ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ପ୍ରିୟ ଚୌଧୁରୀ’ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରୀ ସମ୍ବନ୍ଧରେ ବହୁତ ଭଲ ଭାବରେ ଜାଣିଥିବେ । ଏବଂ ଏହି ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ପ୍ରିୟା ଚୌଧୁରୀ’ ଙ୍କୁ ମଧ୍ୟ ଆପଣ ମାନେ ଜାଣିଥିବେ । ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଙ୍କୁ ଚଳଚ୍ଚିତ୍ର ରେ ଦେଖିବାକୁ ମିଳୁନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ରିଅଲ ଲାଇଫ ତଥା ତାଙ୍କ ବୈବାହିକ ଜୀବନ, ପରିବାର ଏବଂ ବର୍ତ୍ତମାନ ସମୟରେ ସେ କଣ କରୁଛନ୍ତି ଆଦି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ । You may like Ultimate Brow Guide: Microblading, Microshading, Or Nano Brows? Herbeauty From PR Queen To Poodle: Kim K’s Acting Evolution Brainberries Is She Human Or Horse? The Wild Story Of Ayla Kristine Brainberries Surprising Facts About Shannen Doherty’s Personal Life Herbeauty ବନ୍ଧୁଗଣ ଅଭିନେତ୍ରୀ ପ୍ରିୟା ଚୌଧୁରୀ ପ୍ରଫେସନ ରେ ଜଣେ ଅଭିନେତ୍ରୀ ହେବା ସହିତ ଜଣେ ମଡେଲ ମଧ୍ୟ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ୨୫ ଜୁଲାଇ ୧୯୮୯ ମସିହାରେ ଜନ୍ମ ଲାଭ କରିଥିଲେ । ୨୦୨୦ ମସିହା ସୁଦ୍ଧା ତାଙ୍କ ବୟସ ମାତ୍ର ୩୦ ବର୍ଷ ଅଟେ । ପ୍ରିୟା ଚୌଧୁରୀ ଓଡ଼ିଶାର ଭୁବନେଶ୍ଵର ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ଏକ ହିନ୍ଦୁ ପରିବାର ର ଅଟନ୍ତି । ଟ୍ରାଭେଲିଙ୍ଗ ଏବଂ ଫ୍ୟାସନ ଡିଜାଇନିଂ ପ୍ରିୟା ଙ୍କ ହବି ଅଟେ । More Cool Stuff A Simple Trick To Earn Up To ₹26,000 A Day Passive Income अब मधुमेह से घबराएं नहीं, इस विधि से शुगर लेवल कंट्रोल करें Sugo Plus अर्नब गोस्वामी की सैलरी सुनकर आपके होश उड़ जायेंगे! Brainberries 10 Shortest Actresses Who Conquered Hollywood & Our Hearts Herbeauty ଅଭିନେତ୍ରୀ ପ୍ରିୟା ଚୌଧୁରୀ ନିଜ କ୍ୟାରିଆର ର ଆରମ୍ଭ ୨୦୦୮ ମସିହାରେ ନିଜର ପ୍ରଥମ ଫିଲ୍ମ ‘ଡ୍ରିମ ଗାର୍ଲ’ ରୁ କରିଥିଲେ ଏବଂ ଏହି ଫିଲ୍ମ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଏହାପରେ ତାଙ୍କ ଅଭିନୀତ ୨୦୦୯ ମସିହାରେ ଫିଲ୍ମ ‘ଅଭିମନ୍ୟୁ’ ଏବଂ ୨୦୧୪ ମସିହାରେ ଫିଲ୍ମ ‘ତୋ ବାଟ ଚାହିଁଛି ରାତି ସାରା’ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା । ଏହାଛଡା ତାଙ୍କର ଫିଲ୍ମ ‘ରୁମକୁ ଝୁମାନା’, ‘ଗୁଡ଼ ବଏ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ହିରୋ’, ‘ମେଘ ସବାରୀ ରେ ଆସିବ ଫେରି’, ‘ଦିଲ ତତେ ଦେଇଛି’, ‘ଆଲୋ ମୋର କଣ୍ଢେଇ’ ଆଦି ଚଳଚ୍ଚିତ୍ର ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ପ୍ରିୟା ଙ୍କ ଅଭିନୟ ର ମଧ୍ୟ ପ୍ରଶଂସା କରିଥିଲେ । ଅଭିନେତ୍ରୀ ପ୍ରିୟା ଚୌଧୁରୀ ଙ୍କ ଉଚ୍ଚତା ହେଉଛି ୫.୬ ଇଂଚ ଏବଂ ଓଜନ ହେଉଛି ୬୦ କେ.ଜି । ବନ୍ଧୁଗଣ ଯଦି ପ୍ରିୟା ଚୌଧୁରୀ ଙ୍କ ପରିବାର ସଦସ୍ୟଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ବାପା ଙ୍କ ନାମ ହେଉଛି ‘ପ୍ରତାପ ଚୌଧୁରୀ’ ଏବଂ ମାଆ ଙ୍କ ନାମ ହେଉଛି ‘ଗୀତାଞ୍ଜଳି ଚୌଧୁରୀ’ । ପ୍ରିୟା ଚୌଧୁରୀ ଉତ୍କଳ ୟୁନିଭର୍ସିଟି ରେ ନିଜର ପାଠପଢା ତଥା ଗ୍ରାଜୁଏସନ କମ୍ପ୍ଲଇଟ କରିଛନ୍ତି ।ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ପ୍ରିୟା ଚୌଧୁରୀ ବିବାହ ମଧ୍ୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ପ୍ରିୟା ଙ୍କ ଜଣେ ଛୋଟ ପୁଅ ସନ୍ତାନ ମଧ୍ୟ ଅଛନ୍ତି ।

ଭାରତରେ ବହୁତ ପ୍ରକାର ରୀତିନୀତିର ପ୍ରଚଳନ ରହିଛି । ହିନ୍ଦୁ ଧର୍ମରେ ବିବାହକୁ ବହୁତ ମହତ୍ଵ ପୂର୍ଣ ମନାଯାଇଛି । ଶେଥି ପାଇଁ ଯେବେବି କାହାର ବିବାହ ହୋଇଥାଏ ତା ପୂର୍ବରୁ ବହୁତ ଜିନିଷକୁ ଧ୍ୟାନରେ ରଖାଯାଏ ।
ବିବାହ ସମୟରେ ଶୁଭ ମୁହୂର୍ତର ଧ୍ୟାନ ରଖୀ ବିଧି ବିଧାନ ସହିତ ବିବାହକୁ ସମ୍ପର୍ଣ୍ଣ କରାଯାଇଥାଏ । ବିବାହ ସମୟରେ ସିନ୍ଧୁର, ମଙ୍ଗଳସୂତ୍ର ଓ ଗୋଡ ମୁଦିର ବହୁତ ମହତ୍ଵ ରହିଥାଏ । ସବୁ ଜିନିଷ ଶୁହାଗର ନିଶାନି ହୋଇଥାଏ । ମାନ୍ୟତା ଅନୁସାରେ ସିନ୍ଦୁର ନ ଲଗାଇବା ଅଶୁଭ ହୋଇଥାଏ । ଏହା ସ୍ଵାମୀର ନିଜ ଖୁସି ସହିତ ଜଡିତ ରହିଛି । କୁହାଯାଏକି ଏହି ସିନ୍ଦୁର ସ୍ବାମୀଙ୍କୁ ସଙ୍କଟରୁ ଉଧାର କରିଥାଏ । ଯେଉଁ ମହିଳା ସିନ୍ଦୁରକୁ କେସ ଭିତରେ ଲୁଚାଇକି ରଖିଥାଏ ତାର ସ୍ଵାମୀ ସମାଜରେ ଲୁଚି ଯାଇଥାଏ ।
