IBN ଓଡ଼ିଶା ଏକ୍ସକ୍ଲୁସିଭ୍
-
ଜାଣନ୍ତୁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କିପରି ଶୋଇବା ହୋଇଥାଏ ଲାଭଦାୟକ
ସୁସ୍ଥ ଶରୀର ପାଇଁ ଡାକ୍ତରମାନେ ୭ ରୁ ୮ ଘଣ୍ଟା ଶୋଇବା ପାଇଁ ସୁପାରିଶ୍ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଭଲ ନିଦ ପାଇଁ ମଧ୍ୟ…
Read More » -
ବଦଳୁଥିବା ପାଣିପାଗରୁ ପେଟକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପ୍ରସ୍ତୁତ କରନ୍ତୁ ମୁଗ ଖେଚୁଡି
ଖେଚୁଡି ଭାରତରେ ପ୍ରସ୍ତୁତ ହୋଇପାରୁଥିବା ସବୁଠାରୁ ସହଜ ଖାଦ୍ୟ। ଏହା ଏପରି ଏକ ଖାଦ୍ୟ ଯେଉଁଥିରେ ମୁଗଡାଲି ଏବଂ ଚାଉଳ ଛଡା କିଛି ବି ନଥାଏ, କିନ୍ତୁ…
Read More » -
ଜାମୁକୋଳି ଖାଇବା ପୂର୍ବରୁ ନିଶ୍ଚୟ ଜାଣନ୍ତୁ ଏଥିରୁ କଣ ହୋଇଥାଏ କ୍ଷତି
ଗୋଲ ରସରେ ଭରା ଜାମୁକୋଳି କାହାକୁ ବା ଭଲ ଲାଗିନଥାଏ। କିଛି ଲୋକ ଏହାକୁ ସ୍ବାଦ ପାଇଁ ଖାଉଥିବାବେଳେ ଆଉ କେହି ଲୋକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ…
Read More » -
କଣ ଆପଣଙ୍କର ମଧ୍ୟ ବିଳମ୍ବରେ ଶୋଇବାର ଅଭ୍ୟାସ ଅଛି କି ? କଣ ଆପଣ ମଧ୍ୟ ସେମାନଙ୍କ ମଧ୍ୟରେ ଜଣେ ଯିଏ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚେଇଁ ରହି ମୋବାଇଲରେ ଟିଭି କିମ୍ବା ୱେବ ସିରିଜ ଦେଖୁଛନ୍ତି ? ତାହେଲେ ହୋଇଯାନ୍ତୁ ସାବଧାନ, ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକମାନଙ୍କୁ ଡାଇବେଟିସ କିମ୍ବା ହୃଦରୋଗ ହେବାର ସମ୍ଭାବନା ରହିଛି। ଅଧିକ ସମୟ ପର୍ଯ୍ୟନ୍ତ ଚେଇଁ ରହୁଥିବା ବ୍ୟକ୍ତିମାନଙ୍କର ସମ୍ପୂର୍ଣ ରୁଟିନ ଖରାପ ହୋଇଯାଇଥାଏ। ନିଦ ନଆସିବା କାରଣରୁ ଏହି ଲୋକମାନେ ଡିପ୍ରେସନର ଶିକାର ହୋଇଥାନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଦ୍ୱାରା ଦୈନନ୍ଦିନ କାର୍ଯ୍ୟ ସହ ଖାଇବା ପିଇବାର ରୁଟିନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ, ଯାହାଦ୍ୱାରା ଆପଣଙ୍କ ଶରୀରରେ ମୋଟାପଣ ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ପରିବାରରେ କେହି କିମ୍ବା ଆପଣଙ୍କର