ରାଜ୍ୟ

ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଆୟକର ରେଡ୍ – Ibnodisha

[ad_1]

ସମ୍ବଲପୁର : ଭିଜିଲାନସ ଜାଲରେ ଏସଡିଏ କାର୍ଯ୍ୟାଳୟର ୨ କର୍ମଚାରୀ। ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିର ପୂର୍ବତନ ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ବନ୍ଦିତା ମହାପାତ୍ର ଓ ଜୁନିଅର କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନସ ରେଡ୍। ଭୁବନେଶ୍ୱର, ମୟୂରଭଞ୍ଜ, ଅନୁଗୁଳ ଓ ସମ୍ବଲପୁରରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। ଜାଲିଆତି କରି ଜାଲ ବିଲ୍ଡିଂ ପ୍ଲାନ୍ ଅଭିଯୋଗରେ ଉଭୟ ସମ୍ବଲପୁର ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି। ଚଢାଉରେ ୬ଜଣ ଏସଡିପି , ୯ଜଣ ଇନିସପେକ୍ଟର ଓ ୬ଜଣ ଏଏସଆଇ ସାମିଲ ହୋଇଛନ୍ତି।ସୂଚନା ଅନୁଯାୟୀ ସେପ୍ଟେମ୍ବରରେ ଉଭୟଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ। ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରି ଗିରଫ ହୋଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button