ମଥାରେ ସିନ୍ଦୁର ଲଗାଇବା ସମୟରେ କଣ ସାବଧାନ ରହିବା ଉଚିତ :- ଶାସ୍ତ୍ରରେ କୁହାଯାଇଚିକି କୌଣସି ବିବାହିତ ସ୍ତ୍ରୀ କୁ ସିନ୍ଦୁର ନିଜ ମଥାର ମଝିରେ ଲଗାଇବା ଉଚିତ ଏମିତି କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ କୌଣସି ଭୟ ରହିନଥାଏ । ସେହି ମହିଳା ଯିଏ ନିଜ ମଥାର ମଝିବାଲା ଭାଗକୁ ଛାଡି ତାର ପାଖରେ ସିନ୍ଦୁର ଲଗାଇଅଥାଏତ ତାର ସ୍ଵାମୀ ସହିତ ଦୂରତା ବଢିଥାଏ ଓ ଦୁଇଜଣଙ୍କ ଭିତରେ ସବୁବେଳେ ବିବାଦ ଭଳି ସ୍ଥିତି ବନିଥାଏ । ଗାଧୋଇ ସାରିବା ପରେ ସର୍ବ ପ୍ରଥମେ ଆପଣ ପୂଜା ଘରକୁ ଯାଇଥାନ୍ତି ।
ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲଗାଇକି ଯାନ୍ତୁ। ଯଦି ଭୁଲି ଯାଇଛନ୍ତି ଠାକୁର ଘରେ ମାଆକୁ ଯେଉଁ ସିନ୍ଦୁର ଲଗାଇଥାନ୍ତି ସେହି ସିନ୍ଦୁର ମଧ୍ୟ ଲଗାଇ ପାରିବେ । ପୂଜା ଘରେ ସିନ୍ଦୁର ଲଗାଇବା ପାଇଁ ଗୋଟେ ଅଲଗା ସିନ୍ଦୁର ଡବା ରଖନ୍ତୁ ଓ ମା ପାଇଁ ଆଲଗ ସିନ୍ଦୁର ଡବା କରନ୍ତୁ । ସିନ୍ଦୁର ତିନିଥର ନେଇ ମଥାରେ ଭରିବା ଆବଶ୍ୟକ ହୋଇଥାଏ । ପିରିଅଡରେ ସିନ୍ଦୁର ବିଲକୁଲ ଲଗାଇଆବ ଉଚିତ ନୁହେଁ, ଯଦି ଅଧିକ ଗୁରୁତ୍ଵ ପୂର୍ଣ ରହିଛି ଓ ପାର୍ଟି ବା ଫଙ୍କଶନରେ ଯିବାର ଅଛି ତେବେ ଯାଇ ଲଗାଇ ପାରିବେ । ଆଉ ସିନ୍ଦୁର ଡବା ଅଲଗା କରିବେ ତାକୁ ଖାଲି ପିରିଅଡ ସମୟରେ ହିଁ ଲଗାଇବେ ।
ସ୍ଵାମୀଙ୍କ ହାତରୁ ଦେଲି ସିନ୍ଦୁର ଲଗାଇବା ଉଚିତ ନୁହେଁ କେବଳ ବିବାହ ସମୟରେ ହିଁ ଥରେ ସ୍ବାମୀଙ୍କ ହାତରୁ ସିନ୍ଦୁର ଲଗାଯାଇଥାଏ । ସିନ୍ଦୁରକୁ ବହୁତ ଯତ୍ନର ସହିତ ରଖିବା ଆବଶ୍ୟକ ତାକୁ ଇଆଡେ ସିଆଡେ ରଖିବା ଠିକ ନୁହେଁ । କାରଣ କେଉଁଠି ପଡିବାର ଆଶଙ୍କା ଥାଏ । ସିନ୍ଦୁର ଏମିତି ଡବାରେ ରଖିବା ଉଚିତ ଯଦି ତଳେ ପଡିଯାଏ ଯେମିତି ନଭାଙ୍ଗେ । ଯଦି ଭୁଲରେବି ସିନ୍ଦୁର ତଳେ ପଡିଯାଏ ତାକୁ ଭୁଲରେ ମଧ୍ୟ ଗୋଡ ଲଗାଇବେ ନହିଁ ।
ତାକୁ ଜଲ୍ଦି ଉଠାଇଦେବେ ଯଦି ଅଧିକ ଚାରିଆଡେ ଛିଟିକି ପଡିଛି ତେବେ ସଫା କପଡାରେ ପୋଛିଦେବେ । ସିନ୍ଦୁରକୁ କାଠ ଫରୁଆରେ ନହେଲେ ପିତଳ ସିନ୍ଦୁର ଫରୁଆରେ ରଖିପାରିବେ । ତାକୁ କେବେବି କାଚ କି ରୂପାର ସିନ୍ଦୁର ଫରୁଆରେ ରଖିବା ଉଚିତ ହୋଇନଥାଏ । ସିନ୍ଦୁର ଲଗାଇଲ ବେଳେ ମୁଣ୍ଡରେ ଓଢଣା ଦେଇ ସିନ୍ଦୁର ଲଗାଇବେ ଆଉ ପୂର୍ବ ଦିଗ ଆଡକୁ ମୁହଁ କରିକି ଲଗାଇବେ । କେବେବି ଦକ୍ଷିଣ ଦିଗ ଆଡକୁ ମୁହଁ କରି ସିନ୍ଦୁର ଲଗାଇବା ଉଚିତ ନୁହେଁ ।