ରାଜ୍ୟ

ପାର୍କିଂରେ ଗାଡି ନରଖିଲେ ତଣ୍ଡ – Ibnodisha

[ad_1]

ଭୁବନେଶ୍ୱର: ଏନ୍‌ଏଚ୍‌ରେ ପାର୍କିଂ ସ୍ଥାନରେ ଟ୍ରକ୍ ନ ରଖିଲେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସୂଚନା ରହିଛି । ପାର୍କିଂ ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଟ୍ରକ୍ ରଖିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ରହିଛି । ଶୂନ୍ୟ ଦୁର୍ଘଟଣା ସପ୍ତାହରେ ଆରଟିଓ ୧ ଙ୍କ ସୂଚନା । ଟ୍ରାଫିକ ନିୟମ ଉଲ୍ଲଘଂନ ପାଇଁ ୪୯ ଜଣଙ୍କ ଚାଲାଣ କଟିଛି । ମଦ ପିଇ ଗାଡି ଚଳାଇବା ଅଭିଯୋଗରେ ୧୨ ଜଣଙ୍କ କଟିଛି ଚାଲାଣ । ସନ୍ଧ୍ୟାରେ ନିୟମ କଡାକଡି ସହ ପେଟ୍ରୋଲିଂ ଜୋରଦାର ହେବ ।

ସାଙ୍ଗ ସାଜିଲା ସୈତାନ; ପ୍ରଥମେ ଦୁଷ୍କର୍ମ ଆଉ ତାପରେ….

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button