IBN ଓଡ଼ିଶା ବ୍ୟୁରୋ

ଆଣ୍ଠୁ ଗଣ୍ଠି ବିନ୍ଧା ପୁରା ଠିକ କରିଦେବ ଏହି ଗୋଟିଏ ପତ୍ର

ବନ୍ଧୁଗଣ ବୃଦ୍ଧାବସ୍ତା ଆସିବା ମାତ୍ରେ ଶରୀରରେ ଦୁର୍ବଳତା ଲାଗିବା । ଆଣ୍ଠୁ, ଗଣ୍ଠି, ଅଣ୍ଟାରେ ଯନ୍ତ୍ରଣା ହେବା ଆଦି ଅନେକ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ହେଲେ ବର୍ତ୍ତମାନର ବ୍ୟସ୍ତତା ଜୀବନଶୈଳୀରେ ଲୋକମାନେ ସଠିକ ଖାଦ୍ୟ ଖାଉନାହିଁ, ଠିକ ସମୟରେ ଶୋଇ ମଧ୍ୟ ପାରୁନାହାନ୍ତି । ଯୋଗ କି ବ୍ୟାୟାମ ଭଳି ଶାରୀରିକ ଏକ୍ଷ୍ସରସାଇଜ ଉପରେ ମଧ୍ୟ ବିଶେଷ ଭାବେ ଧ୍ୟାନ ଦେଉନାହାନ୍ତି ।

ତେବେ ସବୁ ଯେଉଁ କାରଣରୁ ଆଣ୍ଠୁ, ଗଣ୍ଠି ବିନ୍ଧା ଭଳି ସମସ୍ଯା ଖୁବ ଅଳ୍ପ ବର୍ଷ ବୟସରୁ ବାହାରୁଛି । ତେବେ ଏହି ସବୁ ସମସ୍ଯାରେ ପୀଡିତ ଲୋକମାନେ ଯଦି ଏହି ଘରୋଇ ଉପଚାରଟି କରି ତାହାର ବ୍ୟବହାର କରନ୍ତି । ତେବେ ନିହାତି ଭାବେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣାରୁ କିଛି ମାତ୍ରାରେ ଉପଶମ ପାଇପାରିବେ । ତେବେ ଏହି ଉପଚାର ପାଇଁ ଆପଣଙ୍କୁ ପାନ ପାତ୍ରର ଆବଶ୍ୟକତା ପଡିବ ।

ପାନ ପତ୍ରର ସଠିକ ଭାବେ ବ୍ୟବହାର ଦ୍ଵାରା ସେଥିରୁ ଆମକୁ ବହୁତ ଲାଭ ମିଳିପାରିଥାଏ । ତେବେ ଯେଉଁ ମାନଙ୍କର ଅଣ୍ଟା, ଆଣ୍ଠୁ ଓ ଗଣ୍ଠି ସ୍ଥାନ ତଥା ସଂପୂର୍ଣ୍ଣ ଶରୀରର ଯନ୍ତ୍ରଣା ଓ ଦୁର୍ବଳତାକୁ ଦୂର କରିବା ପାଇଁ ପାନ ପତ୍ରର ବ୍ୟବହାର ବିଷୟରେ କହିବୁ । ପ୍ରଥମେ ରାତିରେ ଶୋଇବା ବେଳେ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ରଖିଦିଅନ୍ତୁ । ସକାଳୁ ଉଠି ସେହି ପାଣିକୁ ହଲକା ଉଷୁମ କରି ସେହି ପାଣିର ସେବନ କରନ୍ତୁ ।

ତମ୍ବା ପାତ୍ରରେ ରାତିରେ ପାଣି ରଖି ସକାଳୁ ଉଠି ତାହାର ସେବନ ଦ୍ଵାରା ଶରୀରକୁ ବହୁତ ଉପକାରୀତା ପହଞ୍ଚାଇଥାଏ । ତାପରେ ଏକ ପାନ ପତ୍ର ନେଇ ସେଥିରେ ସାମାନ୍ୟ ଚୂନ ଲଗାଇ ଦିଅନ୍ତୁ । ତାପରେ ସେହି ପାନ ପତ୍ରଟିକୁ ଚୋବାଇ ଖାଇଡିଆନ୍ତୁ । ଏହି ଉପାୟକୁ ପ୍ରତିଦିନ ନକରି ଦିନେ ଛଡା ଦିନେ କରିବାକୁ ଚେଷ୍ଟା କରନ୍ତୁ । ଏକ ମାସ ଅର୍ଥାତ 15 ଦିନ ଏହି ପାନ ପତ୍ରର ଏହିପରି ଭାବେ ଅଳ୍ପ ଚୂନ ଲଗାଇ ସେବନ କରନ୍ତୁ ।

ହେଲେ ଯାହାକୁ କିଡନୀ ଜନିତ ସମସ୍ଯା ରହିଥାଏ । ତେବେ ସେମାନେ ଚୂନର ବ୍ୟବହାର କରନ୍ତୁ ନାହିଁ । ତେବେ ପାନ ସହ ଚୂନ ଲଗାଇ ଖାଇବା ଦ୍ଵାରା ଶରୀରରେ ଥିବା କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଶରୀରର ଦୁର୍ବଳତାକୁ ଦୂର କରି ବଡିକୁ ଆକ୍ଟିଭ କରିଥାଏ । ଯାହା ଦ୍ଵାରା ଆପଣଙ୍କର ସବୁ କାମରେ ମନ ଲାଗିଥାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଯେତେ ଅଧିକ ହୋଇଥାଉ ।

ଏହି ଉପାୟର ସେବନ ଦ୍ଵାରା ସେଥିରୁ ନିଶ୍ଚୟ ଆରମ ପାଇପାରିବେ । ତେଣୁ ଏହି ଉପାୟକୁ କରି ନିହାତି ବ୍ୟବହାର କରନ୍ତୁ । ଏଥିସହ ଅଣ୍ଟା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ଦେଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button