ରାଜ୍ୟ
୨୦ରେ ବକ୍ସ ଡ୍ରେନ୍ ଉଦଘାଟନ! – Ibnodisha

[ad_1]
କଟକ : ଆସନ୍ତା ୨୦ରେ ଉଦଘାଟନ ହୋଇପାରେ କଟକ ବକ୍ସ ଡ୍ରେନ୍ । ହାଇକୋର୍ଟଙ୍କୁ ଏନେଇ ଅଇଜ୍ଞଚ୍ଛ କଲେ ଆମିକସ୍ କ୍ୟୁରି । ପଟାପୋଲରୁ ପ୍ରଫେସରପଡା ଯାଏଁ ଉଦଘାଟନ ହେବ ବକ୍ସ ଡ୍ରେନ । ବୋକି ଥିବା ୮୧୦ ମିଟର ନିର୍ମାଣ କାମ ଡିସେମ୍ବର ୩୧ରୁ ଆରମ୍ଭ ହୋଇଛି । ତେବେ ଏହା ଏକ କକ୍ସ ହେବ ନା ନାହିଁ ବୈଷୟିକ କମିଟି ନିଷ୍ପତ୍ତି ନେବେ ।
୫ ମିନିଟରେ ସ୍ଥିର ହୋଇ ଯାଇଥିଲା ରାଇନା ଓ ପ୍ରିୟଙ୍କାଙ୍କର ବିବାହ
[ad_2]