ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ – Ibnodisha

[ad_1]

କେନ୍ଦୁଝର: ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଢାଙ୍ଗରପଡ଼ା ନିକଟରେ। ମୃତକ ସ୍ଥାନୀୟ ଅଞ୍ଚଳର ରାଘୁ ନାଏକ। ରଘୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରେ ମାଡ଼ି ଯାଇଥିଲା ରାଧା ମାଧବ ନାମକ ଏକ ଘରୋଇ ବସ ଆଉ ଏଥିରେ ରଘୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। 

ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button