ରାଜ୍ୟ

ନିସ୍ୱାର୍ଥପର ଭାବେ କାମ କରିବି: ପାଣ୍ଡିଆନ – Ibnodisha

[ad_1]

ଭୁବନେଶ୍ୱର: ବିଜେଡିରେ ଯୋଗଦେବା ପରେ ଭିକେ ପାଣ୍ଡିଆନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ ମୁଁ କାର୍ଯ୍ୟ କରିବି । ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଓଡିଶାବାସୀଙ୍କ କାମ କରିବି । ନିଷ୍ଠା, ନମ୍ରତା, ନିସ୍ୱାର୍ଥପର ଭାବେ କାମ କରିବିି ବୋଲି କହିଛନ୍ତି ଶ୍ରୀ ଭିକେ ପାଣ୍ଡିଆନ୍ ।

ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି: ମୁଖ୍ୟମନ୍ତ୍ରୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button