ମନୋରଞ୍ଜନ
-
ସୁନ୍ଦର ପିଚାଇଙ୍କ ଲାଇଫ ଷ୍ଟାଇଲ, ଏକ ଛୋଟ ପରିବାରରୁ ଆସି ଆଜି ଏତେ କୋଟି ଟଙ୍କାର ମାଲିକ, ଜାଣନ୍ତୁ ତାଙ୍କ ଘରେ କିଏ ସବୁ ଅଛନ୍ତି
ଆମ ସମସ୍ତଙ୍କ ପାଇଁ ସବୁଠୁ ଗର୍ବର କଥା ଏହା ଅଟେ କି ଜଣେ ଭାରତୀୟ ଦୁନିଆର ସବୁଠୁ ବଡ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀ ଗୁଗଲର ସିଇଓ…
Read More » -
ପସନ୍ଦ କରନ୍ତୁ ଗୋଟିଏ ମୁଦି, ଆଉ ଜାଣନ୍ତୁ ଆପଣଙ୍କ ପ୍ରେମ ବିଷୟରେ ଏକ ବଡ ସତ
ବ୍ୟକ୍ତିର ପସନ୍ଦ ନାପସନ୍ଦ ଓ ବିଚାର ତାହାର ସ୍ଵଭାବର ଆଇନା ହୋଇଥାଏ । କୌଣସି ବ୍ୟକ୍ତିକୁ କଣ ପସନ୍ଦ ଓ କଣ ପସନ୍ଦ ନୁହେଁ ଏହା ତାହାର…
Read More » -
ଅନେକ ଦିନରୁ ଦୁନିଆ ଛାଡି ଯାଇ ସାରିଛନ୍ତି Bollywood ର ଏହି ସବୁ ଷ୍ଟାର, ହେଲେ ଆଜିବି ଲୋକେ ଭାବନ୍ତି ଏମାନଙ୍କୁ ଜୀବିତ
ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଅଭିନେତା ଓ ଅଭିନେତ୍ରୀ ଆଜି ଏହି ଦୁନିଆରେ ନାହାନ୍ତି । କିନ୍ତୁ ତାଙ୍କର ଅଭିନୀତ କିରଦାର ଗୁଡିକ ଆଜି ବି ଲୋକମାନଙ୍କ…
Read More » -
“S” Letter ଥିବା ଲୋକମାନଙ୍କର କେମିତି କଟିବ
ବର୍ତ୍ତମାନ ସମୟରେ ସମସ୍ତେ ବାସ୍ତୁ ଶାସ୍ତ୍ରକୁ ବହୁତ ମାନୁଛନ୍ତି । କାରଣ ବାସ୍ତୁ ଶାସ୍ତ୍ର ସାହାର୍ଯ୍ୟରେ ଆପଣ ନିଜ ଜୀବନରେ ସବୁବେଳେ ସକରାତ୍ମକ ଫଳ ପ୍ରାପ୍ତ କରି…
Read More » -
ମା ତାରିଣୀଙ୍କ ଭକ୍ତଙ୍କ ପାଇଁ ଭଗବାନ ସାଜିଲେ ଅଭିନେତା ସବ୍ୟସାଚୀ, କଲେ ଏହି ବଡ଼ କାମ
ଚର୍ଚ୍ଚାରେ ପୁଣିଥରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ପୁଣି ଥରେ ସେ ଏଭଳି କିଛି କାମ କରିଛନ୍ତି ଓଡିଶାବାସୀଙ୍କ ହୃଦୟ ଜିତିଛନ୍ତି । ଓଡ଼ିଶାର କେନ୍ଦୁଝର…
Read More » -
ଏମିତି କେଉଁ ନାମ ଯାହା ଇଂରାଜୀ, ଓଡ଼ିଆ ଓ ଗଣିତ ଏହି 3ଟି ଭାଷାରେ ଲେଖା ଯାଇପାରିବ !
