ଦେଢ଼ ଦିନରେ ସରିଲା ଟେଷ୍ଟ ମ୍ୟାଚ, ଜିତିଲା ଭାରତ – Ibnodisha

[ad_1]
କେପଟାଉନ : ପ୍ରଥମ ଥର ପାଇଁ କେପଟାଉନରେ ଟେଷ୍ଟ ମ୍ୟାଚ ଜିତିଲା ଭାରତ । ୭୯ ଗନର ବିଜୟ ଲକ୍ଷ୍ୟକୁ ୩ ଓକେଟ ହରାଇ ଜିଡିନେଇଛି ଭାରତ । ଘରୋଇ ଦଳକୁ ହରାଇ କେପଟାଉନ ଟେଷ୍ଟ ଜିତିଲା ଭାରତ । ଭାରତ ୭ ଓକେଟ ଥାଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟ ଜିତିଛି। ଦକ୍ଷିଣ ଆଫ୍ରିକା ଦେଇଥିବା ୭୯ ରନକୁ ପିଛା କରି ଭାରତ ୨ ଓକେଟ ହରାଇ ଜିତିନେଇଛି । ଭାରତ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରି ଯଶସ୍ୱୀ ୨୮ ରନ୍, ଶୁବମନ ଗିଲ୍ ୧୦ ରନ୍, ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ । ରୋହିତ ଶର୍ମା ୧୭ ରନ୍ ଏବଂ ଶ୍ରେୟସ ଆୟର ୪ ରନ୍ କରି ମ୍ୟାଚକୁ ଜିତାଇଛନ୍ତି। ଦ୍ଵିତୀୟ ଇନିଂସରେ ୧୭୬ରନରେ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା। ଦଳ ପକ୍ଷରୁ ମାକରମ ସର୍ବାଧିକ ୧୦୬ ରନ କରିଥିବା ବେଳେ ଆଉ କୌଣସି ବ୍ୟାଟସ ମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ । ୭ଜଣ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୬ ୱିକେଟ ହାସଲ କରିଥିବା ବେଳେ ମୁକେଶ କୁମାରଙ୍କୁ ଦୁଇଟି ୱିକେଟ ମିଳିଥିଲା । ପ୍ରଥମ ଇନିଂସରେ ସାଉଥ ଆଫ୍ରିକା ମାତ୍ର ୫୫ରନ କରି ଅଲଆଉଟ ହୋଇଥିବା ବେଳେ ଟିମ ଇଣ୍ଡିଆ ୧୫୩ ରନ କରିପାରିଥିଲା ।
[ad_2]




