ରାଜନୀତି
ରାଜ୍ୟରେ ଗଭର୍ଣ୍ଣାନ୍ସ ମଡେଲ ଫେଲ୍ : ଅପରାଜିତା – Ibnodisha

[ad_1]
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ତୀର୍ଥ ଅଭିଯନ କାର୍ଯ୍ୟକ୍ରମର ଆୟୋଜନ । ଲିଙ୍ଗରାଜ ମନ୍ଦିରରେ ସଫେଇ କଲେ ସାଂସଦ ଅପରାଜିତା ଷଡଙ୍ଗୀ । କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସାଂପ୍ରତିକ ଗଭର୍ଣ୍ଣାନ୍ସକୁ ନାପସନ୍ଦ କଲେ । ରାଜ୍ୟରେ ପରିପକ୍ୱ ଗଭର୍ଣ୍ଣାନ୍ସ ମଡେଲ ଦିଶୁନାହିଁ । ଗଭର୍ଣ୍ଣାନ୍ସ ପାଇଁ ପରିପକ୍ୱତା ଲୋଡା, ଯାହା ଏଠି ଦିଶୁନାହିଁ । ଉଦାହରଣ ଅର୍ପଣ ରଥ, ନିଯୁକ୍ତି ଦୁର୍ନୀତି, ଆମସର ଆକ୍ଟ କଥା କହିଲେ । ଯିଏ ସରକାରଙ୍କୁ ଆଡଭାଇସ୍ ଦେଉଛନ୍ତି ତାଙ୍କୁ ପଦରୁ କାଢିଦେବା ଉଚିତ୍ ବୋଲି କହିଲେ ଅପରାଜିତା ।
ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ
[ad_2]