ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଯୁବକ ମୃତ – Ibnodisha

[ad_1]

ପଟାଙ୍ଗୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ। ଘଟଣା ଘଟିଛି ସେମିଳିଗୁଡ଼ା ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥର କକ୍ରିଗୁଡ଼ା ଛକରେ।

ସୂଚନା ଅନୁଯାୟୀ, ଛକ ନିକଟରେ ଏକ କାର୍ସହ ବାଇକ୍ଦୁର୍ଘଟଣା ହୋଇଛି। ଏଥିରେ ବାଇକ୍ରେ ଯାଉଥିବା ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ସେହିଭଳି ଘଟଣାରେ ଦୁଇଜଣ ଗୁରୁତର ଅଛନ୍ତି  ଯୁବକମାନେ ସ୍ଥାନୀୟ କୁତୁଗାଁ ଗ୍ରାମର ହୋଇଥିବା ଜଣାପଡ଼ିଛି। ସେପେଟେ ଘଟଣାସ୍ଥଳରେ ପୋଲିସ୍ପହଞ୍ଚି ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button