ରାଜନୀତି

ମୋକିମ, ଚିରଞ୍ଜୀବଙ୍କ ନିଲମ୍ବନ ହଟିଲା – Ibnodisha

[ad_1]

ଭୁବନେଶ୍ୱର : ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ଉଠୁଲା ନିଲମ୍ବନ । ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ ନିଲମ୍ବନ ହଟିଲା । ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ହଟିଲା । ପୂର୍ବତନ ବିଧୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିଲା । ନିଲମ୍ବନ ହଟିବା ନେଇ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା ।

ପୋଲିସ-ମୋଓବାଦୀ ଗୁଳି ବିନିମୟ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button