ଅପରାଧ

ପାଳିତା କନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦୯ ବର୍ଷ ଜେଲ୍‌ – Ibnodisha

[ad_1]

ପଠନମ୍‌ଥିଟ୍ଟା : ନିଜର ନାବାଳିକା ପାଳିତା କନ୍ୟାକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ କେରଳର ଏକ ଅଦାଲତ ଶୁକ୍ରବାର ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୧୦୯ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଦାଲତ ଏହାବ୍ୟତୀତ ଅଭିଯୁକ୍ତଙ୍କ ଉପରେ ୬.୨୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି । ଯଦି ଜୋରିମାନା ଅର୍ଥ ପୈଠ କରିବାରେ ବିଫଳ ହେବେ, ତେବେ ଅଭିଯୁକ୍ତଙ୍କୁ ଆଉ ୫ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button