ରାଜ୍ୟ
-
ପ୍ରଭାବିତ ହେବ ଆଳୁ ଉତ୍ପାଦନ: ତାପମାତ୍ରା ସ୍ବାଭାବିକଠାରୁ ଅଧିକ
ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ବିଳମ୍ବିତ ଶୀତ, ଦିନ ଓ ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ହେତୁ ଓଡ଼ିଶାରେ ଆଳୁ ଚାଷ ପ୍ରଭାବିତ ହେବାକୁ ଯାଉଛି।…
Read More » -
ଦେଢ଼ବର୍ଷ ହେଲା ଜରି ଭିତରେ ବରପୁତ୍ର: ରାସ୍ତା ପାର୍ଶ୍ବରେ ପଡ଼ିଛି ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି
କଟକ: ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ବିଶିଷ୍ଟ ସାରସ୍ବତ ସାଧକ ତଥା ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଅବଦାନ ଚିରସ୍ମରଣୀୟ। କଟକ ମାଟିରୁ ସେ ସାହିତ୍ୟ…
Read More » -
କଳାତାଲିକାଭୁକ୍ତ କମ୍ପାନିକୁ ୩ଶହ କୋଟିର କାମ: ଅଣ୍ଡା ମାଡ଼, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋରେ ନିଆଁ
ଭୁବନେଶ୍ବର: କଳା ତାଲିକାଭୁକ୍ତ ୱାପ୍କସ କମ୍ପାନିକୁ ଜନଜାତି ଐତିହ୍ୟ ଓ ସ୍ବାଭିମାନ ଭବନ, ଜନଜାତି ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଆଶ୍ରୟ ସ୍କୁଲର ପାହ୍ୟା ବୃଦ୍ଧି ପାଇଁ…
Read More » -
ଯୋଗାଯୋଗ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ:ଧର୍ମେନ୍ଦ୍ର
ଭୁବନେଶ୍ୱର: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀଭିତ୍ତିକ ପାଠ୍ୟଖସଡ଼ା ତଥା ଯୋଗାଯୋଗ କ୍ଷେତ୍ରରେ ସହାୟକ ଲକ୍ଷ୍ୟରେ ପିଏମ୍ ଇ-ବିଦ୍ୟା ଡିଟିଏଚ୍ ୨୪ ଘଣ୍ଟିଆ ଚ୍ୟାନେଲ…
Read More » -
ଦାଦନ ରୋକିପାରୁନି ମନରେଗା: ଶ୍ରମିକଙ୍କ ୮ କୋଟିର ପାଉଣା ବକେୟା
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦାଦନ ରୋକିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ ସରକାରୀ ଯୋଜନାର ସୁଫଳ ଲୋକଙ୍କୁ ମିଳି ପାରୁନଥିବାରୁ ଦାଦନ ସମସ୍ୟା ହ୍ରାସ…
Read More » -
ଆଜିଠାରୁ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ
ଭୁବନେଶ୍ୱର: ଆସନ୍ତାକାଲି (ଶୁକ୍ରବାର)ଠାରୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଆରମ୍ଭ ହେବ। ସନ୍ଧ୍ୟାରେ ଏହାକୁ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିବେ।…
Read More » -
ଘରୋଇ ବିଦ୍ୟାଳୟରେ ଯୌନ ନିର୍ଯାତନା: ଅନ୍ଧାର ହେଲେ ହଷ୍ଟେଲରେ ପଶୁଥିଲେ ଅଭିଯୁକ୍ତ
ଖଣ୍ଡଗିରି: ରାତି ସାଢ଼େ ୯ଟା ବାଜିଲେ ହଷ୍ଟେଲ ଲାଇଟ୍ ବନ୍ଦ ହୋଇଯାଏ। ଛାତ୍ରମାନେ ଓ କର୍ମଚାରୀମାନେ ନିଜ ନିଜ କୋଠରୀକୁ ଶୋଇବାକୁ ଚାଲିଯାଆନ୍ତି। ଆଉ ଏହାର ସୁଯୋଗ…
Read More » -
ନ୍ୟାୟିକ ଅଦାଲତ ପରିସରକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି: ‘ବିଳମ୍ବିତ ନ୍ୟାୟ, ଅନ୍ୟାୟ ସହିତ ସମାନ
ଭୁବନେଶ୍ବର: ବିଳମ୍ବିତ ନ୍ୟାୟ, ଅନ୍ୟାୟ ସହିତ ସମାନ। ବିଚାର ପ୍ରକ୍ରିୟା ବିଳମ୍ବ ସଂସ୍କୃତି ଯୋଗୁଁ ଗରିବମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ବାରମ୍ବାର ଅଦାଲତକୁ ଆସିବା ପାଇଁ…
Read More » -
ପୁଲିସକୁ ଡର ନାହିଁ; ପୁଣି ଆପାର୍ଟମେଣ୍ଟ୍ରେ ପଶିଲେ, ଏଥର ହଂସପାଳ ପାଳି
ଭୁବନେଶ୍ବର/ବାଲିଅନ୍ତା ବଜାର: ରାଜଧାନୀ ଉପକଣ୍ଠରେ ସିନ୍ଧିଚୋରଙ୍କ ଉତ୍ପାତ ଜାରି ରହିଛି। ଟିଭି ସିରିୟଲ୍ ଭଳି ଗୋଟିଏ ପରେ ଗୋଟିଏ ଏପିସୋଡ୍ ଚଳାଇଛନ୍ତି ସିନ୍ଧିଚୋର। ସହରର ପୂର୍ବ ପଟେ…
Read More » -
୧୦ରୁ ଥଣ୍ଡା ବଢ଼ିବ
ଭୁବନେଶ୍ବର: ଆସନ୍ତା ୭ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ପଶ୍ଚିମ ହିମାଳୟ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ-ଭାରତର ସଂଲଗ୍ନ ସମତଳ ଅଞ୍ଚଳରେ ୮…
Read More »