IBN ଓଡ଼ିଶା ଏକ୍ସକ୍ଲୁସିଭ୍
-
ମହାନ ଋଷି ଶୁକ୍ରାଚାର୍ଜ୍ୟ ନିଜ ନୀତିବାଣୀରେ ଏହି ୪ଟି ପୁରୁଷଙ୍କ ବିଷୟରେ କହିଛନ୍ତି ଯେଉଁମାନେ ନିଜ ଜୀବନରେ ଯେତେ ଚେଷ୍ଟା କରିଲେ ବି ସଫଳତା ପାଇପାରନ୍ତି ନାହି । ନିଜ ଜୀବନରେ ଦରିଦ୍ରତା ଓ ନିରାଶାର ସାମନା କରିଥାନ୍ତି । ନିଜ କାମରେ ଜାନ ଲଗେଇଦେଲେ ବି ସେମାନେ କେବେ ବି ସଫଳ ହୁଅନ୍ତି ନାହି । ଆଉ କିଛି ଲୋକ କମ ଚେଷ୍ଟା କରି ମଧ୍ୟ ସଫଳ ହୋଇଥାନ୍ତି । ସେମାନେ ନିଜର ତେଜ ଭାଗ୍ୟ ପାଇଁ ସଫଳ ହୋଇଛନ୍ତି ବୋଲି ମାନି ନେଇଥାନ୍ତି । ଶୁକ୍ରାଚାର୍ଜ୍ୟଙ୍କ ମତରେ ମନୁଷ୍ୟକୁ ତାର ଉଦେଶ୍ୟ ହିଁ ସଫଳତା ଦେଇଥାଏ । ଯେଉଁ ଲୋକମାନେ ସ୍ତ୍ରୀଙ୍କର ସମାନ କରି ନଥାନ୍ତି ଓ ତାଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି ସେମାନେ ଦରିଦ୍ରତାର ସମୁଖିନ୍ନ ହୋଇଥାନ୍ତି । ମଣିଷ ନିଜ କର୍ମ ବଳରେ ନିଜ ଭାଗ୍ୟ ନିର୍ଦ୍ଧାରିତ କରିଥାଏ । ଏହି ବିବରଣୀରେ ଶୁକ୍ରାଚାର୍ଜ୍ୟ ଏମିତି କିଛି ନିୟମ କହିଛନ୍ତି ଯେଉଁଥିରେ ବ୍ୟକ୍ତି ଯେତେ ଚେଷ୍ଟା କରିଲେ ବି ଜୀବନରେ ସଫଳ ହୋଇନ ଥାଏ । Do You Remember Her? Wait Until You See Her Today Buzz Day Formerly Conjoined Twins Now Living Apart? See Their New Lives Buzz Day मधुमेह हमेशा के लिए ख़त्म हो जाएगा! सोने से पहले करें ये काम Insulux Diabetic Support They Found Something Under Stone That Changes History Zestradar ପ୍ରଥମ ନୀତିବାଣୀ : ଶୁକ୍ରାଚାର୍ଜ୍ୟଙ୍କ ମତରେ ଯେଉଁ ମଣିଷ ଅନ୍ୟକୁ ଦେଖାଇବା ପାଇଁ କାମ କରିଥାନ୍ତି ସେମାନେ କେବେ ବି ନିଜ ଜୀବନରେ ସଫଳ ହୋଇନଥାନ୍ତି । ଯେଉଁ ବ୍ୟକ୍ତି ଅନ୍ୟକୁ ନିଚା ଦେଖାଇବା ଓ ନିଜକୁ ମହାନ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାଏ ସେମାନେ ସଫଳ ହୋଇ ନଥାନ୍ତି । ଯେଉଁ ବ୍ୟକ୍ତି ପଇସା ରୋଜଗାର କରି ଓ ଅନ୍ୟକୁ ତାର ସ୍ଥାନ ଦେଖାଇବାକୁ ଚେଷ୍ଟା କରିଥାଏ ସେ ତା ଜୀବନରେ ଦୁଖର ଓ ନିରାଶାର ସାମନା କରିଥାଏ । ସେଥିପାଇଁ ଅନ୍ୟକୁ ନିଚା ନ ଦେଖାଇ ଅନ୍ୟର କଲ୍ୟାଣ ପାଇଁ କାମ କରିଲେ ଜୀବନରେ ସଫଳତା ପାଇପାରିବେ । अन्य जबरदस्त कंटेंट मधुमेह हमेशा के लिए ख़त्म हो जाएगा! सोने से पहले करें ये काम Insulux Diabetic Support Do You Remember Her? Wait Until You See Her Today Buzz Day Formerly Conjoined Twins Now Living Apart? See Their New Lives Buzz Day They Found