ରାଜ୍ୟ

ପୋଖରୀରେ ବୁଡ଼ି ଚାଲିଗଲା ମା’-ଝିଅଙ୍କ ଜୀବନ – Ibnodisha

[ad_1]

ଭୁବନେଶ୍ୱର: ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ ଅଭାବନୀୟ ଘଟଣା । ଦଶପଲ୍ଲାରେ ପୋଖରୀରେ ବୁଡ଼ି ମା’-ଝିଅଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ପ୍ରଥମେ ଝିଅ ପରେ ଝିଅକୁ ବଂଚାଇବାକୁ ଯାଇ ମାଆ ମଧ୍ୟ ବୁଡ଼ିଗଲେ ପାଣିରେ । ମା- ଝିଅଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଘରେ ଦଶହରା ପାଳିଲେ ବିଜୟ ଦେବରକୋଣ୍ଡା ଓ ରଶ୍ମୀକା ମନ୍ଦାନା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button