ଅପରାଧ

ବିଧାୟକ ପ୍ରତାପ ଜେନାଙ୍କୁ ସମନ – Ibnodisha

[ad_1]

ଭୁବନେଶ୍ୱର:ମହାଙ୍ଗା ଡବଲ ମର୍ଡର ଘଟଣା । ବିଧାୟକ ପ୍ରତାପ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ ।  ବିଧାୟକ ପ୍ରତାପ ଜେନାଙ୍କୁ ସମନ ଜାରି ହୋଇଛି । ତେବେ ପ୍ରତାପ ଜେନାଙ୍କୁ ସମନ ଜାରି କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ପ୍ରତାପଙ୍କୁ ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଛି କୋର୍ଟ । ତେବେ ଏନେଇ ପ୍ରତାପ ଜେନାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ଯେତେବେଳେ କଥା  ଉଠିଥିଲା ସେତେବେଳ ପ୍ରତାପଜେନାଙ୍କ ନାଁକୁ କାଟିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ ସମନ ଜାରି କରାଯାଇଛି । ତାଙ୍କ ଓକିଲଙ୍କ ଜରିଆରେ ମଧ୍ୟ ହାଜର ହୋଇପାରିନ୍ତି ପ୍ରତାପ ଜେନା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button