IBN ଓଡ଼ିଶା ଏକ୍ସକ୍ଲୁସିଭ୍

୫୬ ବର୍ଷ ପରେ ସାମନାକୁ ଆସିଲା ତାମ୍ବେ ନଦୀର ପ୍ରଥମ ଫୋଟୋ, ଏଠି ଦେଖନ୍ତୁ କେମିତି ଲୁଚି ରହିଛ ଏଥିରେ ଖଜାନା

କହିବାକୁ ଗଲେ ଦୁନିଆରେ ଏମିତି ବହୁତ ରହସ୍ୟମୟ ଜିନିଷ ଅଛି, କିନ୍ତୁ ବର୍ତ୍ତମାନ ହିଁ ତାମ୍ବେର ଏକ ନଦୀ ସମାନାଙ୍କୁ ଆସିଛି । ଯେଉଁଥିରେ କେବଳ ସୁନା ହିଁ ସୁନା । ତାମ୍ବେର ନଦୀରେ ବିଭିନ୍ନ ପ୍ରକାରର ଧାତୁ ଅଛି । ଏହା ଏସିଆର ସବୁଠୁ ପ୍ରଥମ ନଦୀ ଏବଂ ୫୬ ବର୍ଷ ପୁରୁଣା ତାମ୍ବେର ଭୂମି, ଯାହାକୁ ତାମ୍ବେ ନଦୀ ନାମରେ ଜଣା ଯାଇଥାଏ । ବର୍ତ୍ତମାନ ହିଁ ଏହି ନଦୀ ବିଷୟରେ ସମସ୍ତଙ୍କୁ ଜଣାଗଲା ଏବଂ ଏଥିରେ ସବୁଠୁ ବେଶୀ ମାତ୍ରାରେ ସୁନା ରହି ଅଛି ।

ତାମ୍ବେର ଏହି ନଦୀ ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି କାରଣ ଏହା ୫୬ ବର୍ଷ ମଧ୍ୟରେ ଧୀରେ ଧୀରେ ବିକଶିତ ହୋଇଛି ଏବଂ ଏହାର ପରିସମା ଦିନକୁ ଦିନ ବଢିବାକୁ ଲାଗିଛି । ଏହି ନଦୀ ୨.୫ କିଲୋମିଟରୁ ୩ କିଲୋମିଟର ପର୍ଯ୍ୟନ୍ତ ଏହାର ପରିସମା ବ୍ୟାପଛି ଏବଂ ଆମେ ଆପଣମାନଙ୍କୁ କହିଦେଉଛୁ ଯେ ଏହାର ଗଭୀରତା ୧୫.୧୭ ମିଟର ଅଟେ । ଚାଲନ୍ତୁ ଜାଣିବା କି ଏହି ୫୬ ବର୍ଷ ପୁରୁଣା ତାମ୍ବେ ନଦୀର ପୁରୁଣା କାହାଣୀ କଣ ଅଟେ ?

ତାମ୍ବେ ନଦୀର ଅର୍ଥଶାସ୍ତ୍ର

ଅର୍ଥଶାସ୍ତ୍ରର ବିଶେଷଜ୍ଞମାନଙ୍କର କହିବା ଅଟେ କି ଯଦି ଏହି ମାଟିକୁ ବିକ୍ରି କରାଯାଏ, ତେବେ ଏକ କମ୍ପାନୀର ପାଖାପାଖି ୨୦୦ କୋଟି ଟଙ୍କାରୁ ଅଧିକ ଆମଦାନୀ ହେବ । କେସୀସୀ ର ଦୁଇ ବଡ ଅଧିକାରୀ ମାନେ ତାମ୍ବେ ନଦୀର ମାଟିକୁ ପରୀକ୍ଷା କରିବା ପାଇଁ ଚୀନର ଏକ କମ୍ପାନୀକୁ ପଠାଇଥିଲେ । ଏହା ପରେ କେସୀସୀ ଚେନ୍ନେଇର ଏକ କମ୍ପାନୀ ଷ୍ଟାର ଟ୍ରେସ୍ସଙ୍କ ସହିତ ୧୭ ଜାନୁଆରୀ ୨୦୧୬ରେ ଏକ ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଦେଇଥିଲେ କିନ୍ତୁ ପରେ ଏହାକୁ ବନ୍ଦ କରି ଦିଆଗଲା କିନ୍ତୁ ବର୍ତ୍ତମାନ ଜଣା ପଡିଛି ଯେ ଏହା କେବେ ବି ଶେଷ ହେବ ନାହିଁ ।