Something Under Stone That Changes History Zestradar ଦିତୀୟ ନୀତିବାଣୀ : ଏହି ନୀତିବାଣୀରେ ଯେଉଁମାନେ ପ୍ରତିଶୋଧ ନିଆଁରେ ଜଳିଥାନ୍ତି ସେମାନେ ନିଜ କାର୍ଯ୍ୟରେ କେବେ ବି ସଫଳତା ହୋଇ ନଥାନ୍ତି । ବିଦ୍ଵାନ ଲୋକମାନେ କେବେ ବି ଅନ୍ୟଠାରୁ ପ୍ରତିଶୋଧ ନେବାକୁ ଭାବି ନ ଥାନ୍ତି । ସେମାନେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି । ଯେଉଁମାନେ ଅନ୍ୟ ଉପରେ ଚିତ୍କାର କରିଥାନ୍ତି ସେମାନେ ନିଜ ଜୀବନରେ ଉନ୍ନତି କରିପାରି ନଥାନ୍ତି । ତୃତୀୟ ନୀତିବାଣୀ : ଯେଉଁ ମଣିଷ ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିଥାଏ ସେ ତା ଜୀବନରେ ନଷ୍ଟ ହୋଇଯାଏ । ବଡ ବଡ ରାଜା ମହାରାଜାମାନେ ସ୍ତ୍ରୀଙ୍କୁ ପାଇବା ପାଇଁ ନିଜ ରାଜ୍ୟ ସହ ମାନ ସମାନ ହରାଇ ବସିଥିଲେ । ତେଣୁ କୋଣସି ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିବା ନିଜର ମୂର୍ଖତାର ପରିଚୟ ଅଟେ । ଏହିଭଳି ଲୋକମାନେ ନିଜ ଜୀବନରେ ଦୁଖ ଭୋଗ କରିଥାନ୍ତି । ଚତୁର୍ଥ ନୀତିବାଣୀ : ଯେଉ ଲୋକମାନେ ପଇସା ପଛରେ ନିଜର ସବୁ ସମୟ ଲଗାଇଥାନ୍ତି ସେମାନେ ନିଜ ଜୀବନରେ ସଫଳ ହୋଇ ନଥାନ୍ତି । ବ୍ୟକ୍ତିକୁ ନିଜ ଚେଷ୍ଟା ମାଧ୍ୟମରେ ଓ ଅନ୍ୟର କଲ୍ୟାଣରେ ସମୟ ବାହାର କରିବା ଉଚିତ । ସେହି କାମଟି ଶ୍ରେଷ୍ଠ ହୋଇଥାଏ । କିନ୍ତୁ ଯେଉଁମାନେ ଅନ୍ୟକୁ ଲୁଟି ପଇସା ରୋଜଗାର କରିବାର ଶୈଳୀକୁ ଆପଣେଇଥାନ୍ତି ସେମାନେ ନିଜ ଜୀବନରେ ସଫଳତା ପାଇପାରିନଥାନ୍ତି । ଦର୍ଶକବନ୍ଧୁ ଯଦି ଆପଣମାନଙ୍କୁ ଶୁକ୍ରାଚାର୍ଯ୍ୟଙ୍କର ଏହି ନୀତିବାଣୀଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।
ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାରବରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା…
Read More » -
Shukra Niti- ଏହି 4 ଲକ୍ଷଣ ଥିବା ପୁରୁଷ ଜୀବନସାରା ଗରିବ ହେଇ ରହିଥାନ୍ତି, ସବୁବଳେ ରହିଥାଏ ପଇସାର ଅଭାବ
ମହାନ ଋଷି ଶୁକ୍ରାଚାର୍ଜ୍ୟ ନିଜ ନୀତିବାଣୀରେ ଏହି ୪ଟି ପୁରୁଷଙ୍କ ବିଷୟରେ କହିଛନ୍ତି ଯେଉଁମାନେ ନିଜ ଜୀବନରେ ଯେତେ ଚେଷ୍ଟା କରିଲେ ବି ସଫଳତା ପାଇପାରନ୍ତି ନାହି…
Read More » -
ପୁଜା ପାଠ ଜପ ତପ କରୁଥିବା ଲୋକ ସବୁଠୁ ଅଧିକ ଦୁଖ କଷ୍ଟ କାହିଁକି ଭୋଗିଥାନ୍ତି, କଣ ପାଇଁ ଭଗବାନ ନିଅନ୍ତି ଏମାନଙ୍କ ପରୀକ୍ଷା -Jyotish Shastra
ନମସ୍କାର ବନ୍ଧୁଗଣ ଆପଣ ମାନେ ଲକ୍ଷ କରୁଥିବେ ସବୁବେଳେ ପୁଜାପାଠ କରୁଥିବା ବ୍ୟକ୍ତି ଦୁଃଖ ରେ ରୁହନ୍ତି । ଏବଂ ଆମ ମନରେ ପ୍ରଶ୍ନ ଆସିଥାଏ କି…
