ରାଜ୍ୟ

୨୩ରୁ ଆରମ୍ଭ ହେବ ନାଟମଣ୍ଡବ ମରାମତି କାମ – Ibnodisha

[ad_1]

ପୁରୀ : ଆସନ୍ତାକାଲିଠାରୁ ନାଟମଣ୍ଡପରେ ଫାଟ ଥିବା ବିମ୍ ମରାମତି କାମ । ଏଏସ୍‌ଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡନାୟକଙ୍କ ସୂଚନା । ଦିନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ ଚାଲିବ କାମ, ମାର୍ଚ୍ଚ ୨୦ ପୂର୍ବରୁ ସାରିବା ଲକ୍ଷ୍ୟ । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ଅସୁବିଧା ହେବ ନାହିଁ । କୌଣସି ଅଘଟଣ ହେଲେ, ସ୍ଥିତି ଦେଖି ସମସ୍ତ ସଯୋଗରେ କାମ ଚାଲିବ ।

ତାଣ୍ଡାବାଇ ପଞ୍ଚାୟତ ଅଫିସରୁ କୋଭିଡ଼ ସାମଗ୍ରୀ ଚୋରି ବେଳେ ଧରିଲେ ଗ୍ରାମବାସୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button