ମଷ୍ଟର ମାଇଣ୍ଡ ପ୍ରଶ୍ନ ଏବଂ ତାର ଉତ୍ତର,ଯାହା ଆପଣଙ୍କ ବହୁତ କାମରେ ଲାଗିବ।ଆଜିକାଲି ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସାଧରଣଜ୍ଞାନ ପ୍ରଶ୍ନ ଆସିବା ସ୍ୱାଭାବିକ। ଆମେ ଆପଣ ମାନଙ୍କ…
Read More » -
ସ୍ୱପ୍ନର ଦୁନିଆ ମଧ୍ୟ ଖୁବ୍ ଅଦ୍ଭୁତ ଅଟେ । ଏଠାରୁ ଆମକୁ ଅଲଗା ଅଲଗା ବିଷୟ ଓ ଅଲଗା ସଙ୍କେତ ଗୁଡ଼ିକର ନିର୍ଦ୍ଦେଶ ମିଳିଥାଏ । ଅନେକ ସମୟରେ ଆମ ଜୀବନରେ କଣ ହାନି ବା କଣ ଲାଭ ହେବାକୁ ଯାଉଛି ସେହି ସମସ୍ତ ବିଷୟ ସ୍ବପ୍ନ ଦ୍ଵାରା ହିଁ ଆମକୁ ଜଣାଇ ଦିଆ ଯାଇଥାଏ । କିନ୍ତୁ ଏହି ବିଷୟରେ ଜ୍ଞାନର ଅଭାବ ଯୋଗୁଁ ତାହା ଆମେ ଜାଣି ପାରି ନ ଥାଉ । ଆମେ ସ୍ୱପ୍ନରେ ଦେଖୁଥିବା ବିଷୟ ଗୁଡ଼ିକ ଆମ ଜୀବନ ସହ କେତେ ଯୋଡ଼ି ହୋଇଥାଏ ଆଜି ଆମେ ସେହି ବିଷୟରେ ଜାଣିବା । ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ୍ ସ୍ପଷ୍ଟ ରୂପରେ ଦେଖା ଦିଅନ୍ତି ଅବା ନିଜକୁ ମନ୍ଦିର ଯାଉଥିବାର କିମ୍ବା ସ୍ୱପ୍ନରେ ମନ୍ଦିର ଦର୍ଶନ କରୁଥିବାର ଦେଖୁଛନ୍ତି ତେବେ ଏହା ଆମର ଜ୍ୟୋତିଷ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଶୁଭ ଅଟେ । ଏହା ଆପଣଙ୍କ ଜୀବନରୁ ଦୁଃଖ ସମସ୍ୟା ଦୂର ହେବାର ସଙ୍କେତ ଅଟେ । ଏହିପରି ସ୍ବପ୍ନ ଦେଖି ସକାଳୁ ଉଠିଲେ ଆପଣଙ୍କୁ ନିଶ୍ଚୟ ମନ୍ଦିର ଯିବା ଉଚିତ୍ ଓ ଭଗବାନ୍ ଙ୍କ ନିକଟରେ ନିଜ ସମସ୍ତ ମନୋସ୍କାମନା ଜଣାଇବା ଉଚିତ୍ । କାରଣ ଏହା ଭଗବାନ୍ ଙ୍କ ଆପଣଙ୍କୁ ତାଙ୍କ ପାଖକୁ ଡାକିବାର ସଙ୍କେତ ଅଟେ । ଭଗବାନଙ୍କର ଶରଣାଗତ ହୋଇ ନିଜ ମନକୁ ସମ୍ପୂର୍ଣ୍ଣ ରୂପେ ତାଙ୍କ ନିକଟରେ ସମର୍ପଣ କରନ୍ତୁ । ମନ୍ଦିରରେ ସ୍ପଷ୍ଟ ରୂପରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥାଏ ଓ ତାଙ୍କ ଆଭା ମଧ୍ୟ ମନ୍ଦିର କ୍ଷେତ୍ରରେ ଚାରିଆଡ଼େ ଆବୋରି ହୋଇ ରହିଥାଏ । ସେଥିପାଇଁ ସେହି ଉର୍ଜା ପ୍ରାପ୍ତ ହେବା ମାତ୍ରେ ଆମର ସମସ୍ତ କାମ ସହଜ ଓ ଶୀଘ୍ର ହୋଇଥାଏ । ଆପଣଙ୍କୁ ସ୍ୱପ୍ନରେ ଭଗବାନଙ୍କ ସ୍ପଷ୍ଟ ଦର୍ଶନ ମିଳିଲେ ସେହିଦିନ ଆପଣଙ୍କୁ ଭଗବାନଙ୍କ ଦର୍ଶନ କରିବା ନିହାତି ଆବଶ୍ୟକ ଅଟେ । ମନ୍ଦିର ଯାଇ ଭଗବାନଙ୍କ ସମ୍ମୁଖରେ ବସି ତାଙ୍କ ସମ୍ବନ୍ଧିତ ମନ୍ତ୍ର ବା ଜପ ଉଚ୍ଚାରଣ କରନ୍ତୁ । ଭକ୍ତିର ସହକାରେ ତାଙ୍କୁ ଧ୍ୟାନ କରନ୍ତୁ ଓ ତାଙ୍କର ପୂଜାର୍ଚ୍ଚନା କରନ୍ତୁ । ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଧ୍ୟାନ ଲଗାଇ ବସି ତାଙ୍କର ଦର୍ଶନ ମଧ୍ୟ କରି ଚାଲନ୍ତୁ । ସବୁବେଳେ ମନ୍ଦିର ଯାଆନ୍ତୁ ଓ ଯେତେ କରି ପାରିବେ ସେତେ ଅଧିକ ଭଗବାନଙ୍କ ଭକ୍ତି କରନ୍ତୁ । ଆପଣଙ୍କ ସମସ୍ତ ଦୁଃଖ, ମନର ବ୍ୟଥା ଓ ସମସ୍ୟା ଭଗବାନଙ୍କୁ ଜଣାନ୍ତୁ । ତଦ୍ୱାରା ସେ ତାହା ଶୀଘ୍ର ଦୂର କରିବେ ଓ ଆପଣଙ୍କ ଜୀବନ କେବଳ ସୁଖ ଶାନ୍ତିରେ ପୂର୍ଣ୍ଣ ହୋଇ ଯିବ । କାରଣ ଏହି ସ୍ୱପ୍ନରେ ଭଗବାନ ମଧ୍ୟ ଏହା ଚାହାନ୍ତି କି ଆପଣ ତାଙ୍କ ସହ ଯୋଡ଼ି ହୋଇ ରୁହନ୍ତୁ ବୋଲି । ଯାହାଦ୍ଵାରା ଆପଣଙ୍କ ସମସ୍ତ ଦୁଃଖ ବ୍ୟଥା ସେ ଶୀଘ୍ର ଦୂର କରିବାକୁ ପାରିବେ ଓ କେବେ ମଧ୍ୟ ଆପଣଙ୍କ ନିକଟରେ ସେହି ଦୁଃଖ ସମସ୍ୟା ଗୁଡ଼ିକୁ ଆସିବାକୁ ମଧ୍ୟ ଦେବେ ନାହିଁ ।
ଯେଉଁ ପ୍ରକାରରେ ଏହି ଦୁନିଆରେ ପ୍ରତେକ ବ୍ୟକ୍ତିଙ୍କ ଗୁଣ ଏବଂ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ ସେହି ପ୍ରକାରରେ ପ୍ରତୀକ ବ୍ୟକ୍ତିଙ୍କ ପସନ୍ଦ ମଧ୍ୟ ଅଲଗା…
Read More » -
ବାଛନ୍ତୁ କୌଣସି 1 ସ୍ଟୋନ ଓ ଜାଣନ୍ତୁ ନିଜର ସମସ୍ୟା ଓ ତା’ର ସମାଧାନ – Personality Test
ଜୋତିଶ ଶାସ୍ତ୍ର ଅନୁସାରେ ଜୀବନରେ ବହୁତ ସମସ୍ୟା ଥାଏ ଓ ତାକୁ ସାମାଧାନ କରୁ କରୁ କରୁ ଜୀବନ ବିତିଯାଏ । ସେଥିପାଇଁ ସେ ତାର ସମସ୍ୟା…
Read More » -
ସମସ୍ତ ଝିଅଙ୍କୁ ବାପଘରକୁ ଛାଡ଼ି ଦିନେ ନା ଦିନେ ଶାଶୁଘରକୁ ଯିବାକୁ ପଡିଥାଏ ଏବଂ କୁହନ୍ତି ଯେ ଏଇଠୁ ସେମାନଙ୍କ ଜୀବନର ଏକ ନୁଆ ଆରମ୍ଭ ହୋଇଥାଏ । ସବୁ ଝିଅ ଚାହାଁନ୍ତି ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏବଂ ଶାଶୁଘରେ ସମସ୍ତେ ଖୁସି