ରାଜ୍ୟ
ଯୁବକଙ୍କୁ ବୀଭତ୍ସ ହତ୍ୟା – Ibnodisha

[ad_1]
କଣ୍ଟାବାଞ୍ଜି : ଘରେ ପସି ଯୁବକଙ୍କୁ ବିଭତ୍ସ ହତ୍ୟା । ଏଭଳି ବିଭତ୍ସ ହତ୍ୟାକାଣ୍ଡ ସିନ୍ଧେକେଲା ଦେଢଗାଁରେ ଦେଖିବାକୁ ମିଳିଛି । ସିନ୍ଧେକେଲା ଦେଢଗାଁରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ୩ରୁ ଅଧିକ ଦୁର୍ବୁତ୍ତ ଆକ୍ରମଣ କରିଥିବା ଅନୁମାନ କରାଯଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣା ସ୍ଥଳରେ ସିନ୍ଧେକେଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ମହାଦୁର୍ନୀତି
[ad_2]