ଏଭଳି ଅଭ୍ୟାସ ଅଛି ତାହେଲେ ଆଜିଠାରୁ ସାବଧାନ ହୋଇଯାଆନ୍ତୁ। ମଣିଷର ଶରୀର ୨୪ ଘଣ୍ଟା ହିସାବରେ ଚାଲେ। ଆମେ କେତେବେଳେ ଖାଇବା ଏବଂ କେତେବେଳେ ଶୋଇବା ଓ ଉଠିବା ଏସବୁ ଆମ ଶରୀର ସ୍ଥିର କରିଥାଏ। ସେଥିପାଇଁ ଯଦି ଆପଣ ନିଜ ଶରୀରକୁ ଠିକ ସମୟରେ ଖାଦ୍ୟ କିମ୍ବା ବିଶ୍ରାମ ନଦେଉଛନ୍ତି ତାହେଲେ ଆଗକୁ ଆପଣଙ୍କୁ ନିଜ ଶରୀରର କ୍ଷତିକୁ ସାମ୍ନା କରିବାକୁ ପଡିବ। ଗବେଷକଙ୍କ ଅନୁସାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହୁଥିବା ଲୋକମାନେ ଏକ ଅସ୍ୱାସ୍ଥ୍ୟକର ଡାଏଟ ର ଶିକାର ହୋଇଥାନ୍ତି। ଏହି ଲୋକମାନଙ୍କୁ ମଦ, ମିଠାଦ୍ରବ୍ୟ, ଚା’,ଏବଂ ଅତ୍ୟଧିକ ପାଣି ପିଇବାର ଅଭ୍ୟାସ ହୋଇଥାଏ ଯାହାକି ଠିକ ସମୟରେ ଶୋଉଥିବା ଲୋକମାନଙ୍କର ନଥାଏ। ସେମାନଙ୍କୁ ଠିକ ସମୟରେ ଭୋକ ଲାଗିଥାଏ ଏବଂ ତାଙ୍କ ଶରୀରର ଦୈନନ୍ଦିନ କାର୍ଯ୍ୟ ଠିକ ସମୟରେ ହୋଇଥାଏ।ଯେଉଁ ଲୋକମାନେ ଠିକ ସମୟରେ ନ ଶୁଅନ୍ତି ସେମାନେ ଠିକ ସମୟରେ ଉଠି ପାରନ୍ତି ନାହିଁ ଏବଂ ସେମାନଙ୍କ ସମ୍ପୂର୍ଣ୍ଣ ଦିନଚର୍ଯ୍ୟା ଖରାପ ହୋଇଯାଇଥାଏ । ଯାହାଦ୍ୱାରା ସେମାନଙ୍କୁ କମ ବୟସରୁ ଡାଇବେଟିସ ଭଳି ରୋଗ ହୋଇଥାଏ। ଏହା ବ୍ୟତୀତ ଏଭଳି ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ। ବିଳମ୍ବରେ ଶୋଇବା କାରଣରୁ ବିଳମ୍ବରେ ଉଠୁଥିବା ଲୋକମାନଙ୍କ ସକାଳର ଜଳଖିଆ ବନ୍ଦ ହୋଇଯାଇଥାଏ ଏବଂ ଏହି ଖରାପ ଅଭ୍ୟାସ ସେମାନଙ୍କ ଅସୁସ୍ଥତାର କାରଣ ସାଜିଥାଏ। ଯେଉଁ ଲୋକମାନେ ବିଳମ୍ବରେ ଶୋଇ ବିଳମ୍ବରେ ଉଠନ୍ତି ସେମାନଙ୍କ ମସ୍ତିଷ୍କ ଓ ହର୍ମୋନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ। ରିସର୍ଚ୍ଚ ରୁ ଜଣାପଡିଛି ସେହି ଲୋକମାନଙ୍କ ମସ୍ତିଷ୍କରେ ହ୍ୱାଇଟ ମେଟର ବହୁତ ଖରାପ ସ୍ଥିତିରେ ରହିଥାଏ ବିଶେଷ କରି ସେହି ସ୍ଥାନରେ ଯେଉଁଠୁ ଦୁଃଖର ଉତ୍ପନ୍ନ ହୋଇଥାଏ ସେଥିପାଇଁ ଏଭଳି ଲୋକମାନେ ବେଶୀ ଡିପ୍ରେସନରେ ରହିଥାନ୍ତି ।
ସକାଳ ଜଳଖିଆ ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସକାଳ ଜଳଖିଆରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ସେଥିପାଇଁ ପ୍ରତିଦିନ ସକାଳ ଜଳଖିଆରେ ଅଣ୍ଡା…
