ରାଜ୍ୟ
ନନ୍ଦନକାନକୁ ଆସିବ ଚିତା ବାଘ – Ibnodisha

[ad_1]
ଭୁବନେଶ୍ୱର : ନନ୍ଦନକାନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତା ବାଘ । ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଆସିବ ଚିତା । ଦୁବାଇ ଚିଡିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ । ଚିତା ସହ ଧଳା ସିଂହ ଶାବକ ବି ଦୁବାଇରୁ ଅଣାଯିବ । ଆଲିପୁର ଚିଡିଆଖାନାରୁ ଆଉ ଏକ ଜିରାଫ ଅଣାଯିବ । ଚିତା, ସିଂହ, ଜିରାଫ ଆସିବା ନେଇ ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସୂଚନ ।
ଇନଷ୍ଟାଗ୍ରାମରେ ଝିଅ ଦେବୀଙ୍କ ଫଟୋ ସେୟାର କଲେ ବିପାଶା ବାସୁ
[ad_2]