ରାଜନୀତି

ରାଲି ଆରମ୍ଭରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ – Ibnodisha

[ad_1]

ଭୁବନେଶ୍ୱର : ଯୁବ କଂଗ୍ରେସ ରାଲି ଆରମ୍ଭ ହେଉଣୁ ଉଠାଇ ନେଲା ପୋଲିସ | ଫରେଷ୍ଟ ପାର୍କ ରୁ ରାଲି ବାହାର କରୁଥିବା ବେଳେ ପୋଲିସ ଉଠାଇ ନେଲେ | ଛାତ୍ରବୃତ୍ତି ହରିଲୁଟ , ଅଣଓଡ଼ିଆଙ୍କୁ ପ୍ରସତ୍ସାହନ ପ୍ରତିବାଦରେ ରାଲି କରୁଥିଲେ | ଫରେଷ୍ଟ ପାର୍କ ରୁ ନିବୀନ ନିବାସ ଯାଉଥିଲେ କଂଗ୍ରେସ କର୍ମୀ | ରାଲି ଆରମ୍ଭ ହେବ ମାତ୍ରେ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଗଲା |

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ ପ୍ରସଙ୍ଗ: ଛତିଶାନିଯୋଗ, ହୋଟେଲ ସଂଘର ସହଯୋଗ ଲୋଡ଼ିଲା ପ୍ରଶାସନ

The post ରାଲି ଆରମ୍ଭରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button