ରାଜ୍ୟ

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୁବନେଶ୍ୱର: ଲକ୍ଷ୍ମୀସାଗରରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଟେବୁଲ ଟେନିସ ଏକାଡେମୀ ଏବଂ ୨୯ତମ ରାଜ୍ୟ ଟେବୁଲ ଟେନିସ ଚମ୍ପିୟାନସିପ-୨୦୨୩ର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମେୟର ସୁଲୋଚନା ଦାସ ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡ଼ାକୁ ସର୍ବଦା ଗୁରୁତ୍ୱ ଦେବା ସହ ରାଜ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ସାଧାରଣରେ ସବୁବେଳେ ପ୍ରଂଶସା ମଧ୍ୟ କରାଯାଇଛି ।

ଗୁଲୁଗୁଲା ଖାଉଖାଉ ଚାଲିଗଲା ଯୁବକଙ୍କ ଜୀବନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button