ରାଜ୍ୟ

ଖୁବ ଶୀଘ୍ର ପୁରୀ – ଅଯୋଧ୍ୟା ଟ୍ରେନ – Ibnodisha

[ad_1]

ଭୁବନେଶ୍ୱର : ରେଳ ମନ୍ତ୍ରୀଙ୍କ ଘୋଷଣା ପୁରୀରୁ  ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ ।
ଜୁଲାଇ – ଅଗଷ୍ଟ ମାସରେ ପୁରୀରୁ – ଅଯୋଧ୍ୟା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ ।
ପୁରୀ ମିଟିଂରେ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ।
ପୁରୀ – କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ କହିଲେ ମନ୍ତ୍ରୀ ।
ଖୁବଶୀଘ୍ର ରେଳ ଲାଇନକୁ ଆପ୍ରୁଭାଲ ମିଳିବ ବୋଲି କହିଲେ  ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button