ଅପରାଧ

ବନ୍ଧକ ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର – Ibnodisha

[ad_1]

ପାଟଣାଗଡ: ଇଟାଭାଟିରେ ବନ୍ଧକ ପଡିଥିବା ନାବାଳିକା ଉଦ୍ଧାର ହୋଇଥିବା ସୂଚନା ରହିଛି । ତେଲେଙ୍ଗାନାରୁ ଉଦ୍ଧାର କଲା ବେଲପଡା ଥାନା ପୋଲିସ । ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ଇଟାଭାଟି ମାଲିକଙ୍କଠାରୁ ୮୦ ହଜାର ବଇନା ନେଇଥିଲେ ପରିବାର ଲୋକେ । ଅସୁସ୍ଥ ହେବାରୁ ଘରକୁ ଫେରି ଆସିଥିଲେ ନାବାଳିକାଙ୍କ ବାପା । ଘରେ ପହଂଚିବା ପରେ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଇଟାଭାଟି ମାଲିକ ନାବଳିକା ଝିଅକୁ ବନ୍ଧକ ରଖିଥିଲେ । ୫୦ ହଜାର ଟଙ୍କା ଦେଇଥିଲେ ବି ନାବାଳିକାକୁ ଛାଡନଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button