ଦେଶ
୨୨ରେ ୟୁପିରେ ଶିକ୍ଷାନୁଷ୍ଠାନ ଛୁଟି – Ibnodisha

[ad_1]
ଉତ୍ତର ପ୍ରଦେଶ : ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ନେଇ ଉତ୍ତର ପ୍ରଦେଶ ସରକାରଙ୍କ ଛୁଟି ଘୋଷଣା । ଜାନୁଆରୀ ୨୨ରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଛୁଟି ନେଇ ଘୋଷଣା । ସେଦିନ ରାଜ୍ୟର ସମସ୍ତ ମଦ ଦୋକାନ ମଧ୍ୟ ବନ୍ଦ ରହିବା ନେଇ ଘୋଷଣା । ଘୋଷଣା କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ପ୍ରମିକାଙ୍କୁ ପ୍ରେମିକଙ୍କ ଛୁରାମାଡ
[ad_2]