-
IBN ଓଡ଼ିଶା ଏକ୍ସକ୍ଲୁସିଭ୍
କିସ କରିବାର ବୈଜ୍ଞାନିକ କାରଣ ଏବଂ ଆମେ କାହିଁକି Kiss କରିଥାଉ ?
ଆଜି ଆମେ ଜାଣିବା ଆମେ କିସ କାହିଁକି କରିଥାଉ ଏହା ପଛରେ କଣ କାରଣ ରହିଥାଏ । ଯାହାକୁବୀ ଆପଣ କିସ କରିଲେ ସମସ୍ତେ କହିଥାନ୍ତି ବହୁତ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ଏହି ୪ ଟି ରାଶିର ବ୍ୟକ୍ତି ଭୁଲରେ ବି ପିନ୍ଧନ୍ତୁ ନାହିଁ କଇଁଛ ମୁଦି, ମାଡି ଆସେ ସଙ୍କଟ- Vastu Shastra
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ ପ୍ରାୟତଃ ବ୍ୟକ୍ତି ନିଜର ହାତରେ କଇଁଛ ର ମୁଦି ପିନ୍ଧିଥାନ୍ତି । ଏପରିକି ବିଦେଶ ର ଲୋକମାନେ…
Read More » -
IBN ଓଡ଼ିଶା ବ୍ୟୁରୋ
ଜୀବନକୁ ସ୍ଵର୍ଗ କରି ଦିଅନ୍ତି ଏହି ୩ ଟି ନାମର ଝିଅ, କଣ ଏଥିରେ ଆପଣଙ୍କ ପାର୍ଟନରଙ୍କ ନାମ ଅଛି ?- Jyotish Shastra
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ବିବାହ କଲେ ଜୀବନ ସ୍ଵର୍ଗ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ପ୍ରିୟ ଚୌଧୁରୀ’ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରୀ ସମ୍ବନ୍ଧରେ ବହୁତ ଭଲ ଭାବରେ ଜାଣିଥିବେ । ଏବଂ ଏହି ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ପ୍ରିୟା ଚୌଧୁରୀ’ ଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ । ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଙ୍କୁ ଚଳଚ୍ଚିତ୍ର ରେ ଦେଖିବାକୁ ମିଳୁନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ରିଅଲ ଲାଇଫ ତଥା ତାଙ୍କ ବୈବାହିକ ଜୀବନ, ପରିବାର ଏବଂ ବର୍ତ୍ତମାନ ସମୟରେ ସେ କଣ କରୁଛନ୍ତି ଆଦି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ । You may like Ultimate Brow Guide: Microblading, Microshading, Or Nano Brows? Herbeauty From PR Queen To Poodle: Kim K’s Acting Evolution Brainberries Is She Human Or Horse? The Wild Story Of Ayla Kristine Brainberries Surprising Facts About Shannen Doherty’s Personal Life Herbeauty ବନ୍ଧୁଗଣ ଅଭିନେତ୍ରୀ ପ୍ରିୟା ଚୌଧୁରୀ ପ୍ରଫେସନ ରେ ଜଣେ ଅଭିନେତ୍ରୀ ହେବା ସହିତ ଜଣେ ମଡେଲ ମଧ୍ୟ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ୨୫ ଜୁଲାଇ ୧୯୮୯ ମସିହାରେ ଜନ୍ମ ଲାଭ କରିଥିଲେ । ୨୦୨୦ ମସିହା ସୁଦ୍ଧା ତାଙ୍କ ବୟସ ମାତ୍ର ୩୦ ବର୍ଷ ଅଟେ । ପ୍ରିୟା ଚୌଧୁରୀ ଓଡ଼ିଶାର ଭୁବନେଶ୍ଵର ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ଏକ ହିନ୍ଦୁ ପରିବାର ର ଅଟନ୍ତି । ଟ୍ରାଭେଲିଙ୍ଗ ଏବଂ ଫ୍ୟାସନ ଡିଜାଇନିଂ ପ୍ରିୟା ଙ୍କ ହବି ଅଟେ । More Cool Stuff A Simple Trick To Earn Up To ₹26,000 A Day Passive Income अब मधुमेह से घबराएं नहीं, इस विधि से शुगर लेवल कंट्रोल करें Sugo Plus अर्नब गोस्वामी की सैलरी सुनकर आपके होश उड़ जायेंगे! Brainberries 10 Shortest Actresses Who Conquered Hollywood & Our Hearts Herbeauty ଅଭିନେତ୍ରୀ ପ୍ରିୟା ଚୌଧୁରୀ ନିଜ କ୍ୟାରିଆର ର ଆରମ୍ଭ ୨୦୦୮ ମସିହାରେ ନିଜର ପ୍ରଥମ ଫିଲ୍ମ ‘ଡ୍ରିମ ଗାର୍ଲ’ ରୁ କରିଥିଲେ ଏବଂ ଏହି ଫିଲ୍ମ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଏହାପରେ ତାଙ୍କ ଅଭିନୀତ ୨୦୦୯ ମସିହାରେ ଫିଲ୍ମ ‘ଅଭିମନ୍ୟୁ’ ଏବଂ ୨୦୧୪ ମସିହାରେ ଫିଲ୍ମ ‘ତୋ ବାଟ ଚାହିଁଛି ରାତି ସାରା’ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା । ଏହାଛଡା ତାଙ୍କର ଫିଲ୍ମ ‘ରୁମକୁ ଝୁମାନା’, ‘ଗୁଡ଼ ବଏ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ହିରୋ’, ‘ମେଘ ସବାରୀ ରେ ଆସିବ ଫେରି’, ‘ଦିଲ ତତେ ଦେଇଛି’, ‘ଆଲୋ ମୋର କଣ୍ଢେଇ’ ଆଦି ଚଳଚ୍ଚିତ୍ର ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ପ୍ରିୟା ଙ୍କ ଅଭିନୟ ର ମଧ୍ୟ ପ୍ରଶଂସା କରିଥିଲେ । ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ଉଚ୍ଚତା ହେଉଛି ୫.୬ ଇଂଚ ଏବଂ ଓଜନ ହେଉଛି ୬୦ କେ.ଜି । ବନ୍ଧୁଗଣ ଯଦି ପ୍ରିୟା ଚୌଧୁରୀ ଙ୍କ ପରିବାର ସଦସ୍ୟଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ବାପା ଙ୍କ ନାମ ହେଉଛି ‘ପ୍ରତାପ ଚୌଧୁରୀ’ ଏବଂ ମାଆ ଙ୍କ ନାମ ହେଉଛି ‘ଗୀତାଞ୍ଜଳି ଚୌଧୁରୀ’ । ପ୍ରିୟା ଚୌଧୁରୀ ଉତ୍କଳ ୟୁନିଭର୍ସିଟି ରେ ନିଜର ପାଠପଢା ତଥା ଗ୍ରାଜୁଏସନ କମ୍ପ୍ଲଇଟ କରିଛନ୍ତି ।ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ପ୍ରିୟା ଚୌଧୁରୀ ବିବାହ ମଧ୍ୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ପ୍ରିୟା ଙ୍କ ଜଣେ ଛୋଟ ପୁଅ ସନ୍ତାନ ମଧ୍ୟ ଅଛନ୍ତି ।
ଭାରତରେ ବହୁତ ପ୍ରକାର ରୀତିନୀତିର ପ୍ରଚଳନ ରହିଛି । ହିନ୍ଦୁ ଧର୍ମରେ ବିବାହକୁ ବହୁତ ମହତ୍ଵ ପୂର୍ଣ ମନାଯାଇଛି । ଶେଥି ପାଇଁ ଯେବେବି କାହାର ବିବାହ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
1 ଏପ୍ରିଲ 2021 ଗୁରୁବାର, ଆଜିର ରାଶିଫଳ- ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୩ଟି ରାଶି ଉପରେ
୧ – ମେଷ ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ…
Read More » -
IBN ଓଡ଼ିଶା ବ୍ୟୁରୋ
ସ୍ୱୟଂ ମାତା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ବି ଏହି ସମୟରେ ଘରେ ଲଗେଇଥାଏ ଝାଡୁ, ତା’ର ଘରକୁ ଧନ ଦୌଲତ ରେ ଭରି ଦିଅନ୍ତି ମା’ ଲକ୍ଷ୍ମୀ- Vastu Shastra
ନମସ୍କାର ବନ୍ଧୁଗଣ ନିତ୍ୟ ଦିନ ଜୀବନରେ ଜଣାତରେ କିମ୍ବା ଅଜାଣତରେ ଆମ ଦ୍ୱାରା କିଛି ଏହି ପରି ଭୁଲ ହୋଇ ଯାଏ କି ଯାହାର ପ୍ରଭାବ ଆମ…
Read More » -
IBN ଓଡ଼ିଶା ଏକ୍ସକ୍ଲୁସିଭ୍
Jyotish Shastra- ମିଠା ବାଣ୍ଟିବା ପାଇଁ ରେଡି ହେଇ ଯାଆନ୍ତୁ, ଆଜି ରାତି ଠାରୁ ଏହି ରାଶି ଉପରେ ଧନ ବର୍ଷା କରିବେ ମହାଦେବ
ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମାଜ ରେ ରାଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ…
Read More » -
ମନୋରଞ୍ଜନ
ଓଲିଉଡ ଅଭିନେତ୍ରୀ Priya Choudhury ଙ୍କ ରିଅଲ ଲାଇଫ Family & Biography
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ପ୍ରିୟ ଚୌଧୁରୀ’ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ କହିବୁ ।…
Read More » -
ମନୋରଞ୍ଜନ
କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ୪ ଟି ନାମର ଝିଅ- Jyotish Shastra
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ମହିଳା ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅନ୍ୟ ତୁଳନାରେ ଅଧିକ ସୌଭାଗ୍ୟଶାଳୀ…
Read More » -
ମନୋରଞ୍ଜନ
Odia Jokes- ଅଧ ରାତିରେ ବେଡରୁମର ଟେଲିଫୋନ ବାଜିଲା, ସ୍ଵାମୀ (ସ୍ତ୍ରୀ କୁ )- କେହି ମୋ ବିଷୟରେ ପଚାରିଲେ କହିଦେବୁ ମୁଁ ଘରେ ନାହିଁ ! ସ୍ତ୍ରୀ (ଫୋନ ଉଠାଇ)- ମୋ ସ୍ଵାମୀ ଘରେ ହିଁ ଅଛନ୍ତି…
ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ…
Read More »