IBN ଓଡ଼ିଶା ବ୍ୟୁରୋ
-
ସ୍ତ୍ରୀ ମାନେ ପିରିୟଡସ୍ ସମୟରେ ଏହି କାର୍ଯ୍ୟ କଲେ ସ୍ଵାମୀଙ୍କ ଜୀବନ ଉପରେ ଆସେ ବିପଦ, ଏହାସହ ଆହୁରି 20ରୁ ଅଧିକ Anuchinta
ଆଜି ଆମେ ଶାସ୍ତ୍ରରେ ବର୍ଣ୍ଣିତ ଥିବା ଏଭଳି କିଛି ଅନୁଚିନ୍ତା ବିଷୟରେ ଜାଣିବା ଯାହା ଆପଣଙ୍କ ଜୀବନକୁ ସହଜ ଓ ସୁଖମୟ କରିବାରେ ସହାୟକ ହେବ ।…
Read More » -
Vastu Tips- ଶ୍ଵେତ ଅରଖ ଚେରରେ ଏହି ଉପାୟ କରି ଦେଖନ୍ତୁ, ଏମିତି ଚମତ୍କାର ହେବ ଯେ ଆପଣ କେବେ ସ୍ଵପ୍ନରେ ବି ଭାବି ନଥିବେ
ଆପଣ ଯଦି ଅରଖ ଗଛ ଦେଖିଥିବେ ତେବେ ଜାଣିଥିବେ କି ଦୁଇ ପ୍ରକାରର ଅରଖ ଗଛ ରହିଥାଏ । ଗୋଟିଏ ହେଉଛି ଶ୍ଵେତ ବା ଧଳା ଅରଖ…
Read More » -
ମଙ୍ଗଳବାର କିମ୍ବା ଶନିବାର ଦିନ ଚୁପଚାପ ଏଠାରେ ବାନ୍ଧି ଦିଅନ୍ତୁ କଳାସୁତା, ଆଉ ତା’ପରେ ଯାହା ହେବେ ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ, ବଦଳିଯିବ ଭାଗ୍ୟ
ମଣିଷ ଜୀବନରେ ଯେତେ କଠିନ ପରିଶ୍ରମ କରିଲେ ମଧ୍ୟ ସଫଳତା ହାସଲ ହୁଏ ନାହି । ଏହା ଦ୍ଵାରା ଜୀବନରେ ଅନେକ ସମସ୍ଯା ସୃଷ୍ଟି ହେବା ସହ…
Read More » -
ଜୀବନରେ ସବୁ ମଣିଷ ଚାହିଁଥାନ୍ତି କି ତାଙ୍କ ପାଖେ ଏତେ ଧନ ରହୁ ଯେ ସେ ନିଜର ସବୁ ଇଛାକୁ ପୂରଣ କରିପାରିବ । ଧନ କମେଇବା ପାଇଁ କେହି କେହି କଠିନ ପରିଶ୍ରମ କରିଥାନ୍ତି ତ ଆଉ କେହି କେହି ଛଳ କପଟର ରାସ୍ତାକୁ ଆପଣେଇଥାନ୍ତି । କେହି କେହି ଯେତେ ଧନ ଅର୍ଜନ କଲେ ମଧ୍ୟ ତାଙ୍କ ପାଖେ ତାହା ରୁହେ ନାହିଁ । ତେବେ ଶାସ୍ତ୍ରରେ ଏଥିପାଇଁ କିଛି ଉପାୟ ରହିଛି । ଆସନ୍ତୁ ଜାଣିବା କେଉଁ ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ପାଖେ ସବୁବେଳେ ଧନ ରହିଥାଏ । ଓଠ ଫାଟିବା ପାଖରେ ଧନ ନରହିବାର ଏକ ସଙ୍କେତ ଅଟେ । ଯେବେବି ଆପଣଙ୍କ ଓଠ ଫାଟିଯାଏ ଆପଣ ଅଠାରେ ବିଭିନ୍ନ ପ୍ରକାରର ଜିନିଷ ଲଗେଇବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଏପରି କରିବା ପରିବର୍ତ୍ତେ ଯଦି ଆପଣ ନିଜ ନାଭିରେ କିଛି ସୋରିଷ ତେଲ ପକାଇଦେବେ ତେବେ ଦେଖିବେ ଆପଣଙ୍କ ଓଠ ଫାଟିବା ଭଲ ହୋଇଯିବ । ଗୁରୁ ଗ୍ରହାଙ୍କୁ ଭାଗ୍ୟ ସହିତ ଯୋଡା ଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଗୁରୁ ଗ୍ରହ ବଳବାନ ରହିହାନ୍ତି ତାଙ୍କ ଜୀବନରେ କୌଣସି ଅଭାବ କିମ୍ବା ସମସ୍ଯା ରୁହେ ନାହିଁ ଓ ତାଙ୍କ ଜୀବନ ଧନଧାନ୍ଯରେ ପରିପୂର୍ଣ୍ଣ ରୁହେ । କିନ୍ତୁ ଗୁରୁ ଗ୍ରହ ଦୁର୍ବଳ ଥିଲେ ଏହାର ବିପରୀତ ଫଳ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ବ୍ନାହୁତ ଅଭାବ ଅସୁବିଧା ଚାଲିଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଗୁରୁ ଗ୍ରହ ଦୁର୍ବଳ ଅଛନ୍ତି । ତେଣୁ ଗୁରୁ ଗ୍ରହକୁ ସବଳ କରିବା ପାଇଁ ଆପଣ ନିଜ ନାଭିରେ ହଳଦୀର ତିଳକ ଲଗାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଆଡକୁ ଧନ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କ ବିବାହ ଶୀଘ୍ର ହେଉନାହିଁ କିମ୍ବା ବୈବାହିକ ଜୀବନରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଜାଣି ରଖନ୍ତୁ ଆପଣଙ୍କର ଶୁକ୍ର ଗ୍ରହ ଖରାପ ଅଛନ୍ତି । ଏହିସବୁର ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ମଧ୍ୟ ପଡିଥାଏ । ବ୍ୟକ୍ତିଙ୍କ ଶୁକ୍ର ଗ୍ରହ ଖରାପ ଥିଲେ ତାଙ୍କୁ ବିବାହ ପରେ କେବେବି ସୁଖ ମିଳେ ନାହିଁ । ଏପରି ହେଉଥିଲେ ଆପଣ ନିଜ ନାଭିରେ ଚନ୍ଦନର କେପ ଲଗାନ୍ତୁ । ଏହା ଶୁକ୍ର ଗ୍ରହଙ୍କ ସହ ସମ୍ବନ୍ଧିତ ଓ ନାଭିରେ ଏହାକୁ ପ୍ରତିଦିନ ଗାଧୋଇବା ପରେ ଲଗାଇବା ଦ୍ଵାରା ଆପଣଙ୍କ ଆଡକୁ ପ୍ରେମ ଆକର୍ଷିତ ହୋଇ ଆସିଥାଏ । ଯେଉଁ ମାନଙ୍କୁ ପ୍ରେମ ସୁଖ ମିଳୁ ନଥାଏ ଏବଂ ବୈବାହିକ ଜୀବନରେ ଅଶାନ୍ତି ହେଉଥାଏ ତେବେ ସେମାନେ ଏହି ଉପାୟକୁ କରିବା ଉଚିତ । କିନ୍ତୁ ଏଥିପାଇଁ ଚନ୍ଦନ ଅସଲି ହେବା ବହୁତ ଜରୁରୀ । ଏହାକୁ ନାଭିରେ ଲଗାଇବା ଦ୍ଵାରା ଆପଣଙ୍କ ସକାରାତ୍ମକ ଊର୍ଜାରେ ବୃଦ୍ଧି ହୁଏ ଓ କେହିବି ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାଏ । ଚନ୍ଦନର ବହୁତ ଶକ୍ତି ରହିଛି । ଏହିସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ ।
ମଣିଷ ଶୋଇଯିବା ପରେ ଏମିତି ସ୍ଵପ୍ନର ଦୁନିଆକୁ ଚାଲି ଯାଏ, ଯେଉଁଠି ତା’ ନିୟନ୍ତ୍ରଣରେ କୌଣସି କଥା ନଥାଏ । ତେବେ ଅନେକ ସ୍ଵପ୍ନ ଆମେ ସକାଳକୁ…
