ରାଜନୀତି
-
ଆଜି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୈାହାନ – Ibnodisha
[ad_1] ଜଗତସିଂହପୁର : ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ । ଶ୍ରୀ ଚୈାହାନ…
Read More » -
ବେକାରୀ ଓ ଅନ୍ୟାନ୍ୟ ସମସ୍ୟା ପ୍ରସଙ୍ଗରେ ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ – Ibnodisha
[ad_1] ଭୁବନେଶ୍ୱର – ଆଜି ପ୍ରଦେଶ ଯୁବ କଂଗ୍ରେସ ଭୁବନେଶ୍ୱର ଠାରେ ପ୍ରଦେଶ ଯୁବକ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ…
Read More » -
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏମିତି କହିଲେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟର – Ibnodisha
[ad_1] ଲାହୋର: ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟର । ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଯେତିକି…
Read More » -
ଆସ୍ଥା ଜିତିଲେ ନୀତୀଶ ସରକାର – Ibnodisha
[ad_1] ବିହାର : ଆସ୍ଥା ଭୋଟ ଜିତିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶଙ୍କ ସପକ୍ଷରେ ପଡିଲା ୧୨୯ ଖଣ୍ଡ ଭୋଟ । ପ୍ରାୟ ୫…
Read More » -
ଇସ୍ତଫା ଦେଲେ ବିହାର ବିଧାନସଭାର ବାଚସ୍ପତି – Ibnodisha
[ad_1] ବିହାର : ଅନାସ୍ଥା ପ୍ରସ୍ତାବରେ ହଟିଲେ ବିହାର ବିଧାନସଭା ବାଚସ୍ପତି ଅବଧ ଚୌଧୁରୀ । ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ତାଙ୍କୁ…
Read More » -
ବିଜେପି ସରକାର ବିମୁଦ୍ରୀକରଣ କରିଥିଲେ ଏବଂ ପରେ ଜିଏସଟି ମଧ୍ୟ ଲାଗୁ କଲେ : ରାହୁଲ ଗାନ୍ଧୀ – Ibnodisha
[ad_1] ରାୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଆଜି ଛତିଶଗଡର କୋରବାରୁ ଆରମ୍ଭ ହୋଇଛି । ଏହି ଯାତ୍ରା ବିହାର, ଝାଡ଼ଖଣ୍ଡ ଏବଂ ଓଡିଶା…
Read More » -
କାଲି ଶିବରୋଜ ସିଂ ଚୌହାନ, ୧୫ରେ ଓଡିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ : ମନମୋହନ ସାମଲ – Ibnodisha
[ad_1] ଭୁବନେଶ୍ୱର: ଏବେ ଓଡ଼ିଶାର ଚାରିଆଡେ଼ ନିର୍ବାଚନୀ ମାହୋଲ । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ କିନ୍ତୁ ନିଜର ପ୍ରସ୍ତୁତିକୁ ଜୋରଦାର କରିବାରେ…
Read More » -
ଆଜି ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା – Ibnodisha
[ad_1] ନୂଆଦିଲ୍ଲୀ: ଆରଜେଡି ଛାଡି ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଆଜି ଆସ୍ଥା ଭୋଟର ସାମ୍ନା କରିବେ। ଆସ୍ଥା ଭୋଟରେ ବିଜୟୀ ହେଲେ ବିଦ୍ଧିବଦ୍ଧ ଭାବେ…
Read More » -
କଂଗ୍ରେସ ଟିକେଟ୍ ପାଇଁ ବଢ଼ୁଛି ଆଶାୟୀଙ୍କ ସଂଖ୍ୟା – Ibnodisha
[ad_1] ଗଣତାନ୍ତ୍ରିକ ପଦ୍ଧତିରେ ଟିକେଟ ବଂଟନରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରଗମନକୁ ଆପଣାଇଛି କଂଗ୍ରେସଭୁବନେଶ୍ୱର : ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ…
Read More » -
କଂଗ୍ରେସର ହାତ ଧରିଲେ ଅଭିନେତା ମନୋଜ ମିଶ୍ର – Ibnodisha
[ad_1] ଭୁବନେଶ୍ୱର, : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା, ପ୍ରଯୋଜକ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ଚେହେରା ମନୋଜ ମିଶ୍ର ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ…
Read More »