁ ଜିନିଷ ଛାଡି କେବଳ ଶନିବାର ଦିନ ଗୋଟିଏ ଉପାୟ କରନ୍ତୁ ଯାହା ଆପଣ ବହୁତ ଉପକୃତ ହେବେ । କିଛି ଲୋକ ଏହାକୁ ମାନିଥାନ୍ତି କି ଯଦି ଶନିବାର ଦିନ ଏହି ଉପାୟ ଯଦି ଆପଣ କରନ୍ତି ତେବେ ଖୁବ ଶୀଘ୍ର ଏଥିରେ ଆପଣଙ୍କର ସମସ୍ଯା ଦୂରେଇଯିବା ସହିତ ବହୁତ ଖୁସି ରେ ରହିବେ । ଆପଣଙ୍କର ଘର ପାଖର କୌଣସି ଏକ ପୁରୁଣା ଓସ୍ଥ ଗଛ ପାଉଚନ୍ତି ମନେ କରନ୍ତୁ ସେଠାରେ ପୂଜା ହେଉଛି ବା ଫୁଲ ଫଳ ହେଉଛି ତେବେ ଆପଣ ସେହି ଗଛ ନିକଟରେ ଏହି ଉପାୟ କରିବାର ଅଛି । ସକାଳୁ ଉଠି ସ୍ନାନ ସାରିବା ପରେ ଗୋଟିଏ ନୋଟାରେ ପାଣି ଓ କିଛି କଳା ରାସୀ ନେଇ ଅର୍ପଣ କରିବା ହେତୁ ଆପଣଙ୍କର ପୂର୍ବଜ ମାନେ ଆପଣଙ୍କ ଉପରେ ବହୁତ ସନ୍ତୁଷ୍ଟ ହୁଅନ୍ତି ଆପଣଙ୍କୁ ବହୁତ ସାହାର୍ଯ୍ୟ କରନ୍ତି । କୌଣସି ଏକ ଶନିବାର ଦିନ ଆପଣ ସୂର୍ଯ୍ୟଙ୍କ ଅସ୍ତ ହେବ ମାତ୍ରେ ଆପଣ କହିବାକୁ ଗଲେ ପୁରା ଶାନ୍ତି ବାତାବରଣ ଥିବା ସମୟରେ ଯେଉଁ ଜାଗାରେ ଏକ ପୁରୁଣା ଓସ୍ଥ ଗଛ ପାଖକୁ ଯାଅନ୍ତୁ ଓ ଗଲା ବେଳେ ସେଠାକୁ ଏକ ନାଲି ରଙ୍ଗର ସୂତା, ନାଲି ରଙ୍ଗର କପଡା ଓ ଏକ ମାଟିର ଦୀପରେ ଆପଣ ଘିଅ ଦେଇ ସେହି ଦୀପକୁ ଜାଲନ୍ତୁ ସେଥିରେ କିଛି କଳା ରାସୀ ମଧ୍ୟ ପକାନ୍ତୁ । ସେଠାରେ ଶାନ୍ତିରେ ବସନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଏହାପରେ ସେହି ଗଛରୁ ଏକ ପାତ୍ର ଆଣି ସେଥିରେ ନେଇଥିବା ନାଲି ରଙ୍ଗରେ ଆପଣଙ୍କର ଯାହା ମନ କାମନା ଅଛି ସେଥିରେ ଲେଖନ୍ତୁ ଓ ଏହା ପରେ ସେଥିରେ ଓମ ହ୍ରୀଙ୍ଗ ବଟ ସ୍ଵାହା ଲେଖନ୍ତୁ । ଆପଣ ଯେଉଁ ପତ୍ରକୁ ଛିଣ୍ଡାଇ ସେଥିରେ ନିଜର