IBN ଓଡିଶା:ଚୌଦ୍ୱାର:- କାନ୍ଥ ସନ୍ଧିରେ ଗଳି ପଡ଼ିଲା ଅଢ଼େଇ ବର୍ଷର ଶିଶୁ କନ୍ୟା ଘଣ୍ଟାଏ କସରତ ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକ।କଥାରେ ଅଛି ରଖେ ହରି…