ରାଜନୀତି

ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ୧୦ ଅଭିଯୋଗ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ୧୦ ଅଭିଯୋଗ । ବିହାର ଠିକାଦାରଙ୍କୁ ଟେଣ୍ଡର, ଅର୍ପଣ ରଥ ବୁଲାଇ ଚାଉଳ ମାଗିବା ଅଭିଯୋଗ । ଦୁର୍ନୀତି ବୃଦ୍ଧି, ଚିଟଫଣ୍ଡ କ୍ଷତିଗ୍ରସ୍ତ ପ୍ରତାରିତ, ବିଦ୍ୟୁତ ଦୁର୍ନୀତି ଅଭିଯୋଗ । ଚାକିରି ମିଳୁନି, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ମହିଳା ନିର୍ଯାତନା ବୃଦ୍ଧି ଅଭିଯୋଗ । ବିଏସ୍‌କେୱାଇ ନାଁରେ ଘରୋଇ ହସ୍ପିଟାଲ ଦୁଷ୍ଟୀକରଣ, ଦରଦାମ ବୃଦ୍ଧି ଅଭିଯୋଗ । ଚାଷୀଙ୍କ ଆୟ ବୃଦ୍ଧି ନହେବା, ଅଫିସର ବିଜେଡି କର୍ମୀ ସାଜିବା ଅଭିଯୋଗ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button