ଦେଶ

୨୩୯ ପଣବନ୍ଦୀଙ୍କୁ ମୁକ୍ତି କଲେ ଯୁଦ୍ଧ ବନ୍ଦ – Ibnodisha

[ad_1]

ଭୁବନେଶ୍ୱର: ଷଷ୍ଠ ସପ୍ତାହରେ ପହଂଚିଲା ଇସ୍ରାଏଲ ହମାସ୍ ମଧ୍ୟରେ ଲଢେଇ । ୨୩୯ ପଣବନ୍ଦୀଙ୍କୁ ହମାସ୍ ମୁକ୍ତ କଲେ ବନ୍ଦ ପାଇଁ ସର୍ତ୍ତ । ଟେଲିଭିଜନ ବାର୍ତ୍ତାରେ ସ୍ପଷ୍ଟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ଯୁଦ୍ଧ ପରେ ହମାସକୁ ସାମରିକ କ୍ଷମତା ଶୂନ୍ୟ କରାଯିବ କହିଲେ । ଗାଜାରେ ସୁରକ୍ଷା ଇସ୍ରାଏଲ ସେନାବାହିନୀ ହାତରେ ରହିବ ବୋଲି କହିଛନ୍ତି ନେତାନ୍ୟାହୁ । ଗାଜା ଦଖଲ ଇସ୍ରାଏଲ ଲକ୍ଷ୍ୟ ନୁହେଁ ବୋଲି ସ୍ପଷ୍ଟ କଲେ ।

ଏକାଠି ହେଲେ ଆରବ ଓ ମୁସଲିମ ରାଷ୍ଟ୍ର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button