ରାଜ୍ୟ

ଗାତରୁ ବୃଦ୍ଧା ଉଦ୍ଧାର – Ibnodisha

[ad_1]

ସୁବର୍ଣ୍ଣପୁର : ବୋରୱେଲ ଗାତ ବୃଦ୍ଧା ଉଦ୍ଧାର । ଅଗ୍ନିଶମ ଟିମ୍ ଦ୍ୱରା ଉଦ୍ଧାର ହେଲେ ବୃଦ୍ଧା । ସମାନ୍ତରାଳ ଭାବରେ ଆଉ ଏକ ଗାତ ଖୋଳି ଉଦ୍ଧାର କରାଗଲା । ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁନ୍ସରେ ହସ୍ପିଟାଲ ନିଆଯାଉଛି । ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନି । ପ୍ରାୟ ୫ ଘଣ୍ଟା ଅପରେସନ ପରେ ତାଙ୍କୁ ଉଦ୍ଧାର କରାଗଲା । ୨୦ ଫୁଟ ଖାତରେ ଖସି ପଡିଥିଲେ ୮୦ ବର୍ଷର ବୃଦ୍ଧା ।

ଅଧ ଘଣ୍ଟା ଭିତରେ ଉଦ୍ଧାର : ଏସପି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button