Read More » -
ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଜାମୁକୋଳି ରଙ୍ଗର ଆମ୍ବ, ଜାଣନ୍ତୁ ଶରୀର ପାଇଁ ଏହା କେମିତି ଖାସ୍
ଆମ୍ବର ସିଜନ୍ ଚାଲୁଛି। ଆମ୍ବ ଏକ ଏମିତି ଫଳ ଯାହାକୁ ଆପଣ ସବୁ ଋତୁରେ ବଡ ଆନନ୍ଦରେ ଖାଇପାରିବେ। କିନ୍ତୁ ଡାଇବେଟିଜ୍ ରୋଗୀଙ୍କୁ ଆମ୍ବ ଖାଇବାକୁ ମନା…
Read More » -
ଏହି 8 ଟି ସହଜ ଘରୋଇ ଉପାୟ, ଦିମାଗ କୁ ଏତେ ତେଜ କରିଦେବ କି କମ୍ପ୍ୟୁଟର ପରି କାମ କରିବ ଦିମାଗ
ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ମସ୍ତିଷ୍କ ତେଜ ଏବଂ ଠିକ ରହିବା ପାଇଁ ବହୁତ ସାରା ନ୍ୟୁଟ୍ରିସନ ଦରକାର ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ…
Read More » -
ମାତା ପିତାଙ୍କ ଠାରୁ ଦୂରେଇଯିବା କାହିଁକି ଜରୁରୀ ? ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଠାରୁ ! -Krishna Vani
ଆମେ ସମସ୍ଥେ ଜନ୍ମ ହୋଇସାରି ମାତା ଓ ପିତା ଦୁଇଜଣଙ୍କ ସହ ମିଶି ରହିଥାନ୍ତି । ଆପଣ ମାନେ ଜାଣିଥିବେ କିଛି ଏପରି ମାତା ଓ ପିତା…
Read More » -
ଗୋଟେ ପାପ ଯାହା ଆପଣ ସବୁଦିନ କରିଥାନ୍ତି, ଶ୍ରୀକୃଷ୍ଣ ନିଜେ କହିଛନ୍ତି କେମିତି ବଞ୍ଚିବେ ଏହି ପାପରୁ -Krishna Upadesh
ଏହି ପୃଥିବୀରେ ବସବାସ କରୁଥିବା ମନୁଷ୍ୟ ପ୍ରତି ଦିନ କିଛି ନା କିଛି ପାପ ନିଶ୍ଚିତ କରିଥାଏ । ସେ ନିରୀହ ପଶୁମାନଙ୍କ ଉପରେ ଅତ୍ୟାଚାର ହେଉ…
Read More » -
ଏହି 3 ପ୍ରକାର ଲୋକଙ୍କ ସାଥ କେବେବି ଛାଡିବେ ନାହିଁ, ନହେଲେ ସବୁବେଳେ ଦୁଃଖରେ ରହିଥିବେ, ବର୍ବାଦ ହେଇଯିବେ
ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଜୀବନରେ ଏମିତି ବହୁତ ଲୋକଙ୍କର ଆମ ସହିତ ସାଥ ଅଛି ଯାହାଦ୍ୱାରା ଆମ ଜୀବନ ପୁରା ବର୍ବାଦ ହୋଇଯାଇଥାଏ । ଏବଂ ଏମିତି…
Read More » -
ନଡିଆ ତେଲରେ ଏହି ଜିନିଷକୁ ମିଶାଇ ମାତ୍ର ୩ ଦିନ ଲଗାନ୍ତୁ, ଚୁଟି ଏତେ ମୋଟା ଓ ଲମ୍ବା ହେବ କି ଆପଣ ସମ୍ଭାଳି ପାରିବେନି
ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ ।…
Read More »