ରାଜ୍ୟ
-
ଜାମଦା ଆଂଚଳିକ ଡିଗ୍ରି କଲେଜ୍ରେ ୬୫ ୟୁନିଟ୍ ରକ୍ତ ସଂଗୃହୀତ
ରାଇରଙ୍ଗପୁର/ଜାମଦା: ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ଜାମଦା ଆଂଚଳିକ(ଡିଗ୍ରି) ମହାବିଦ୍ୟାଳୟ, ଏନଏସ୍ଏସ, ରେଡକ୍ରସ୍ ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…
Read More » -
ନାକେଦମ୍ କରୁଛି ଜୀନତ୍: ବୁଦୱାନ୍ ଜଙ୍ଗଲରେ ବୁଲୁଛି, ନେକ୍ କଲାର୍ରୁ ଟ୍ରାକ୍ କରିହେଉନି
ବାରିପଦା: ଶିମିଳିପାଳରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ପଳାଇଥିବା ବାଘୁଣୀ ଜୀନତ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ନାକେଦମ୍ ହେଲେଣି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ। ୧୯ ତାରିଖରେ…
Read More » -
ଧାନ ସବୁ ବିଲରେ ଗଲା: ଛାଣିଲେ ପାଳ ମିଳୁଛି
ବ୍ରହ୍ମପୁର/ଭୁବନେଶ୍ବର: ଚାଷୀଙ୍କ ବର୍ଷକର ଆହାର ଛଡ଼ାଇ ନେଇଛି ଅଦିନିଆ ବର୍ଷା। ଲଗାତାର ୩୬ଘଣ୍ଟା ଧରି ବର୍ଷା ପରେ ଚାଷୀ ଏବେ ପାଣିଭର୍ତ୍ତି ବିଲରୁ ଧାନ ସାଉଁଟିବାରେ ଲାଗିଛି।…
Read More » -
କୋମାରେ ‘ଡାହାଣୀ ନିରୋଧ’ ଆଇନ: ମାମଲା ସଂଖ୍ୟା ବଢ଼ୁଛି, ୫ବର୍ଷରେ ଗଡ଼ିଲାଣି ୪୪ ମୁଣ୍ଡ
କ୍ଷିତୀଶ ରାୟ ଭୁବନେଶ୍ବର: ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଆଜି ବି ଓଡ଼ିଶାରେ ‘ଡାହାଣୀ’ ନାମକ ଅନ୍ଧବିଶ୍ବାସ ଦୂର ହୋଇନି। କୌଣସି ନା କୌଣସି କାରଣ ପାଇଁ…
Read More » -
ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି
ଭୁବନେଶ୍ୱର: ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରୁଛି ଓ ସେମାନଙ୍କ ସାମର୍ଥ୍ୟକୁ ଉଜାଗର କରୁଛି। ଭାରତର ଯୁବ ପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଓ ସବୁ କ୍ଷେତ୍ରରେ…
Read More » -
ଭିତରକାଠ ଦର୍ଶନ ବନ୍ଦ ହେବନି: ପରୀକ୍ଷାମୂଳକ ଧାଡ଼ିଦର୍ଶନ ସଫଳ ହେଲେ ନୂଆବର୍ଷରୁ କାର୍ଯ୍ୟକାରୀ ହେବ: ମୁଖ୍ୟ ପ୍ରଶାସକ
ପୁରୀ: ନୂଆବର୍ଷରେ ଅଧିକ ଭିଡ଼ ହେବ। ତେଣୁ ୨୮ ଓ ୨୯ ତାରିଖରୁ ପରୀକ୍ଷାମୂଳକ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯିବ। ଯଦି ତାହା ସଫଳ ହୁଏ, ନୂଆବର୍ଷରୁ ଲାଗୁ…
Read More » -
ପାଟଣାଗଡ଼ ପାର୍ସଲବୋମା ଘଟଣା: ଅରୁଣ ବୋଥ୍ରା ସାକ୍ଷୀ ଦେଲେ
ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସୋମବାର ସ୍ଥାନୀୟ ଏଡିଜେଙ୍କ ଅଦାଲତରେ ୬୦ତମ ସାକ୍ଷୀ ଭାବେ ଆଇଜି (କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ…
Read More » -
ଲାଞ୍ଚ ନେଇ ଧରାପଡ଼ିଲେ ଯୋଗାଣ ନିରୀକ୍ଷକ
କୋରାପୁଟ: ଦରମା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦଶମନ୍ତପୁର ବ୍ଲକ୍ ଯୋଗାଣ ନିରୀକ୍ଷକ ମମତା ବେହେରା। କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ…
Read More » -
ଦୁର୍ଦ୍ଦାନ୍ତ ମାଓନେତା ପ୍ରଭାକର ଗିରଫ, ବଖାଣିଲା ମାଓ ସଂଗଠନର ଭିତିରି କଥା
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ନକ୍ସଲ ହିଂସା ଥମୁନଥିବା ବେଳେ ପୁଲିସକୁ ମାଓ ଦମନରେ ସଫଳତା ମିଳିବାରେ ଲାଗିଛି। ଲଗାତାର ଅପରେସନରେ ମାଓବାଦୀଙ୍କୁ ନିହତ କରୁଥିବା…
Read More » -
ଲୋଇସିଂହାରେ ବୃଦ୍ଧଙ୍କୁ ଆକ୍ରମଣ, ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ
ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତୀୟ ରାଜପଥ-୨୬ରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୁଇଜଣ ଦୁର୍ବୃତ୍ତ…
Read More »