IBN ଓଡ଼ିଶା ବ୍ୟୁରୋ
-
ଆଜି ଆମେ ଏକ ରୋଚକ ତଥ୍ୟ ଆପଣଙ୍କୁ କହିବାକୁ ଯାଉଛୁ । ଆମେ ଆପଣଙ୍କୁ କହିବୁ କି, ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନଙ୍କ ପ୍ରେମ, ସ୍ଵଭାବ ଓ କ୍ଯାରିୟର କିପରି ରହିଥାଏ । ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ ଅନେକ କଥା ଜଣା ପଡିଥାଏ । ତେଣୁ ଜ୍ଯୋତିଷ ଅନୁଯାୟୀ S ନାମର ବ୍ୟକ୍ତି ମାନଙ୍କ ବିଷୟରେ ଏହି ଖାସ କଥା ଆମେ ଆପଣଙ୍କୁ କହିବୁ । କହି ରଖୁଛୁ ଯେ S ନାମର ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥାରେ ଏତେ ଧନୀ ଅଟନ୍ତି ଯେ ସାମ୍ନା ବାଲା ସେମାନଙ୍କ ଆଡକୁ ଆକର୍ଷିତ ହୋଇ ଆସିଯାନ୍ତି । ଏହି ଲୋକମାନେ ଜ୍ଞାନ ପାଇଁ ବହୁତ ଭୋକିଲା ଅଟନ୍ତି । ଅର୍ଥାତ ଯେଉଁଠି ଜ୍ଞାନ ମିଳେ ତାକୁ ହାସଲ କରିବାକୁ ଏମାନେ ଚେଷ୍ଟା କରିଥାନ୍ତି । ଏହି ଲୋକଙ୍କ ହୃଦୟ ବହୁତ ସଫା ହୋଇଥାଏ । କିନ୍ତୁ ଅନେକ ସମୟରେ ଏମାନଙ୍କ କ୍ରୋଧ ହିଁ ଅନ୍ୟ ମାନଙ୍କ ସାମ୍ନାରେ ଏମାନଙ୍କୁ ଖରାପ ସାବିତ କରିବାକୁ ବାଧ୍ୟ କରିଥାଏ । ଏହି S ନାମର ଲୋକମାନେ ସତ୍ୟ ଓ ସେମାନଙ୍କ ସିଦ୍ଧାନ୍ତ ଠାରୁ କେବେ ଦୂରେଇ ଯାଆନ୍ତି ନାହିଁ । ଏଥିପାଇଁ ସେମାନେ ଯାହା ସହ ମଧ୍ୟ ଝଗଡା କରିବାକୁ ପ୍ରସ୍ତୁତ ହୋଇଯାନ୍ତି । ଏମିତି ଲୋକମାନେ ସବୁବେଳେ ନିଜକୁ ବଡ ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥାନ୍ତି । ନିଜ ଜୀବନରେ ଏମାନେ ଅତ୍ୟନ୍ତ ହସମୁଖ ଏବଂ ମେଳାପୀ ସ୍ଵଭାବର ହୋଇଥାନ୍ତି । ପାର୍ଟି ଓ ଫଙ୍କସନ ମାନଙ୍କରେ ଏମାନେ ଅତ୍ୟଧିକ ଲାଭ ଉଠାଇଥାନ୍ତି । ଏହି ଲୋକମାନେ ବହୁତ ରଚନାତ୍ମକ ହେବାସହ ଯେକୌଣସି କାର୍ଯ୍ୟକୁ ଅଲଗା ଅନ୍ଦାଜରେ କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ କେବେବି ଭିଡରେ ଚାଲିବାକୁ ଭଲ ପାଆନ୍ତି ନାହିଁ । ନିଜର ଉତ୍ତମ ବୁଝାମଣା ଯୋଗୁଁ ଏମାନେ ଯେକୌଣସି ସମସ୍ଯାକୁ ଦୂର କରିବାରେ ସକ୍ଷମ ହୋଇଥାନ୍ତି । ନିଜର ବ୍ୟକ୍ତିଗତ ଜିନିଷ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଏମାନେ ବିଲକୁଲ ପସନ୍ଦ କରନ୍ତି ନାହିଁ । ଏମିତି ଲୋକମାନେ ପ୍ରେମ ମାମଲାରେ କିନ୍ତୁ ଅଳ୍ପ ଲାଜକୁଳା ହୋଇଥାନ୍ତି । ଏମାନେ ବହୁତ ଭାବିଥାନ୍ତି କିନ୍ତୁ ପ୍ରେମ ମାମଲାରେ ପ୍ରଥମେ ଆଗକୁ ଯାଇ ନଥାନ୍ତି । ଏହି ଲୋକମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ସହ ଅଧିକ ନିବିଡ ମଧ୍ୟ ହୋଇଯାନ୍ତି । ଏମାନେ ବୈବାହିକ ଜୀବନରେ ନିୟନ୍ତ୍ରଣ ନିଜ ହାତରେ ରଖିବାକୁ ଚେଷ୍ଟା କରନ୍ତି । କୌଣସି କାରଣରୁ ଏମାନଙ୍କ ଦାଂପତ୍ଯ ଜୀବନରେ ଅନେକ ଥର ତାଳମେଳ କମ୍ ଦେଖା ଦେଇଥାଏ । ଏହି S ନାମର ମହିଳାମାନେ ନିଜ ବୈବାହିକ ଜୀବନରେ ଅଧିକ ପ୍ରଭାବୀ ରହିବାର ସମ୍ଭାବନା ରହିଥାଏ । ତେଣୁ ଅନେକ ସମୟରେ ବିବାହ ପରେ ଏମାନଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ନାମର ପୁରୁଷଙ୍କ ଜୀବନ ବିବାହ ପରେ ଅତ୍ୟନ୍ତ ସୁଖଦାୟକ ହୋଇ ଯାଇଥାଏ । ଏହି ଲୋକମାନେ ନିଜ ଏକାଗ୍ରତା ଓ ପରିଶ୍ରମରେ ଧନ ସମ୍ପଦ, ମାନ ସମ୍ମାନ ଓ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ।
ନମସ୍କାର ବନ୍ଧୁଗଣ, ନାରୀର ପରିଚୟ ପାଇବା ପାଇଁ ଭଗବାନ ନାରୀକୁ ମାସିକ ଧର୍ମ ପ୍ରଦାନ କରିଛନ୍ତି । ଏହା ତ ସମସ୍ତ ନାରୀଙ୍କୁ ହୋଇଥାଏ ପ୍ରତି ମାସରେ…
Read More » -
ସୁନା ଝୁଲଣାରେ ଝୁଲିବାକୁ ଯାଉଛନ୍ତି ଏହି 6 ରାଶି, ଏମାନଙ୍କ ଭାଗ୍ୟରେ ଏବେ ବର୍ଷା ହେବ ପ୍ରଚୁର ଧନ (Astrology)
ନମସ୍କାର ବନ୍ଧୁଗଣ, ଜୋତିଶ ଶାସ୍ତ୍ର ଅନୁଯାୟୀ ରାଶି ଚକ୍ରରେ ଥିବା ବାର ଗୋଟି ରାଶି ମଣିଷ ଭାଗ୍ୟ ନିରୂପଣ କରିଥାନ୍ତି । ରାଶି ଆଧାରରେ ହିଁ ମଣିଷ…
Read More » -
ଠାକୁର ପୂଜା କରିବା ସମୟରେ କେଉଁ ଜିନିଷ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା
ନମସ୍କାର ବନ୍ଧୁଗଣ, ଭଗବାନ ସଂସାର କର୍ତ୍ତା ଅଟନ୍ତି । ତେଣୁ ସର୍ବ ପ୍ରଥମେ ମଣିଷକୁ ଭଗବାନଙ୍କୁ ପ୍ରସନ୍ନ କରିବା ଆବଶ୍ୟକ । କାରଣ ଭଗବାନଙ୍କ କୃପା ଦ୍ଵାରା…
Read More » -
ମୃତ୍ୟୁ ଆସିବା ପୂର୍ବରୁ ଦେଇଥାଏ ଏହିସବୁ ସ୍ଵତନ୍ତ୍ର ସଙ୍କେତ, କେମିତି ଜାଣିବେ ଆପଣଙ୍କ ମୃତ୍ୟୁ କେବେ ହେବ ? ଭୟଙ୍କର ତଥ୍ୟ !
ନମସ୍କାର ବନ୍ଧୁଗଣ, ଜନ୍ମ ମୃତ୍ୟୁର ସମୟ ଆଜି ପର୍ଯ୍ୟନ୍ତ ମଣିଷ ଜାଣିପାରିଲା ନାହିଁ କାରଣ ଏହା ସୃଷ୍ଟିର ନିୟମ ଅଟେ । ଭଗବାନଙ୍କ ହାତର ଖେଳ ଅଟେ…
Read More » -
ଲକ୍ଷ୍ମୀଛଡା ଦୋଷ କଣ ? ଏହି ଦୋଷ କଣ ପାଇଁ ଲାଗିଥାଏ ଓ ଏହି ଦୋଷ ଲାଗିଲେ କଣ ସବୁ ଅସୁବିଧା ହୁଏ ?
