ରାଜ୍ୟ

ରାଉଲକେଲା : ୬ ନୁହେଁ ୧୩ ମୃତ୍ୟୁ ! – Ibnodisha

[ad_1]

ରାଉଲକେଲା :ରାଉଲକେଲାରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୧୩ ସୂଚନା । ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ସୂଚନା । ସରକାରୀ ଭାବେ ୬ ବାଦ୍ ଆଉ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଆଇଜିଏଚ୍‌ରେ ୩, ଅନ୍ୟ ଏକ ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ । ଅନ୍ୟ ଜଣେ ବ୍ୟକ୍ତିଙ୍କର ଘରେ ମୃତ୍ୟୁ ହୋଇଥିବା ସୂଚନା । ୧୩ ଜଣଙ୍କ ମୃତ୍ୟୁ ନେଇ ଅସମର୍ଥିତ ସୂତ୍ରରୁ ମିଳିଲା ସୂଚନା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button