ରାଜନୀତି

ଦଳୀୟ ସାଂସଦଙ୍କ ଉପରେ ବର୍ଷିଲେ ବିଧାୟକ – Ibnodisha

[ad_1]

ଭୁବନେଶ୍ୱର : ଦଳୀୟ ସାଂସଦଙ୍କ ଉପରେ ବର୍ଷିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ | ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଉପରେ ବର୍ଷିଲେ ସୁବାସ | ସାଂସଦ ଲୋକପ୍ରିୟତା ହରାଇଛନ୍ତି , ଏବେ ପ୍ରତିଦ୍ବନ୍ଦିତା କଲେ ହରିବେ | ଘରୋଇ କଳହରୁ ଲୋକପ୍ରିୟତା ହରାଇଛନ୍ତି , ଲୋକଙ୍କ ପାଖକୁ ଯାଉନାହାନ୍ତି | ସାଂସଦଙ୍କ ପତ୍ନୀ ଦେବଗଡ଼ ବିଜେଡିରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି | ସାଂସଦ ଏବେ ଗୃହ ବନ୍ଦୀ , ସେ ଜିତିବାର ପ୍ରଶ୍ନ ଉଠୁନି ବୋଲି କହିଲେ ସୁବାସ | ତେବେ ସୁବାସଙ୍କ ଆରୋପ ନେଇ ସାଂସଦଙ୍କ ପ୍ରତିକ୍ରିୟା ମିଳିନି |

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ ପ୍ରସଙ୍ଗ: ଛତିଶାନିଯୋଗ, ହୋଟେଲ ସଂଘର ସହଯୋଗ ଲୋଡ଼ିଲା ପ୍ରଶାସନ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button