ରାଜ୍ୟ

ପାରିବାରିକ କଳହରୁ ଶିଶୁକୁ ମାରିଥିଲା ମା – Ibnodisha

[ad_1]

ଭୁବନେଶ୍ୱର: ୬ମାସର ଛୁଆକୁ ତଣ୍ଟି କାଟି ମାରିଥିବା ମାନିଲା ମା । କିନ୍ତୁ ଏପରି କାଣ୍ଡ ଘଟାଇବା ପଛର କାରଣ କହିଛି ନିର୍ଦ୍ଦୟୀ ମା ମୀନା ନାଗ । ପୁଲିସ ଦ୍ୱାରା ଗିରଫ ହୋଇ ଜେରା ବେଳେ କୋହଭରା କଣ୍ଠରେ ମୀନା ନିଜ ସ୍ୱାମୀଙ୍କ ପରକୀୟା ପ୍ରତି ସମ୍ପର୍କରେ ଅତିଷ୍ଠ ହୋଇ ଛୁଆକୁ ମାରିଥିବା ମାନିଛନ୍ତି । ମୀନା ନାଗଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶୁକ୍ରବାର ବଲଙ୍ଗିର ଜିଲା ଜିଲା ପୁଇଁତଳା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଶିଶୁକୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button