ଦେଶ
ଜାନୁଆରୀ ୨୨ରେ ରାମ ମନ୍ଦିର ଉଦ୍ଘାଟନ – Ibnodisha

[ad_1]
ନୂଆଦିଲ୍ଲୀ: ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିର ଉଦ୍ଘାଟନ । ୨୨ ତାରିଖ ଦିନ ୧୨ ଟା ୩୦ରେ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି । ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦ୍ଘାଟନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମିତ ମିଳିଛି ବୋଲି ସୂଚନା ମିଳିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ ଟ୍ରଷ୍ଟ କର୍ମକର୍ତ୍ତା ।
ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି
[ad_2]