ରୁହନ୍ତୁ । ଆଜି ଆମେ ସେହି ୬ଟି ନାମର ଝିଅଙ୍କୁ ବିଷୟରେ କହିବୁ ଯେଉଁ ମାନଙ୍କ ବିଷୟରେ କୁହାଯାଏ ଯେ ଶାଶୁଘର ସମସ୍ତଙ୍କ ମନ କିଣିବାରେ ଗୁରୁ ହୋଇଥାନ୍ତି ଏବଂ ସମସ୍ତଙ୍କୁ ଖୁସି ରଖନ୍ତି । A- ଏ ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି ମାନନ୍ତି ଯେ A-ଏ ନାମର ଝିଅ ହୃଦୟରୁ ବହୁତ ଭଲ ହୋଇଥାନ୍ତି । କୁହାଯାଏ ଯେ ଏମାନଙ୍କ ଯୋଡ଼ି ସ୍ବର୍ଗରୁ ବନି ଆସିଥାଏ । ଏମାନେ ଶାଶୁଘରେ ବହୁତ ଖୁସି ରୁହନ୍ତି ଏବଂ ସମସ୍ତଙ୍କୁ ଭରପୂର ଖୁସିରେ ରଖନ୍ତି । ଏମାନେ ନିଜ କଥା ମନେଇବା ଜାଣନ୍ତି । ନିଜର ସ୍ବଭାବ, ଭଲପାଇବା ଏବଂ ସ୍ନେହରୁ ଏମାନେ ଶାଶୁଘରେ ସମସ୍ତଙ୍କ ହୃଦୟ ଜିତି ପାରନ୍ତି । ଏମାନଙ୍କୁ ଜୀବନସାଥି ବି ଏମିତି ମିଳିଥାଏ ଜିଏ ପ୍ରତ୍ୟେକ ସମୟରେ ସାଙ୍ଗରେ ରୁହନ୍ତି । ଏହି ନାମର ଝିଅ ଶାଶୁଘରେ ସବୁବେଳେ ରାଜ୍ କରନ୍ତି । D- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ D-ଡି ନାମର ଝିଅ ନିଜ ଜୀବନସାଥି ସହିତ ଶାଶୁଘରର ବହୁତ ଯତ୍ନ ନିଅନ୍ତି ଏବଂ ତାଙ୍କୁ ମାନସମ୍ମାନ ମଧ୍ୟ ଦିଏ । ସ୍ବଭାବରୁ ଲାଜକୁଳୀ ହୋଇ ଥିବାରୁ ସମସ୍ତଙ୍କ ପାଇଁ ଏମାନଙ୍କ ପାଖରୁ ଦୟାର ଭାବନା ଦେଖିବାକୁ ମିଳିଥାଏ ଏହା ଛଡ଼ା ଏମାନେ ନିଜ ସ୍ବାମୀ ଏବଂ ଶାଶୁଘରେ ସମସ୍ତଙ୍କୁ ଖୁସିରେ ରଖନ୍ତି । ଏହି କାରଣ ପାଇଁ ଶାଶୁଘରେ ସମସ୍ତେ ଭଲପାଆନ୍ତି । ଏହି ନାମର ଝିଅଙ୍କୁ ଭଲ ପାଉଥିବା ଭଲ ଜୀବନସାଥି ମିଳିଥାଏ । ଏହି କାରଣ ପାଇଁ ଏମାନେ ଦକ୍ଷ ହୋଇଥିବାରୁ ଶାଶୁଘରେ ଏମାନେ ରାଜ୍ କରନ୍ତି । M- ନାମର ଝିଅ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ M-ଏମ୍ ନାମର ଝିଅ ସ୍ବଭାବରୁ ସରଳ ହୋଇଥାନ୍ତି ଏବଂ ଏମାନେ ସବୁ କାମକୁ ଢଙ୍ଗର ସହିତ କରନ୍ତି ସେଥିପାଇଁ ବାହାଘର ପରେ ଶାଶୁଘର ଲୋକଙ୍କ ହୃଦୟ ଜିତିବା ପାଇଁ ଏମାନେ ବହୁତ ନିପୁଣ ଅଟନ୍ତି । ଶାଶୁଘରେ ସମସ୍ତଙ୍କ ଯତ୍ନ ନିଅନ୍ତି ଏବଂ ସତ କହିବାର ଆଦତ୍ ପାଇଁ ଏମାନେ ଶାଶୁଘରେ ବହୁତ ମାନସମ୍ମାନ ପାଆନ୍ତି ଏବଂ ଶାଶୁଘରେ ତାଙ୍କ କଥା ମାନିବାକୁ ଏମାନଙ୍କ ପାଖରେ କ୍ଷମତା ଥାଏ । ଶାଶୁଘରେ ଏମାନେ ବହୁତ ଗେହ୍ଲାରେ ରହି ଥାନ୍ତି ଆଉ ଏମାନଙ୍କ ଇଜ୍ଜତ କୈାଣସି ମହାରାଣୀ ଠାରୁ କମ୍ ହୋଇ ନଥାଏ । S-ନାମର ଝିଅ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କର ନାମ S-ଏସ୍ ରୁ ଆରମ୍ଭ ହୋଇ ଥାଏ ଶାଶୁଘର ଲୋକମାନଙ୍କୁ ସେମାନେ ବହୁତ ଖୁସିରେ ରଖନ୍ତି । ଏହି ନାମର ଝିଅ ମାନଙ୍କର ଆତ୍ମବିଶ୍ବାସ ବହୁ ମାତ୍ରାରେ ଥାଏ ଯେଉଁ କାରଣ ପାଇଁ ଏମାନେ ବହୁତ ଶକ୍ତିଶାଳୀ ରୁହନ୍ତି ଏବଂ ଜଲ୍ଦୀ ଶାଶୁଘର ଲୋକଙ୍କ ହୃଦୟ ଜିତି ଯାଇଥାନ୍ତି । P- ନାମର ଝିଅ । କୁହାଯାଏ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ P-ପି ନାମର ଝିଅ ଶାଶୁଘରେ ମହାରାଣୀଙ୍କ ଭଳି ରହିଥାନ୍ତି । ଏମାନେ ପ୍ରତ୍ୟେକ ପଦକ୍ଷେପରେ ନିଜ ସ୍ବାମୀ ଏବଂ ଶାଶୁଘର ଲୋକଙ୍କୁ ସମ୍ଭାଳିକି ରଖନ୍ତି । ଯେଉଁ ମାନଙ୍କ ଜୀବନରେ P ନାମର ଝିଅ ଆସେ ସେମାନେ ବହୁତ ଭାଗ୍ୟବାନ ବୋଲି ମାନନ୍ତି । ଶାଶୁଘର ଲୋକମାନେ ବି ଏମାନଙ୍କୁ ବହୁତ ଆଦରରେ ରଖନ୍ତି । R ନାମର ଝିଅ । ମାନନ୍ତି ଯେ R-ଆର୍ ଏହି ନାମର ଝିଅ ସମାଜରେ ନିଜର ଗୋଟିଏ ଅଲଗା ପରିଚୟ ବନେଇକି ଚାଲନ୍ତି କିନ୍ତୁ ବାହାଘର ପୁର୍ବରୁ ଏମାନେ ନିଜ ବାପଘର ଏବଂ ସେମାନଙ୍କ ସହ ଜଡ଼ିତ ଲୋକଙ୍କୁ ନେଇ ଚାଲନ୍ତି । ତାଙ୍କର ଏହି ଗୁଣ ଶାଶୁଘର ଲୋକଙ୍କୁ ବହୁତ ପସନ୍ଦ ଆସେ । R ନାମର ଝିଅ ନିଜ ସ୍ବାମୀଙ୍କ ସହିତ ଶାଶୁଘର ଲୋକଙ୍କୁ ବହୁତ ସମ୍ମାନ ମଧ୍ୟ କରନ୍ତି ।
କୁହାଯାଏ ଜୀବନ ଆମକୁ ବହୁତ ଅଲଗା ଅଲଗା ରାସ୍ତାରେ ନେଇଥାଏ । ଏହି ରାସ୍ତା ମଧ୍ୟରୁ ଆମେ ଯେଉଁ ରାସ୍ତା ବଚି ଥାଉ ସେହି ରାସ୍ତା ଆମ…
Read More » -
ପସନ୍ଦ କରନ୍ତୁ ଗୋଟେ ରଙ୍ଗ, ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ
ଆପଣ ଯେଉଁ ୩ ଟି ରଙ୍ଗ ଦେଖୁଛନ୍ତି, ଆପଣ ଏହି ୩ ଟି ରଙ୍ଗ ରୁ ଗୋଟେ ରଙ୍ଗ ଜଲ୍ଦୀ ବାଛନ୍ତୁ । ଆପଣଙ୍କୁ ଯେଉଁ ରଙ୍ଗ…
Read More »