ରାଜ୍ୟ
ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକ କୁ ହତ୍ୟା – Ibnodisha

[ad_1]

ଗଞ୍ଜାମ: ଆସିକା ବରଗାଁ ର ଦୁର୍ଦ୍ଧାନ୍ତ ଅପରାଧି ତଥା ଆସିକା ବ୍ଲକ ଅଧକ୍ଷା ଙ୍କ ଦେଢ଼ସୁର ହେଉଛି ସୁନିଲ ନାହାକ । ସୁନିଲ ନାମରେ ବହୁହତ୍ୟା ମାମଲା ଅଛି।ସୁନିଲ କୋଦଳା ବ୍ଲକ ଅନ୍ତର୍ଗତ ଖୋଲିକୋଟ ଥାନା ଦାନପୁରରେ ଜଣକୁ ହତ୍ୟା କରିବାକୁ ଯାଇଥିବା ବେଳେ ନିଜେ ହତ୍ୟାର ଶିକାର ହେଲା ହୋଇଛି ।
[ad_2]