ରାଜନୀତି

ରାଞ୍ଚିରେ ହେମନ୍ତ ସୋରେନ୍‌ – Ibnodisha

[ad_1]

ରାଞ୍ଚି : ନିଖୋଜ ଚର୍ଚ୍ଚା ଭିତରେ ରାଞ୍ଚିରେ ପହଞ୍ଚିଲେ ହେମନ୍ତ ସୋରେନ୍ । ରାଞ୍ଚି ଘରେ ପହଞ୍ଚିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ପହଞ୍ଚିବା ପରେ ରାଞ୍ଚି ଘରେ ବିଧାୟକଙ୍କ ସହ ହେମନ୍ତଙ୍କ ବୈଠକ । ଗତକାଲି ସୋରେନଙ୍କ ଦିଲ୍ଲୀ ଘରେ ଚଢଉ କରିଥିଲା ଇଡି । ସୋରେନଙ୍କ କୌଣସି ପତ୍ତା ମିଳୁ ନଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ।

ସୋରେନଙ୍କ ଘରୁ ମିଳିଲା ୩୬ ଲକ୍ଷ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button