ରାଜନୀତି
ନିର୍ବାଚନୀ ଶପଥ ପାଠରେ ସମ୍ପତ୍ତି ତାଲିକା ପ୍ରକାଶ କଲେ ଜୟା ବଚ୍ଚନ – Ibnodisha

[ad_1]
ମୁମ୍ବାଇ : ପୁଣି ରାଜ୍ୟସଭା ଯିବେ ଅଭିନେତ୍ରୀ ଜୟା ବଚ୍ଚନ । ସେ ସମାଜବାଦ ପାର୍ଟି ପକ୍ଷରୁ ନାମାଙ୍କନ ଭରିଛନ୍ତି । ସଂସଦରେ ହେଉ ଅବା ବାହାରେ ତାଙ୍କର ଖୋଲା ମତାମତ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଜୟା ନାମାଙ୍କନ ପତ୍ର ଦାଖଲ ସମୟରେ ନିଜ ସମ୍ପତିର ମୋଟ ତାଲିକା ପ୍ରକାଶ କରିଥିଲେ । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୫୭୮ କୋଟି ଟଙ୍କା । ଜୟାଙ୍କର ୪୦.୯୭ କୋଟି ଟଙ୍କାର ଅଳଙ୍କାର ଏବଂ ୯.୮୨ ଲକ୍ଷ ଟଙ୍କାର ୪ ଟି ଯାନ ଥିବାବେଳେ ଅମିତାଭଙ୍କର ୫୪.୭୭ କୋଟି ଟଙ୍କାର ଅଳଙ୍କାର ଏବଂ ଦୁଇଟି ମର୍ସିଡିଜ ,ରେଞ୍ଜ୍ ରୋଭର ସହିତ ,୧୬ ଟି ଯାନ ଥିବା ଦର୍ଶାଇଛନ୍ତି ।
[ad_2]