ତାମ୍ବେ ନଦୀର ଇତିହାସ

ଭାରତର ପୂର୍ବ ପ୍ରଧାନ ମନ୍ତ୍ରୀ ଇନ୍ଧିରା ଗାନ୍ଧୀ ୧୯୭୫ ମସିହାରେ ଏହି ଜାଗାକୁ ଦେଶକୁ ସମର୍ପିତ କରି ଦେଇଥିଲେ । କହିଦେଉଛୁ ଯେ ଜିୟୋଲଜିକଲ ସର୍ବେ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ ବ୍ଯୁରୋ ଅଫ ମାଇନ୍ସର ଜିୟୋଲଜିକମାନେ ଏହାକୁ ଖୋଜିଛନ୍ତି । ଏଚସିଏଲ କମ୍ପାନୀ ଏଠି କାମ କରିବା ଆରମ୍ଭ କରିଥିଲେ । ଯେଉଁଥିରେ ୧୦ ହଜାର କର୍ମଚାରୀ କାମ କରୁଥିଲେ । କିନ୍ତୁ ଯେତେବେଳ ଏଠି ତାମ୍ବେ ନଦୀରୁ ଖରାପ ପଦାର୍ଥ ବାହାରିଲା ସେତେବେଳ ଏହି ଜାଗାରେ କାମ ବନ୍ଦ ହୋଇଗଲା । ବର୍ତ୍ତମାନ ଏହି ନଦୀର ଆଖପାଖରେ ଥିବା ପାହାଡ ଗୁଡିକ ଏହି ନଦୀରେ ଧୀରେ ଧୀରେ ମିଶି ଯାଉଛି ।

ତାମ୍ବେ ନଦୀର ଭୂଗୋଳ

କହିଦେଉଛୁ ଯେ ଖେତଡୀ କପର ରେ କେସୀସୀ ଏହି ପ୍ରୋଜେକ୍ଟରେ ସବୁଦିନ କୋଟି କୋଟି ଟଙ୍କାର ତମ୍ବା ବାହାର କରୁଥିଲେ । କୁହାଯାଏ କି ତମ୍ବା ବାହାର କରିବା ପରେ ଯେଉଁ ଅବଶିଷ୍ଟ ପଦାର୍ଥ ବାହାରୁଥିଲା ତାହା ନଦୀର ଏକ ପାର୍ଶ୍ଵରେ ଏକତ୍ରିତ କରା ଯାଉଥିଲା । ଏହି ନଦୀର କ୍ଷେତ୍ରଫଳ ପାଖାପାଖି ୮ ଟି ଫୁଟବଲ ପଡିଆ ଭଳି ବଡ ଅଟେ । ଅଧିକାରୀମାନେ ଏହା ମଧ୍ୟ କହୁଛନ୍ତି ଯେ ଯଦି ପୁଣିଥରେ ଏହି ପ୍ରୋଜେକ୍ଟକୁ ଆରମ୍ଭ କରାଯାଏ ତେବ ଏଥିରୁ ସୁନା ଏବଂ ଚାନ୍ଦି ପ୍ରଚୁର ମାତ୍ରାରେ ମିଳିପାରେ ।

ତାମ୍ବେ ନଦୀରେ କେତେ ଧାତୁ କେତେ ପ୍ରତିଶତ

ଆପଣଙ୍କୁ କହିଦେଉଛୁ ଯେ କପର ୦.୧୩ %, ଆଇରନ ୧୬.୯୬, ସଲଫର ୧.୩୧, ଏଲୁମିନ ୪.୫୩, ସିଲିକା ୭୩.୫୪, କେଲସିୟମ ୦.୭ % , ମେଗ୍ନେସିୟମ ୧.୬୫ ପିପିଏମ, କୋବଲଟ ୪୦ ପିପିଏମ, ନିକଲ ୨୯ ପିପିଏମ ଏବଂ ଲେଡ ୧୭ ପିପିଏମ ଇତ୍ୟାଦି ସାମିଲ ଅଛି । ଏହି ସୁନାର ଫଟୋକୁ ଆପଣମାନେ ଯାହାକୁ ଦେଖୁଛନ୍ତି, ଏହାକୁ କ୍ଲିକ କରିବା ପାଇଁ ଟିମ ୧୧ ଘଣ୍ଟା ପ୍ରୟାସ କରିବା ପରେ ଯାଇ କିଳ୍କ କରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button