Read More » -
କେଉଁ କନ୍ୟାକୁ ବିବାହ କଲେ ସ୍ବାମୀର ହୋଇଥାଏ ସର୍ବନାଶ ? ଏହାସହ ଆହୁରି 20 ଟି ଅନୁଚିନ୍ତା ଆପଣଙ୍କ ପାଇଁ
ଆଜି ଆମେ ଶାସ୍ତ୍ରରେ ବର୍ଣ୍ଣିତ କିଛି ବିଶେଷ ଅନୁଚିନ୍ତା ବିଷୟରେ ଯାହା ଆମ ଜୀବନକୁ ସରଳ ଏବଂ ସୁନ୍ଦର ବନେଇଥାଏ । ଯେଉଁ ମହିଳାଙ୍କ ଆଖି ପର…
Read More » -
ଏହି ଜୀବ ଏତେ ବଡ ଯେ ଜାହାଜକୁ ବି ଓଲଟାଇ ଦେଇପାରେ, ଏହାର ସତ୍ୟତା ସାମ୍ନାକୁ ଆସିବା ପରେ ବୈଜ୍ଞାନିକ ମାନେ ବି ହେଲେ ଆଶ୍ଚର୍ଯ୍ୟ…
ଆପଣ ଖାଲି ଆଖିରେ ହାତୀ ଓ ଜିରାଫ ଭଳି ବିଶାଳକାୟ ଜୀବ ଦେଖିଥିବେ ଏବଂ ଫିଲ୍ମରେ ଡାଇନୋସର ଭଳି ଭୟଙ୍କର ଜୀବ ମଧ୍ୟ ଦେଖିଥିବେ । ଯାହା…
Read More » -
ଶନିବାର ଦିନ ଏହି 8 ଟି କାମ ଭୁଲରେ ବି କରନ୍ତୁ ନାହିଁ, ନଚେତ ଧୀରେ ଧୀରେ ହୋଇଯିବେ ଭିକାରି ଓ ମାଡି ଆସିବ ରୋଗ କଷ୍ଟ
ଶନିବାରକୁ ଶନିଦେବଙ୍କ ବାର ବୋଲି କହିଥାଉ । ଶନିଦେବ ହେଉଛନ୍ତି ନ୍ୟାୟର ପ୍ରତୀକ । କେଉଁଠି ଯଦି ଟିକେ ବି ଅନ୍ୟାୟ ଦେଖିଥାନ୍ତି ତେବେ ତାଙ୍କୁ ଉଚିତ…
Read More » -
ଇଏ ପୁଣି କି କାଣ୍ଡ ! ଟ୍ରେନର ଟଏଲେଟରୁ ଆସୁଥିଲା ଆବାଜ, ଯେତେବେଳେ ଲୋକ ଯାଇ ଦେଖିଲେ ତ ସମସ୍ତଙ୍କ ହୋସ ଉଡିଗଲା !
ଦୁନିଆରେ ପ୍ରତ୍ଯେକ ଦିନ କିଛି ନା କିଛି ଅଦ୍ଭୁତ ତଥା ଆଶ୍ଚର୍ଯ୍ୟକର ଘଟଣାମାନ ଦେଖିବାକୁ ବା ଶୁଣିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଘଟଣା ଏମିତି ଥାଏ…
Read More » -
ତୁଳସୀ ଗଛ ମୂଳରେ କ୍ଷୀର ଢାଳିଲେ କଣ ହୋଇଥାଏ ? ଏହା ସହ ପଢନ୍ତୁ ଆହୁରି 20 ଟି ଅନୁଚିନ୍ତା
ଆମ ଜୀବନକୁ ସରଳ, ସୁନ୍ଦର ଓ ସହଜ କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣିତ ରହିଛି, ଯାହାର ପାଳନ କରିବା ଦ୍ଵାରା ଆମ ଜୀବନ ସୁଖମୟ…
Read More » -
ମୂଷା ଭବିଷ୍ୟତର ଦେଇଥାଏ ସୂଚନା ! ଜାଣନ୍ତୁ ଘରେ ମୂଷା ରହିବା ଶୁଭ ନା ଅଶୁଭ ?
ମଣିଷ ଜୀବନକୁ ସରଳ ଓ ସୁନ୍ଦର କରିବା ପାଇଁ ଗୁରୁଜନ ଏବଂ ପୁରାଣ ଶାସ୍ତ୍ରରୁ ଅନେକ ବିଷୟ ଶିକ୍ଷା କରିବାକୁ ହୋଇଥାଏ । ଶାସ୍ତ୍ର ଅନୁସାରେ ଆମ…
Read More »