ରାଜ୍ୟ

ଗୃହରେ କୋଶଳୀରେ କହିଲେ ନରସିଂହ – Ibnodisha

[ad_1]

ଭୁବନେଶ୍ୱର: ଗୃହରେ କୋଶଳୀ ଭାଷାରେ ବିବୃତ୍ତି ରଖି    ଲେ ନରସିଂହ ମିଶ୍ର । ଓଡିଆ ଓ କୋଶଳୀ ମିଶ୍ରିତ ଭାଷାରେ ବିବୃତ୍ତି ରଖିଲେ ନରସିଂହ । ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇ ଓଡିଆ ଓ କୋଶଳୀରେ ବିବୃତ୍ତିି ରଖିଛନ୍ତି । କୋଶଳୀରେ କହିବା ଲାଗି କାଲି ପ୍ରସ୍ତାବ ଦେଇଥିଲେ ନରସିଂହ । ସର୍ବଦଳୀୟ ବୈଠକରେ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଥିଲେ ନରସିଂହ । କୋଶଳୀ କ୍ଷୀପ୍ର ଲେଖକ ନଥିବାରୁ ମନା କରିଥିଲେ ବାଚସ୍ପତି ।

ଅଧା ରହିଗଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲି ଗଲା ଦୁଇ ଜୀବନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button