ଧନଧାନ୍ୟ, ଐଶ୍ଵର୍ଯ୍ୟ ଓ ସୌଭାଗ୍ୟର ଦାତ୍ରୀ ହେଉଛନ୍ତି ମାତା ଲକ୍ଷ୍ମୀ । ସେଥିପାଇଁ ଆମେ ମାତା ଲକ୍ଷ୍ମୀଙ୍କ ପୂଜା, ଆରାଧନା ଓ ବ୍ରତ ଉପାସନା ଆଦି ରଖିଥାଉ…
Read More » -
ଖୁବ ଶୀଘ୍ର ହେବ ଗରିବୀର ଅନ୍ତ, ଏହି ଭାଗ୍ୟଶାଳୀ ରାଶି ଉପରେ 33 ବର୍ଷ ପର୍ଯ୍ୟନ୍ତ ଧନ ଲୁଟାଇବେ ଶନିଦେବ
ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ଭାଗ୍ୟ ରାଶି ହିଁ ନିରୂପଣ କରିଥାଏ । କାରଣ ଜନ୍ମ ସମୟର ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତି ଅନୁଯାୟୀ ଗୋଟିଏ ମଣିଷର ରାଶି…
Read More » -
ଏବେ ଆଖିରୁ ଲୁହ ପୋଛିଦିଅ, ମକର ସଂକ୍ରାନ୍ତିରେ ଏହି 3 ରାଶିରେ ହେବାକୁ ଯାଉଛି ପ୍ରଚୁର ଧନ ବର୍ଷା, ଆପଣଙ୍କ ରାଶି ଅଛି କି ?
ନମସ୍କାର ବନ୍ଧୁଗଣ, ଜାନୁୟାରୀ 14 ତାରିଖ ତଥା ଆସନ୍ତା କାଲି ପବିତ୍ର ମକର ସଂକ୍ରାନ୍ତି ସାରା ଭାରତରେ ପାଳନ ହେବାକୁ ଯାଉଛି । ଏହି ମକର ସଂକ୍ରାନ୍ତି…
Read More » -
ଜନ୍ମରୁ ଚମକିଥାଏ ଏମିତି ଲୋକଙ୍କ ଭାଗ୍ୟ, ଏମାନେ ନିଶ୍ଚୟ ବନିଥାନ୍ତି କୋଟିପତି, ଆପଣଙ୍କ ହାତରେ ବି ଅଛି କି ଏହି ରେଖା ?
ନମସ୍କାର ବନ୍ଧୁଗଣ, ଜୀବନର ଗୋଟିଏ ଲକ୍ଷ ହେଉଛି ସୁଖ ଶାନ୍ତିରେ ରହିବା ପାଇଁ ପଇସା ରୋଜଗାର କରିବା । ତେଣୁ ସମସ୍ତେ ବହୁତ କଷ୍ଟ କରିଥାନ୍ତି ପଇସା…
Read More » -
ଏତେ ପଇସା ଆସିବ ଯେ ଗଣି ଗଣି ଥକିଯିବେ, 175 ବର୍ଷ ପରେ ଏହି 6 ରାଶିରେ ରାଜଯୋଗ, ଶୀଘ୍ର ହେବେ କରୋଡ଼ପତି, ଆପଣଙ୍କ ରାଶି ବି ଅଛି ?
ନମସ୍କାର ବନ୍ଧୁଗଣ, ଜଳ ହିଁ ଜୀବନ ହୋଇଥାଏ ଏହା ତ ଆପଣ ମାନେ ସମସ୍ତେ ଜାଣିଥିବେ । କିନ୍ତୁ ଏବେ ସେହି ଜଳ ମଧ୍ୟ ବିନା ପଇସାରେ…
Read More » -
ଆପଣଙ୍କୁ ଅଚାନକ ଧନୀ କରିଦେବ ପାରା, ପାରାଙ୍କୁ ଦାନା ଖାଇବାକୁ ଦେଉଥିଲେ ଜାଣି ରଖନ୍ତୁ ଏହି ମହତ୍ବପୂର୍ଣ୍ଣ କଥା (Vastu Tips)
ଅନ୍ୟ ପକ୍ଷୀଙ୍କ ତୁଳନାରେ ପାରା ଅଧିକ ଶାନ୍ତ ହୋଇଥାଏ । ଆରାମ କରିବା ପାଇଁ ଉଚ୍ଚ ସ୍ଥାନ ସେମାନଙ୍କୁ ବେଶ ପସନ୍ଦ ହୋଇଥାଏ । ପାରା ଘରେ…
Read More »