ଅପରାଧ

ଚାଞ୍ଚଲ୍ୟ: ଜନ୍ମ କଲା ମାଆକୁ ପୋଡି ଦେଲା ପୁଅ – Ibnodisha

[ad_1]

କନ୍ଧମାଳ : ମାତୃ ହନ୍ତା । ଜନ୍ମ କଲା ମାଆକୁ ପୋଡି ଦେଲା ପୁଅ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଜୁରୀ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ୯୨ ବର୍ଷୀୟା ମଞ୍ଜୁଳା ମଣ୍ଡଳ ।

ଅଭିଯୁକ୍ତ ପୁଅ ସମୀର ନାୟକକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ନିଜ ମାଆକୁ ସମୀର ପୋଡ଼ି ଦେଇଥିଲା । ଏନେଇ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଫୁଲବାଣୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲା। ତେବେ ଅଭିଯୁକ୍ତ ନିଜ ବୃଦ୍ଧି ମାଆଙ୍କୁ କାହିଁକି ହତ୍ୟା କଲା ଅଧିକ ଖୋଳତାଡ କରୁଛି ଟିକାବାଲି ଥାନା ପୋଲିସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button