କିଛି କଥା ଲେଖିଥିବା ମନ କାମନା ତାକୁ ଏକ ନାଲି ରଙ୍ଗର କପଡାରେ ବାନ୍ଧି ଯେଉଁ ଡାଳରୁ ଆଣିଥିରେ ସେହି ଡାଳରେ ନେଇ ୭ ଥର ବୁଲାଇ ବାନ୍ଧି ଦିଅନ୍ତୁ । ଏହା ପରେ ଆପଣ ନାଲି ସୂତାକୁ ନିଜ ହାତରେ ବାନ୍ଧି ଯଦି ଆପଣ ପୁରୁଷ ତେବେ ଡାହାଣ ହାତ ଓ ଯଦି ନାରୀ ତେବେ ବାମ ହାତରେ ବାନ୍ଧି ସେଠାରେ ହନୁମାନ ଚାଳିଶ ପାଠ କରନ୍ତୁ । ଏହି କାମ କଲାବେଳେ ଆପଣ ହନୁମାନ ଚାଳିଶା ପାଠ କରି ଏହି କର୍ମ କରିବା ଦରକାର । ତେବେ ଯାଇ ସେଥିରେ ସଫଳତା ମିଳିବ । ଏହାପରେ ସେଠାରେ ଶାନ୍ତିରେ ବସି ଏହି ମନ୍ତ୍ରକୁ ଜପ କରନ୍ତୁ । ଓମ ହ୍ରୀଙ୍ଗ ବଟ ସ୍ଵାହା କୁ ଆପଣ ଯେତିକି ପାରୁଛନ୍ତି ସେତିକି କରିବାକୁ ଚେଷ୍ଟା କରିବେ କିନ୍ତୁ ଆପଣ ୨୭ ଥର ବା ୨୫୧ଥର ସେଠାରେ ମନରେ ଉଚାରଣ କରନ୍ତୁ । କରିସାରିଲା ପରେ ଆପଣ ନେଇଥିବା ନାଲି କପଡାରେ ଗୋଟିଏ ମୁଠା ମାଟି ଆଣି ସେହି ନାଲି କପଡାରେ ଗୁରାଇ ନିଜ ଘରକୁ ଆଣନ୍ତୁ । ଏହାପରେ ଆପଣ ସେହି ମାଟିକୁ ନିଜେ ରଖୁଥିବା ଧନ ଠାରେ ରଖନ୍ତୁ ଯଦି ଆପଣ ବ୍ୟବସାୟୀ ଅଟନ୍ତି ତେବେ ଆପଣ ନିଜର ଟଙ୍କା ବାସ୍କ ଉପରେ ରଖନ୍ତୁ । ଏହା ଆପଣ ଶନିବାର ଦିନ ଠାରୁ ୭ ଦିନ ପର୍ଯ୍ୟନ୍ତ କରିପାରନ୍ତି ବା ୭ ଟି ଶନିବାର ମଧ୍ୟ କରିପାରନ୍ତି । ଯାହା ଦ୍ଵାରା ଆପଣଙ୍କର ଯେଉଁ ମନ କାମନା ଲେଖିଥିଲେ ପୂର୍ଣ ହୋଇଯିବ ।
ପିଲା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ…
Read More » -
Gk Questions & Answers- ୫ ଓ ୯ ମଧ୍ୟରେ କେଉଁ ଚିହ୍ନ ଲଗାଇଲେ ସଂଖ୍ୟା ଟି ୫ ଠାରୁ ବଡ ଓ ୯ ଠାରୁ ସାନ ହେବ ?
ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୨ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ ଏହି…
Read More » -
UK ରେ ରହିବା, ପଢିବା, ବୁଲିବା ସବୁ କିଛି ଫ୍ରୀ କରାଇବ ଏହି କମନ ୱେଲଥ ଫୁଲି ଫଣ୍ଡେଡ ସ୍କଲାରସିପ, ଜାଣନ୍ତୁ କିପରି କରିବେ ଆପ୍ଲାଏ
ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ଶିକ୍ଷା ମାନବ ର ମୌଳିକ ଅଧିକାର ମଧ୍ୟରେ ଗୋଟିଏ ବୋଲି ପରିଗଣନା କରାଯାଉଛି । ସେଥିପାଇଁ ଶିକ୍ଷା କ୍ଷେତ୍ର ରେ ଅନେକ…
Read More » -
ଜବ ଇଣ୍ଟରଭ୍ୟୁ ରେ ସଫଳତା ପାଇବା ପାଇଁ ଆପଣାନ୍ତୁ ଏହି ଇଣ୍ଟରଭ୍ୟୁ ଟିପ୍ସ, ମିଳିବ 100 % ସଫଳତା
ଯଦି ଆପଣ ଭଲ ଚାକିରି କରିବା ପାଇଁ ଯାଉଛନ୍ତି ତେବେ ଆପଣ କେଉଁ ଜିନିଷ ପ୍ରତି ବେସୀ ଧ୍ୟାନ ଦେବା ଦରକାର ସେହି ବିଷୟରେ ଆମେ ଆପଣଙ୍କୁ…
Read More » -
ବହୁତ ହିଁ ଚାଲାଖ ଓ ବୁଦ୍ଧିମାନ ହୋଇଥାନ୍ତି ଏହି 4 ଟି ଅଭ୍ଯାସ ଥିବା ବ୍ୟକ୍ତି- Chanakya Niti
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ମାନଙ୍କ ଆଗରେ ନିଜର ବୁଦ୍ଧିମାନୀ ଦେଖାଇବା ନିମିନ୍ତେ ବିଭିନ୍ନ ପ୍ରକାର ଉପାୟର ଅବଲମ୍ବନ କରିଥାଏ, କିନ୍ତୁ ନିଜର ବୁଦ୍ଧିମାନୀ…
Read More » -
କୋଟିପତି ହେବାକୁ ଚାହାଁନ୍ତି ତ ଏହି 4 ଟି ଭୁଲ କେବେ ବି କରିବେ ନାହିଁ
ଆପଣ ଯଦି କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଭୁଲରେ ବି ମଧ୍ୟ ଏହି କାମ କରନ୍ତୁ ନାହିଁ । ସବୁଠୁ ପ୍ରଥମ କାମ ହେଉଛି ଯେ କାହାକୁ…
Read More » -
ଗଙ୍ଗାଜଳ ଭଳି ପବିତ୍ର ହେଇଥାନ୍ତି ଏହି 5 ନାମର ଝିଅ -Chanakya Niti
ବନ୍ଧୁଗଣ ନମାସ୍କର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତି ସମ୍ପର୍କରେ କହିବାକୁ ଯାଉଛୁ । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଏହି ୩ଟି ନାମ…
Read More » -
ସକାଳୁ ଉଠିବା ମାତ୍ରେ ନିଶ୍ଚୟ କରନ୍ତୁ ଏହି 6 ଟି କାମ, ଭାଗ୍ୟ ଚମକି ଉଠିବ, ସବୁ କାର୍ଯ୍ୟରେ ମିଳିବ ସଫଳତା- Chanakya Niti
ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଏକ ନିତିଗ୍ରନ୍ଥ ଅଟେ । ଏଥିରେ ମନୁଷ୍ୟକୁ ଜୀବନକୁ ସୁଖମୟ ଓ ସଫଳ କରିବା ର ଉପାୟ ବିଷୟରେ ବର୍ଣ୍ଣିତ…
Read More » -
କଣ କଲେ ପିଲା ମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ଏହା ସହିତ ଆହୁରି ପଢନ୍ତୁ ଆଜିର 10 ଟି Anuchinta
୧- ଗାଈ ଖୁରାର ଧୂଳି , ଧାନର ଧୂଳି , ଭଣଜାର ପାଦ ଧୂଳି ଓ ବ୍ରାହ୍ମଣର ପାଦ ଧୂଳି ଘରେ ପଡିଲେ ଶୁଭ ହୋଇଥାଏ ।…
Read More » -
Gk Questions & Answers- କୁହନ୍ତୁ ତାହା କଣ ? ଯାହାର ଆଖି ଅଛି କିନ୍ତୁ ଦେଖିପାରେ ନାହିଁ, କାନ ଅଛି କିନ୍ତୁ ଶୁଣିପାରେ ନାହିଁ, ଗୋଡ ଅଛି କିନ୍ତୁ ଚାଲିପାରେ ନାହିଁ
UPSC ଏକ୍ଜାମ ଦୁନିଆର ସବୁଠୁ କଠିନ ପରୀକ୍ଷା ଲିଷ୍ଟରେ ଆସିଥାଏ ଏହାକୁ ପାସ କରିବା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ହୋଇଥାଏ ଛାତ୍ରମାନେ ଦିନ ରାତି ପରିଶ୍ରମ…
Read More »