Read More » -
ଯଦି କାହାର ହାତ ଧରୁଛନ୍ତି ତ ଏହା ଭାବିକି ଧରନ୍ତୁ, କିଛିବି ଅସୁବିଧା ହେଲେ କରନ୍ତୁ ଏହି କାମ ! -Krishna Vani
ଟିଭି ଜଗତରେ ଚାଲିଥିବା ସିରିଏଲରେ ଅନେକ କଳାକାର ମାନେ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି…
Read More » -
ରାତିରେ ମାତ୍ର 2 ମିନିଟ ଏହାକୁ ଲଗେଇ ଦିଅନ୍ତୁ, ସକାଳୁ ମୁହଁର ସବୁ ବ୍ରଣ ଓ କଳାଦାଗ ହେଇଯିବ ଗାୟବ, ହୀରା ଭଳି ଚମକିବ ଚେହେରା- Beauty Tips
ଅନେକ ଝିଅମାନେ ନିଜର ସୁନ୍ଦର ଚେହେରା ପାଇଁ ବିଭିନ୍ନ ପ୍ରକାରର ପ୍ରଣାଳୀ କରିଥାନ୍ତି । ନିଜର ଚେହେରାକୁ ଅଧିକ ଗ୍ଲୋ କରିବା ପାଇଁ ପାର୍ଲର ମଧ୍ୟ ଯାଇଥାନ୍ତି…
Read More » -
କେବଳ ଗୋଟିଏ ଦିନରେ ନିଜର କଳା ଓ ଅସୁନ୍ଦର ଓଠକୁ ବନାନ୍ତୁ ପ୍ରାକୃତିକ ଗୋଲାପି- Beauty Tips
ପ୍ରତେକ ଝିଅର ମନରେ ନିଜ ସୁନ୍ଦରତା ପାଇଁ ଗର୍ବ ରହିଥାଏ । କେହି ନିଜର ଚେହେରାକୁ ନେଇ ଏତେ ସୁନ୍ଦର ସଜେଇଥାନ୍ତି ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ…
Read More » -
କେଶ ସମସ୍ଯା ପାଇଁ ରାମବାଣ ଅଟେ ଏହି ଯାଦୁଇ ତେଲ, ନା ଝଡିବ ନା ଛିଣ୍ଡିବ, ପତଳା ବାଳ ଏତେ ମୋଟ ଓ ଘନ ହେଇଯିବ ଯେ ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Healthy Hair Tips
ପ୍ରତେକ ପୁଅ ବା ଝିଅର ଚୁଟି ଝଡିବା ଆଜିକାଲି ଗୋଟେ ବହୁତ ବଡ କାରଣ ଭାବେ ସମସ୍ଯା ସୃଷ୍ଟି କରୁଛି । ଚୁଟି ଝଡିବାର ଅନେକ କାରଣ…
Read More » -
Chanakya Neeti- ପୁରୁଷ ଓ ସ୍ତ୍ରୀ ମଧ୍ୟରେ ସବୁଠୁ ଅଧିକ ଧୃତ କିଏ ? ଦେଖନ୍ତୁ କଣ କୁହନ୍ତି ଆଚାର୍ଯ୍ୟ ଚାଣକ୍ୟ !
ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ଏମିତି ନୀତି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବହୁତ କାମରେ ଆସିବ । ଆପଣ ସମସ୍ତେ ଆଚାର୍ଯ୍ୟ…
Read More » -
ଟଙ୍କାର ଅଭାବ କେବେବି ହେବ ନାହିଁ, ଚାଣକ୍ୟଙ୍କର ଏହି 3 କଥା ବୁଝି ନିଅନ୍ତୁ -Chanakya Neeti
ଆଚାର୍ଯ୍ୟ ଚାଣକ୍ୟ, ଚାଣକ୍ୟ ନୀତିର ତୃତୀୟ ଅଧ୍ୟାୟରେ ଲେଖିଛନ୍ତି କି, କାହାର କୁଳରେ ଦୋଷ ନାହିଁ? କିଏ ଏପରି ଅଛି ଯିଏ କେବେ ରୋଗରେ ପୀଡିତ ହୋଇ…
Read More » -
କିଭଳି ନେଗେଟିଭ ଓ ଅଧିକ ଚିନ୍ତାରୁ ନିଜକୁ ଦୂରେଇ ରଖିବେ ? ପାଠ ପଢିବା ସମୟରେ ଏହି ଉପାୟରେ ଦୂର କରନ୍ତୁ ଓଭର ଥିକିଙ୍ଗ
ଏହି ଦୁନିଆରେ ଅନେକ ପ୍ରକାର ରୋଗ ଅଛି ମାତ୍ର ଆମେ ଜାଣିଛୁ ପ୍ରତେକ ରୋଗ ଶରୀର ବାହାରୁ ଆମକୁ ଆକ୍ରାନ୍ତ କରିଥାଏ । ଯଦି ରୋଗ ଆମ…
Read More »