ଅପରାଧ

ଅପରାଧିଙ୍କୁ ୩ ବର୍ଷ ଜେଲ୍‌, ୧ ଲକ୍ଷ ଜୋରିମାନା – Ibnodisha

[ad_1]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନକଲି ଭିଡିଓ ଅପ୍‌ଲୋଡ କରାଯାଉଥିବା ଘଟଣାରେ କେନ୍ଦ୍ର ସରକାର ଘୋର ଉଦ୍‌ବେଗ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ପାଇଁ ଦଣ୍ଡାଦେଶ ବ୍ୟବସ୍ଥା କରିଛନ୍ତି । ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏଆଇ ଟେକ୍ନୋଲୋଜିର ଅପବ୍ୟବହାର କରି ଧରାପଡୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲଦଣ୍ଡ ମିଳିବା ସହ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଏ ସମ୍ପର୍କରେ ସୂଚୀତ କରାଯାଇଛି । ଏଭଳି ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ସେଗୁଡିକୁ ଅପ୍‌ଲୋଡ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button